IPL 2020 ଆରମ୍ଭ ହେବା ପୂର୍ବରୁ 2 ବର୍ଷ ପାଇଁ ବ୍ୟାନ ହେଲେ 4ଜଣ ମହାନ ଖେଳାଳି

nitttti

ଆପଣ ମାନଙ୍କୁ ଆମର ପୋର୍ଟଲ କୁୂ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ସୂଚନା ଦେବା ପାଇଁ ଚାହିଁବୁ କି ଏହି ବର୍ଷର IPL ମାର୍ଚ୍ଚା ମାସ ରୁ ଆରମ୍ଭ ହେବାକୁ ଜାଉ ଥିବା ବେଳେ BCCI ପକ୍ଷ ରୁ ସଂମ୍ପର୍ଣ୍ଣ ଭାବେ ଜଣା ପଡ଼ିଛି କି । ଏହି ବର୍ଷ ର IPL ରେ 4 ଟି ବଡ ଖେଳାଳି ମାନଙ୍କୁ ବ୍ୟନ୍ କରା ଜାଇଛି । ତେବେ ଆସନ୍ତୁ ସେମାନଙ୍କ ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା କୁ କେଉଁ କାରଣ ଯୋଗୁଁ ସେମାନଙ୍କୁ ବ୍ୟନ୍ କରା ଜାଇଛି । ଏବଂ ସେମାନେ କିଏ କିଏ ।

ତେବେ ପ୍ରଥମ ନମ୍ବର ରେ ଆସୁଛନ୍ତି । ପ୍ରବିନ୍ ତାମ୍ଭେ । ପ୍ରବିନ୍ କୁ ପ୍ରତ୍ୟେକ ଥର କୋଲକତା ନାଇଟ ରାଇଡର ପାଇଁ ଖେଳି ଆସୁ ଥିବା ବେଳେ ଏହି ଥର ତାଙ୍କୁ BCCI ବେନ୍ କରିଛି । ତେବେ ଏହାର କାରଣ ହେଲା ସେ ବିଦେଶୀ ଟି 20 ଲିଗ୍ ରେ ଭାଗ ନେଇ ଥିଲେ । ସେହି ପରି ଭାବେ ଯୁବରାଜ ସିହଂ ବି ଏହି ବର୍ଷ IPL ରୁ ସଂମ୍ପର୍ଣ୍ଣ ଭାବେ ଦୂର ରେ ରହିବେ ତାଙ୍କୁ ଏହି ଦିନ ରେ ବ୍ୟନ୍ କରା ଜାଇ ଥିବା ଦେଖିବା ପାଇଁ ମିଳିଛି । କାରଣ ସେ ବି ଏହି ବର୍ଷ ବିଦେଶୀ ଲିଙ୍ଗ ଗ୍ଲୋବାଲ ଟି 20 ରେ ଭାଗ ନେଇ ଥିଲେ ।

yuvy

ଏହା ପରେ ଆସୁଛନ୍ତି ମଞିତ୍ କାଲ୍ଲରା । ସେ ଦିଲ୍ଲୀ କେପିଟାଲ କୁ ବ୍ୟଟିଂ କରୁ ଥିବାର ଦେଖି ଥିବେ । ହେଲେ ସେମିତି ବେଳେ ଏହି ଦିନରେ ତାଙ୍କୁ ବି ବ୍ୟନ୍ କରି ଥିବାର ଦେଖିବା ପାଇଁ ମିଳିଛି କାରଣ ସେ ନିଜର ବୟସ ଲୁଚେଇ ଥିଲେ ତାଙ୍କୁ ଅଧିକ ବର୍ଷ ହୋଇ ଥିବାବେଳେ ସେ କମ୍ ବୟସ BCCI କୁ କହି ଥି୍ଲେ କେବଳ ସେହିଥି ପାଇଁ ତାଙ୍କୁ IPL ରେ ଏହି ବର୍ଷ ବ୍ୟନ୍ କରା ଜାଇଛି ।

niti

ସେହି ପରି ଭାବେ ଆପଣ ମାନେ ନିତିସ୍ ରାଣା ଙ୍କୁ ଜାଣି ଥିବେ ହେଲେ ଏହି ବର୍ଷ ରେ ତାଙ୍କୁ IPL ରେ ଭାଗ ମିଳିବ ନାହିଁ କାରଣ ସେ ବି ନିଜର ବୟସ ଲୁଚେଇ ଥିବାର ଦେଖିବା ପାଇଁ ମିଳିଛନ୍ତି । କେବଳ ସେହିଥି ପାଇଁ ସେ ଏହି ବର୍ଷ ରେ IPL ରେ ଦେଖା ଦେବେ ନାହିଁ । ତେବେ ଏତ ଥିଲେ 4 ଜଣ ଖେଳାଳି ଯେଉଁମାନେ ଏହି ବର୍ଷ ରେ ଖେଳିବେ ନାହିଁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *