ଓଲିଉଡର TOP5 ଏମିତି ଯୋଡି ଯେଉଁମାନେ ଭଲ ପାଇ ଅଲଗା ହୋଇ ଯାଇଛନ୍ତି ।

ollywood-relation

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ସେମିତି କିଛି ଯୋଡୀ ମାନଙ୍କ ବିଷୟରେ କହିବା ପାଇଁ ଚାହିଁବୁ ଯେଉଁ ମାନଙ୍କ ସଂମ୍ପର୍କ ବିବାହ ପର୍ଯ୍ୟନ୍ତ ଚାଲି ଜାଇ ଥିଲା । ଏବଂ କିଛି ବିବାହ ମଧ୍ୟ କରି ନେଇ ଥିଲେ । ତେବେ ଓଲିଉଡ ର ଏହି ଅଭିନେତା ଏବଂ ଅଭିନେତ୍ରୀ ମାନେ ବର୍ତମାନ ସମୟରେ ସଂମ୍ପର୍ଣ୍ଣ ଭାବେ ଅଲଗା ହୋଇ ସାରିଛନ୍ତି । ତେବେ ଆସନ୍ତୁ ସେମାନଙ୍କ ବିଷୟ ରେ ସଂମ୍ପର୍ଣ୍ଣ ଭାବୈେ ଜାଣି ନେବା ।

ପ୍ରଥମେ ଆସୁଛନ୍ତି ଦେବୀକା । ସେ ଭୁବନେଶ୍ୱର ରେ ଜଣେ ବିଜନେସ ମ୍ୟାନ ଶିବ୍ ଙ୍କୁ ଭଲ ପାଇ ଥିଲେ । ଏମାନଙ୍କ ଭଲ ପାଇବା ଏନଗେଜ୍ ମ୍ୟଣ୍ଟ ରେ ପହଁଚି ଜାଇ ଥିଲା । ହେଲେ ପରେ ପରେ ଏମାନଙ୍କ ମଧ୍ୟ ରେ ଫାଟ ସୃଷ୍ଟି ହୋି ଥିଲା । ଏବଂ ଏମାନେ ଅଲଗା ହୋଇ ଜାଇ ଥିଲେ । ଅଲଗା ହେବାର କାରଣ ଏବେ ଜାଇ ସ୍ପଷ୍ଟ ହୋଇ ନଥିଲେ ମଧ୍ୟ , ଏ କିନ୍ତୁ ସମ୍ପୁର୍ଣ୍ମ ଭାବେ ସ୍ପଷ୍ଟକି ଦୁହିଁକ ମଧ୍ୟରେ ଆଉ ପ୍ରେମ ସମ୍ପର୍କ ନାହିଁ ।

DEVIKA

ସେହି ପରି ଭାବେ ଦ୍ୱତୀୟ ନମ୍ବର ରେ ରହିଛି । ରଚନା ଏବଂ ସିଦ୍ଧାର୍ଥ ମହାପାତ୍ର । ଏହି ଯୋଡି ବିଷୟ ରେ ଆପଣ ମାନେ ନିଶ୍ଚିତ ଭାବେ ଆପଣ ମାନେ ଜାଣି ଥିବେ । ଏମାନେ 2000 ମସିହା ରେ ଦୁହେଁ ଦୁହିଁଙ୍କୁ ଭଲ ପାଇ ଜାଇ ଥିଲେ । ଏବଂ 2001 ରେ ବିବାହ ହବି କରି ଥିଲେ । ହେଲେ କିଛି ସମୟ ମଧ୍ୟ ରେ ଏମାନଙ୍କତ ମଧ୍ୟ ରେ ଝଗଡା ହୋଇ ଥିଲା । ତେବେ ପରେ ପରେ ଏମାନେ ଏବେ ଦୁହେଁ ଅଲଗା ଅଲଗା ଅଭିନେତା ଅବଂ ଅଭିନେତ୍ରୀ ଙ୍କୁ ବିବାହ କରିଛନ୍ତି ।

SIDHANTA-RACHANA

ତୃତୀୟ ନମ୍ବର ରେ ଆସୁଛନ୍ତି ସୋମାଲୀନ ଏବଂ ମହାପ୍ରସାଦ୍ । ଏମାନଙ୍କୁ ଆପଣ ମାନେ ବହୁତ ପରିମାଣ ରେ ସୋସିଆଲ ମିଡିଆ ରେ ଦେଖିବା ପାଇଁ ପାଇ ଥିବେ । ତେବେ ସେମିତି ରେ ଏମାନେ କିଛି ଦିନ ତଳେ ଦୁହେଁ ଦୁହଁଙ୍କୁ ଭଲ ପାଉ ଥିବା ବେଳେ ବର୍ତମାନ ସମୟ ରେ ଅଲଗା ଅଲଗା ହୋଇ ଜାଇ ଛନ୍ତି ବୋଲି ଦେଖିବା ପାଇଁ ମିଳିଛି ।

SOMA

ଏହା ପରେ ରହିଛନ୍ତି ଏଲିନା ଏବଂ ଅରବିନ୍ଦମ୍ । ଆପଣ ମାନେ ଏହି କଥା କୁ ନିଶ୍ଚିତ ଭାବେ ଜାଣି ଥିବେ କି ଏଲିନା ତାଙ୍କର ପ୍ରଥମ ଫିଲ୍ମ ଇସ୍କ୍ ତୁ ହି ତୁ ଅରବିନ୍ଦମ୍ ଙ୍କ ସହିତ କରି ଥିବା ବେଳେ ସେହି ସମୟ ରେ ସେମାନଙ୍କ ମଧ୍ୟ ରେ ସଂମ୍ପର୍କ ସ୍ଥାପନ ହୋଇ ଥିଲା । ଏବଂ ପରେ ସେମାନେ ବର୍ତମାନ ସୁଦ୍ଧା କୈଣସି ବି ଫିଲ୍ମ ରେ କାର୍ଯ୍ୟ କରିବାର ଦେଖିବା ପାଇଁ ମିଳି ନାହାଁନ୍ତି ।ହେଲେ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା କି ନାହିଁ  ସେ ସମ୍ପର୍କରେ କୌଣସି ସଠିକ ତଥ୍ୟ ନାହିଁ ।

arind

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *