ଅଷ୍ଟ୍ରେଲିଆ କ୍ରିକେଟ ଟିମକୁ ଝଟକା ପାଗଳ ହେଲେ ମ୍ୟାକ୍ସ ୱେଲ ।

crrrricccket

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁ ଗଣ ଖେଳାଳି ଯେଉଁ ଦେଶ ର ହେଉନ୍ତୁ ନା କାହିଁକି ସେ ନିଜର ଟିମ୍ ପାଇଁ ସବୁ ବେଳେ ତତ୍ପର ରହିଥାନ୍ତି । ସେହି ପରି ଭାବେ ଆମେ ଆଜି ଆପଣ ମାନଙ୍କୁ ସେମିତି ହିଁ ଜଣେ ଖେଳାଳି ଙ୍କ ବିଷୟ ରେ କହିବା ପାଇଁ ଜାଉଛୁ ଯେ କି ନିଜର ଟିମ୍ ପାଇଁ ଉତ୍ତମ ପ୍ରଦର୍ଶନ କରି ସେ ନିଜର ଟିମ୍ କୁ ସାରା ବିଶ୍ୱ ରେ ପ୍ରଶିଦ୍ଧ କରିଛନ୍ତି । ତେବେ ସେ ହେଲେ ଅଶ୍ଟେଲିଆ ଟିମର ମେକ୍ସ ୱେଲ୍ । ଯଦି ଆମେ ଏଠୀରେ ମେକ୍ସ ୱେଲ୍ ଙ୍କ କଥା କହିବା ତେବେ ସେ ହେଲେ ଅଶ୍ଟେଲିଆ ଟିମ୍ ର ଜଣେ ଜବର୍ଦୋସ୍ତ ଖେଳାଳି । ସେହି ପରି ଭାବେ ବର୍ତମାନ ସମୟ ରେ ଖେଳା ଜାଉ ଥିବା ଟି 20 ରେ ଏହି ଖେଳାଳି ଙ୍କ ବିଷୟ ରେ ଗୋଟିଏ ବଡ ଖବର ସାମ୍ନା କୁ ଆସିଛି । ଜାହା ତାଙ୍କର ଟିମ୍ ପାଇଁ ବହୁତ ଚିନ୍ତା ର ବିଷୟ ପାଲଟିଛି ।

austerlia

ତେବେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ ସୂଚନା ଦେବା ପାଇଁ ଚାହିଁବୁ କି । ଏହି ଦିନ ରେ ମେକ୍ସ ୱେଲ୍ ଙ୍କ ସ୍ୱାସ୍ଥ ସଂମ୍ପର୍ଣ୍ଣ ଭାବେ ବେ ଖରାପ୍ ହୋଇ ଜାଇଛି । ସେହି ପରି ବେଳେ ଶ୍ରୀଲଙ୍କା ବିପକ୍ଷ ରେ ଥିବା ତୃତୀୟ ମ୍ୟଚ୍ ଆଉ ଖେଳି ପାରିବେ ନାହିଁ  ଜଣା ପଡ଼ିଛି । ସେହି ପରି ବେଳେ ବର୍ତମାନ ସମୟ ରେ ଡାକ୍ତର ମେକ୍ସ ୱେଲ୍ ଚିକିତ୍ସା କରି କହିଛନ୍ତି କି ସେ ମାନସୀକ ରୋଗ ରେ ଆକ୍ରାନ୍ତ ରହିଛନ୍ତି । ସେହି ପରି ଭାବେ ସାଇକୋଲଜି ର ପ୍ରଫେସର ଏହି କଥା କୁ କହିଛନ୍ତି କି । ବର୍ତମାନ ସମୟ ରେ ମେକ୍ସ ୱେଲ୍ ତାଙ୍କର ଏହି ରୋଗ କାରଣ ରୁ ହିଁ ସେ ବହୁତ ଗୁଡ଼ିଏ ଜିନିଷ ର ସାମ୍ନା କରୁଛନ୍ତି । ଏବଂ ବର୍ତମାନ ସମୟ ରେ ତାଙ୍କର ପରିସ୍ଥିତି ବହୁତ ଜଟିଳ ହୋଇ ପଡିଛି ।

maxweell

ସେହି ପରି କ୍ଷେତ୍ର ରେ ତାଙ୍କ ବଦଳ ରେ ସେହି ଟିମ୍ ର ପ୍ଲେୟାର ଡେସକୁଟ୍ ସର୍ଟକଟ୍ ଙ୍କୁ ଯୋଗ କରା ଜାଇଛି । ସେମିତି କ୍ଷେତ୍ରରେ ଆପଣ ମାନଙ୍କୁ ସୂଚନା ଦେବୁ କି ଏହି ବିଷୟ ରେ ନିଜର ଅସୁସ୍ଥତା ଦେଖିବା ପରେ ମେକ୍ସ ୱେଲ୍ ନିଜେ କହିଛନ୍ତି କି । ସେ ଏବେ କ୍ରିକେଟ ଦୁନିଆଁ ରୁ ସଂମ୍ପର୍ଣ୍ଣ ଭାବେ ବିରତି ନେବା ପାଇଁ ଚାହାଁନ୍ତି । ତେବେ ସେ ତାଙ୍କର ଏହି ମାନସୀକ କଷ୍ଟ ପାଇଁ ସେ ପ୍ରତି ମୂହୁର୍ତ୍ତ ରେ ଯନ୍ତ୍ରଣା ପାଉ ଥିବାର ସେ କହିଛନ୍ତି । ସେମିତି ବେଳେ ଆଗାମୀ ଦିନ ରେ ସେ ଖେଳ ରୁ ସଂମ୍ପର୍ଣ୍ଣ ଭାବେ ବିରତି ନେଇ ପାରନ୍ତି ବୋଲି ଅଶ୍ଟେଲିଆ ବୋର୍ଡ କହିଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *