ଓଡିଆ ହିରୋ ଅରିନ୍ଦମ ଭଲ ପାଇ ବସିଲେ ଶିବାନୀଙ୍କୁ , ପ୍ରେମରେ ପଡିଲା ପରେ ଦୁହେଁ କରିଦେଲେ ଏମିତି କିଛି

babu-ra

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଆଉ ଗୋଟିଏ ନୁଆ ଯୋଡି ବିଷୟରେ ଏଠାରେ ଚର୍ଚା କରିବୁ । ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ବର୍ତ୍ତମାନ ଗୋଟିଏ ନୁଆ ଜୋଡି ପରଦା ଉପରେ ଧମାଲ ମଚାଉଛନ୍ତି ।ସେ ଆଉ କେହି ନୁହଁନ୍ତି ସେ ହେଉଛନ୍ତି ଓଲିଉଡ ଷ୍ଟାଇଲିସ୍ ଷ୍ଟାର ଅରିନ୍ଦମ ଏବଂ ବିୟୁଟି କୁଇନ ଶିବାନି । ନିକଟରେ ତାଙ୍କର ନୁଆ ଫିଲ୍ମ ବାବୁ ଭାଇଜାନ ର ସୁଟିଙ୍ଗ ଶେଷ ହେବା ସହିତ ଏବେ ଫିଲ୍ମଟି ହଲରେ ରିଲିଜ ହୋଇ ସାରିଛି । ସବୁଠୁ ବଡ କଥା ହେଉଛି ଏହି ଫିଲ୍ମଟି ଦର୍ଶକଙ୍କ ମନକୁ ଛୁଇଁବା ସହିତ , ବଲିଉଡ ଫିଲ୍ମ ସହିତ ବି ଟକ୍କର ଦେବାରେ ଲାଗିଛି ।

babu-bhaijan

ବନ୍ଧୁଗଣ ଏହି ଦିନ ରେ ରିଲିଜ ହୋଇଥି୍ବା ବାବୁ ଭାଇଜାନ୍ ଫିଲ୍ମ ଓଲିଉଡ ଇଣ୍ଡଷ୍ଟ୍ରୀ ରେ ଏହା ବହୁତ ବଡ ବଜେଟ୍ ର ଫିଲ୍ଣ ହୋଇ ଥିବା ଦେଖିବା ପାଇଁ ମିଳିଛି । ଏହି ଫିଲ୍ମର ସୁଟିଂ ପରେ ଏହାକୁ ଦେଖିବା ପାଇଁ ହଲରେ ବହୁତ ଲୋକ ପହଞ୍ଚୁ ଥିବାର ଦେଖିବା ପାଇଁ ମିଳିଛି । ସେହି ପରି ବେଳେ ଏହି ଦିନ ରେ ଏହି ଫିଲ୍ମ ର ଦୁଇଟି ଗୀତ ରିଲିଜ୍ ହୋଇଛି । ଏବଂ ଆଗାମୀ ସମୟ ରେ ଆଉ ଦୁଇଟି ଗୀତ ଏହାର ରିଲିଜ୍ ହେବାକୁ ଜାଉଛି । ବର୍ତମାନ ସମୟ ରେ ରିଲିଜ୍ ହୋଇ ଥିବା ଟ୍ରାକ୍ ହେଲା ହାମ ଦମ୍ ଏବଂ ଦିଲ୍ଲୀ କି ରାନୀ ତେବେ ହାମ ଦମ୍ ଗୀତ କୁ ଜୋଡାନ୍ ଠାରେ ସୁଟିଂ ହୋଇ ଥିବାର ଦେଖିବା ପାଇଁ ମିଳି ଥିଲା । ସେହି ପରି ବେଲେ ସେଠାରେ କେବଳ ଏହି ଗୀତ ଟି ସୁଟିଂ ହୋଇ ନ ଥାଏ ସେଠାରେ ଏହି ଦିନ ରେ ଫିଲ୍ମ ର ସଂମ୍ପର୍ଣ୍ଣ ଟିମ୍ ମଜାମସ୍ତି ମଧ୍ୟ କରି ଥିଲା ।

ସେମାନେ ସୁଟିଂ ରୁ ଟିକିଏ ସମୟ ମିଳୁ ଥିଲେ ତେବେ ସେମାନେ ଏହି ମଜା ମସ୍ତି ରେ ଲାଗି ପଡୁ ଥିଲେ । ଏମିତି ରେ ସେହି ସ୍ଥାନ ରେ ଗୋଟିଏ ସ୍ଥାନ ରୁ ଆଉ ଗୋଟିଏ ସ୍ଥାନ ରେ ସୁଟିଂ ପାଇଁ ବ୍ୟବହାର ହେଉ ଥିବା ବସ୍ ରେ ମଧ୍ୟ ଅରବିନ୍ନମ୍ ଏବଂ ଶୀବାନୀ ଦୁହେଁ ଆଖ୍ ମାରେ ନାଚୁ ଥିବାର ଦେଖିବା ପାଇଁ ମିଳି ଥିଲା । ତେବେ କେବଳ ଅରବିନ୍ନମ୍ ଏବଂ ଶୀବାନୀ ନୁହେଁ ବରଂ ନିର୍ଦ୍ଦେଶକ ତାପସ୍ ଶରଘରିଆ ଙ୍କ ସହିତ ଉପସ୍ଥିତ କେମେରା ମ୍ୟନ୍ ମଧ୍ୟ ଠୁମ୍କା ଲଗାଇ ଥିବାର ଦେଖିବା ପାଇଁ ମିଳି ଥିଲା ।

babu

ସେହି ପରି ଭାବେ ମିଳି ଥିବା ସୂଚନା ଅନୁସାରେ ବାବୁ ଭାଇଜାନ୍ ଫିଲ୍ମ ଟି ବାଲେଶ୍ୱର ର ଅବ୍ଦୁଲ ଅମିନ୍ ଖାନ୍ ଙ୍କ ଜିବନୀ ଉପରେ ତିଆରି ହୋଇ ଥିବାର ଜଣା ପଡ଼ିଛି । ଏମିତି ରେ ଦିନ ଥିଲା ତାଙ୍କ ପାଖରେ କପଡା ଟିକିଏ ନ ଥିଲା । ସେ ଗାମୁଛା ପିନ୍ଧି ସ୍କୁଲ ଜାଉ ଥିଲେ ହେଲେ ଆଜିର ଦିନରେ କେମିତି ଭାବେ ବଡ ହୋଇ ଛନ୍ତି ସେହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଏହି ଫିଲ୍ମ ରେ ରହିଛି । ତେବେ ଆପଣ ମାନେ ନିଶ୍ଚିତ ଭାବେ ଏହି ଫିଲ୍ମ କୁ ସାପୋର୍ଟ କରନ୍ତୁ ଏବଂ ହଲ୍ କୁ ଦେଖିବା ପାଇଁ ମଧ୍ୟ ଜାଆନ୍ତୁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *