ଗୁପ୍ ଚୁପ୍ ବିକାଳୀରୁ ହେଲେ କୋଟି କୋଟି ଟଙ୍କାର IPL ଖେଳାଳି….। ଜାଣନ୍ତୁ ତାଙ୍କ ବିଷୟରେ

yash4

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱାଗତ କରୁଛୁ । ଆମ ଦେଶର ଏମିତି ଜଣେ ଖେଳାଳିଙ୍କର ଜିବନର କାହାଣୀ ଆଜିର ଦିନରେ ସୋସିଆଲ ମିଡ଼ିଆରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି । ଯେଉଁ ବିଷୟରେ ଆପଣ ମାନେ ବି ଜାଣିଲେ ନିଶ୍ଚିତ ଭାବେ ଗର୍ବ କରିବେ ଏହି ଖେଳାଳି ଉପରେ । ତେବେ ଆସନ୍ତୁ ସେହି ଖେଳାଳି ବିଷୟରେ ଏବଂ କଣ ରହିଛି ତାଙ୍କ ଜିବନର କାହାଣୀ ସଂମ୍ପର୍ଣ୍ଣ ଭାବେ ଜାଣି ନେବା । ତେବେ ଦୃଢ ଇଚ୍ଛା ଏବଂ ଶକ୍ତି ଆଗରେ ହାର ମାନିଛି ଅର୍ଥ । ଆଉ କଥାରେ ରହିଛି ଯଦି କେହି ନିଜର ଆଶାକୁ ପୂର୍ଣ୍ଣ କରିବା ପାଇଁ ନିଷ୍ଟାର ସହିତ ପରିଶ୍ରମ କରି ଥାଏ । ତେବେ ସେହି ପରି କ୍ଷେତ୍ରରେ ତେବେ ସେ ନିଶ୍ଚିତ ଭାବେ ଦିନେ ନା ଦିନେ ନିଜର ଲକ୍ଷ ସ୍ଥଳରେ ପହଁଚି ପାରିବ ।

yash

ଆଜି ଆମେ କଥା ହେଉଛେ ଏମିତି ଜଣେ ଯୁବକଙ୍କ ବିଷୟ ରେ ଯେ ନିଜର ସ୍ୱପ୍ନ କୁ ପୂରଣ କରିବା ପାଇଁ ମାତ୍ର 11 ବର୍ଷ ବୟସରେ ଘର ଛାଡି ଚାଲି ଆଶିଥିଲେ ମୁମ୍ବାଇକୁ । ପରେ ତାଙ୍କ ପାଖରେ ସ୍ୱପ୍ନ ଥିଲା , ହେଲେ ଟଙ୍କାଟେ ବି ପାଖରେ ନ ଥିଲା । ଏବଂ ପରେ ସେ ଶେଷ ସମୟ ରେ ନିଜର ଏହି ସବୁ ସ୍ୱପ୍ନ କୁ ପୂରଣ କରିବା ପାଇଁ ଗୁପ୍ ଚୁପ୍ ବିକ୍ରୀ କରି ଆରମ୍ଭ କରି ଥିଲେ ନିଜର ସଂଘର୍ଷ କୁ । ପରେ ସେ ଏହି ବ୍ୟବସାୟ କୁ ଆରମ୍ଭ କରିବା ପରେ ବି ଖେଳ ରେ ନିଜର ପ୍ରଚେଷ୍ଟା କୁ ମଧ୍ୟ ଜାରି ରଖି ଥିଲେ । ତେବେ ଏହି ପରି କ୍ଷେତ୍ର ରେ ତାଙ୍କର ପରିଶ୍ରମ ସଫଳ ହୋଇଛି । ଏବଂ ସେ ଭଲ ପ୍ରଦର୍ଶନ ରେ ସମସ୍ତ ଙ୍କୁ ପ୍ରଭାବିତ କରିଛନ୍ତି ।

yash2

ତେବେ ଏଠାରେ ଆମେ ଯେଉଁ ଖେଳାଳି ଙ୍କ ବିଷୟ ରେ ଆପଣ ମାନଙ୍କୁ କହୁଛୁ । ସେ ହେଲେ ଜଶସ୍ୱୀ ଜଶୋୱାଲ । ତେବେ ସେ ନିଜର ସାନଦାର୍ ପ୍ରଦର୍ଶନ ପାଇଁ ହିଁ ଏହି ଦିନ ରେ ଟିମ୍ ଇଣ୍ଡିଆ ରେ ଚୟନ ହୋଇଛନ୍ତି । ସେହି ପରି ବେଳେ ବୁଧବାର ଦିନ ଖେଳାଜାଇ ଥିବା କର୍ଣ୍ଣାଟକ ରେ ଷ୍ଟେଟ କ୍ରିକେଟ ମ୍ୟଚ୍ ରେ ସେ ଇତିହାସ ରଚେଇ ଥିବାର ଦେଖିବା ପାଇଁ ମିଳିଛନ୍ତି । ମାତ୍ର 17 ବର୍ଷ ବୟସ ରେ 2 ଶତକ ମାରି ଦେଖେଇ ଥିବା ବେଳେ କମ୍ ବର୍ଷ ର ବୟସ ରେ ସେ ଇତିହାସ ରଚେଇ ଛନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *