ଭାରତ ର ସବୁଠୁ ଧନୀ କ୍ରିକେଟର …..। ଜାଣନ୍ତୁ ଏମାନଙ୍କର ଆୟ କେତେ

cric

ଆପଣ ମାନଙ୍କୁ ଆମର ପୋର୍ଟଲ କୁୂ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର ଦିନରେ କ୍ରିକେଟ ଖେଳ କୁ ଲୋକ ମାନେ କେମିତି ମାନ୍ୟତା ଦେଇ ଥାନ୍ତି ସେହି ବିଷୟ ରେ ତ ଆପଣ ମାନେ ନିଶ୍ଚିତ ଭାବେ ଜାଣି ଥିବେ । ସେମିତି ରେ ଏହି କ୍ରିକେଟର ମାନଙ୍କର ବହୁତ ଗୁଡିଏ ଆୟ ବି ମଧ୍ୟ ହୋଇ ଥାଏ ବୋଲି ଆପଣ ମାନେ ନିଶ୍ଚିତ ଭାବେ ଜାଣି ଥିବେ । ତେବେ ସେମାନେ ମ୍ୟଚ୍ , ଆଡଭେଟାଇଜ୍ ମେଣ୍ଟ , ସ୍ପନ୍ସର ସିପ୍ ଏମିତି ବହୁତ ଗୁଡିଏ ଆୟ ସେମାନଙ୍କୁ ମିଳି ଥାଏ । ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ସେହି ଖେଳାଳି ମାନଙ୍କ ମଧ୍ୟ ରୁ ଏମିତି କିଛି ଖେଳାଳି ମାନଙ୍କ ବିଷୟ ରେ ଆପଣ ମାନଙ୍କୁ ସୂଚନା ଦେବା ପାଇଁ ଆସିଛୁ ଜାହାଙ୍କୁ ଆଜିର ଦିନ ରେ ଧନୀ ଲୋକ ମାନଙ୍କ ସହିତ ମାନ୍ୟତା ଦିଆ ଜାଉଛି । ତେବେ ଆସନ୍ତୁ ସେମିତି କିଛି କ୍ରିକେଟର ଙ୍କ ବିଷୟ ରେ ଜାଣି ନେବା ।

ତେବେ ପ୍ରଥମେ ରହିଛନ୍ତି ୟୁବରାଜ ସିହଂ ଏବଂ ୟାଙ୍କ ପାଖରେ 245 କୋଟି ଟଙ୍କା ରହିଛି । ସେହି ପରି ଦୁଇ ନମ୍ବର ରେ ସେନ ୱାଟସନ୍ ୟାଙ୍କ ପାଖରେ 275 କୋଟି ଟଙ୍କା ରହି ଥିବା ଜଣା ପଡେ । ଏହା ପରେ ରହିଛି। ବିରେନ୍ଦ୍ର ସେୱାଗ୍ ୟାଙ୍କ ପାଖରେ 277 କୋଟି ଟଙ୍କା ରହି ଥିବାର ଜଣା ପଡ଼ିଛି । ସେହି ପରି ଭାବେ ଯଦି ଆମେ ରିକି ପଣ୍ଟିଂ ଙ୍କ କଥା କହିବା ତେବେ ତାଙ୍କ ପାଖରେ 450 କୋଟି ଟଙ୍କା ରହିଛି ।

ଏହା ପରେ ରହିଲା ବିରାଟ କୋଇଲୀ । ବିରାଟ ଙ୍କ ପାଖରେ 650 କୋଟି ରୁ ଉର୍ଦ୍ଧ ଟଙ୍କା ରହି ଥିବା ର ଜଣା ପଡ଼ିଛି । କିଛି ଦିନ ତଳେ ହୋଇ ଥିବା ରିସର୍ଚ୍ଚ ରୁ ଜଣା ପଡିଛି କି । ଏମ୍ ଏସ୍ ଧୋନୀ ଙ୍କ ପାଖରେ 770 ଏବଂ ସଚିନ୍ ତେନ୍ଦୁଲ କର ଙ୍କ ପାଖରେ 820 କୋଟି ଟଙ୍କା ରହି ଥିବାର ଜଣା ପଡ଼ିଛି । ତେବେ ବନ୍ଧୁଗଣ ଏମାନେ ଥିଲେ ଦୁନିଆଁ ର କିଛି ଧନୀ କ୍ରିକେଟର ମାନେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *