ଆପଣ ପିଉଥିବ ପାଣି ବିଷୟରେ କିଛି ଅଜଣା କଥା ବିଷୟରେ ଜାଣନ୍ତୁ।

watter-g

ଆପଣ ମାନଙ୍କୁ ଆମର ପୋର୍ଟଲ କୁୂ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଆପଣ ମାନେ ପ୍ରତି ଦିନ ବ୍ୟବହାର କରୁ ଥିବା ଜଳ ବିଷୟ ରେ କିଛି ଅଜଣା କଥା ଜଣେଇବା ପାଇଁ ଆସିଛୁ । ପ୍ରତ୍ୟେକ ବ୍ୟକ୍ତି ମାନେ ନିଜର ଦୈନ ଦିନ କାର୍ଯ୍ୟରେ ପାଣି ର ବ୍ୟବହାର କରି ଥାଏ । ସେହି ପରି ଭାବେ କଥା ରହିଛି ଜଳ ବିହିନେ ସୃଷ୍ଟି ନାଶ ଏବଂ ଜଳ ବହୁଳେ ସୃଷ୍ଟି ନାଶ ବୋଲି । ସେହି ପରି ବେଳେ ଜଳ ବିଷୟ ରେ ଯଦି ଆମେ କହିବା ତେବେ ଏହି ଜଳ ଯୋଗୁଁ ହିଁ ଆମର ସଂମ୍ପର୍ଣ୍ଣ ଜିବ ଜଗତ ସମ୍ଭବ ପର ହୋଇ ପାରିଛି । କିନ୍ତୁ ପାଣି ବିଷୟ ରେ କିଛି ରୋଚକ କଥା ଆପଣ ମାନେ ବୋଧ ହୁଏ ଜାଣି ନଥିବେ ।ମନୁଶ୍ୟ ର କଥା କହିବା ତେବେ ପ୍ରତ୍ୟେକ ମଣିଷ ଦେହ ରେ 50 ରୁ 65 ପ୍ରତିଶତ ପର୍ଯ୍ୟନ୍ତ ପାଣି ରହି ଥାଏ।

cold-water

ସେହି ପରି ଭାାବେ ଦୁଇ ନମ୍ବର ରେ ରହିଛି ନବଜାତ ଶୁଶୁ ଏମାନଙ୍କ ଦେହ ରେ 78 ରୁ 85 ପ୍ରତିଶତ ପର୍ଯ୍ୟନ୍ତ ପଣି ରହି ଥାଏ । ସେହି ପରି ଭାବେ ଗୋଚିଏ ଗେଲେନ୍ ପାଣି ର ଓଜନ 8.34 ପ୍ରତିଶତ ପାଉଣ୍ଡ ହୋଇ ଥାଏ । ସେହି ପରି ଭାବେ ଗୋଟିଏ ଇଞ୍ଚ ଉଚ୍ଚତା ର ଜଳ ଯଦି ଗୋଟିଏ ଏକର ସ୍ଥାନ ରେ ମାଡି ହୋଇ ରହି ଥାଏ । ତେବେ ତାହା 113 ଟର୍ନ ହୋଇ ଥାଏ । ଏହି କଥା କୁ ଆପଣ ମାନେ ନିଶ୍ଚିତ ଭାବେ ଜାଣି ଥିବେ କି ପୃଥିବୀ ରେ 70 ପ୍ରତିଶତ ଜଳ ଛାଇ ରହିଛି । ଏବଂ କେବଳ 30 ପ୍ରତିଶତ ସ୍ଥଳ ଭାଗ ରେ ହିଁ ଆମେ ମାନେ ରହି ଥାନ୍ତି ।

ସେମିତି ରେ ଆମ ପୃଥିବୀ ରେ 97 ପ୍ରତିଶତ ଜଳ ଲୁଣୀ ହୋଇ ଥିବା ବେଳେ କେବଳ 3 ପ୍ରତିଶତ ଜଳ ମଧୁର ହୋଇ ଥାଏ । ଯଦି ଆମେ ମାନେ ପୃଥିବୀ ର ସବୁ ନଦୀ ର ଜଳ କୁ ଏକାଠୀ କରିବା ତେବେ ଏହା ଠାରୁ ଦୁଇ ଗୁଣ ଜଳ କେବଳ ଏଟମସ୍ ଫେୟାର ରେ ରହିଛି । ବଜାର ରେ ବିକ୍ରୀ ହେଉ ଥିବା ପାଣି ରୁ ଏକ ଚତୃଥାଅଶଂ ମୁନସୀପାଲଟି ରୁ ହିଁ ଆସି ଥାଏ । ତେବେ ବନ୍ଧୁଗଣ ଏହା ଥିଲା କିଛି ଏମିତି ହିଁ ରୋଚକ ତଥ୍ୟ ପାଣି ବିଷୟ ରେ ।ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *