କୁକୁର କାମୁଡିଲେ କଣ କରିବେ…..। ସେୟାର କରି ସମସ୍ତଙ୍କୁ ଜଣାନ୍ତୁ

doooog

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କ ସହିତ କୁକୁର କାମିୁଡିଲେ କେଉଁ ପରି ପଦକ୍ଷେପ ନେବାକୁ ପଡି ଥାଏ ସେହି ସବୁ ବିଷୟରେ ସଂମ୍ପର୍ଣ୍ଣ ଭାବେ ସୂଚନା ଦେବା ପାଇଁ ଚାହିଁବୁ । ସେମିତିରେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣେଇବା ପାଇଁ ଚାହିଁବୁ କି ଯଦି ଆପଣ ମାନଙ୍କୁ କେବେ ବି କୁକୁର କାମୁଡେ ତେବେ ଚିନ୍ତା କରନ୍ତୁ ନାହିଁ ଆପଣ ମାନେ କୈଣସି ବି ଡାକ୍ତର ମାନଙ୍କ ସଜେସନ୍ ନେଇ ପାରିବେ । ଏବଂ ହଁ ଆମେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ ଜଣେଇ ଦେବା ପାଇଁ ଚାହିଁବୁ କି କେବେ ବି କୁକୁର କାମୁଡିଲେ ବିଷ ହୋଇ ନ ଥାଏ । ବରଂ ଏହା ଏକ ପ୍ରକାରର ଜ୍ୱଳାନ୍ତକ ରୋଗ ହୋଇ ଥାଏ । ଏବଂ ହଁ ଆପଣ ମାନଙ୍କୁ ଏହି କଥା ର ସୂଚନା ମଧ୍ୟ ଦେବୁ କି ଆପଣ ମାନଙ୍କୁ ଜ୍ୱଳାନ୍ତକ ରୋଗ ସେତେ ବେଳେ ହେବ ଯେତେ ବେଳେ ଯଦି ସେହି କୁକୁର କୁ ସେହି ରୋଗ ହୋଇ ଥିବ ।

dog-bites

ହଁ ଏଠାରେ ଆପଣ ମାନେ କହିବେ ଆପଣ ମାନେ କେମିତି ଜାଣିବେ କି ସେହି କୁକୁର କୁ ଜ୍ୱଳାନ୍ତକ ରୋଗ ହୋଇଛି କି ନାହିଁ । ଆମେ ଆଜି ଆପଣ ମାନଙ୍କୁ ଏଠାରେ ସେହି ରୋଗ ହେବାର ସିମଟମ୍ସ ବା ଲକ୍ଷଣ ବିଷୟ ରେ ଆପଣ ମାନଙ୍କୁ ଜଣେଇବୁ ଯେଉଁ ଥିରୁ ଆପଣ ମାନେ ନିଶ୍ଚିତ ଭାବେ ଜାଣି ପାରିବେ କି ଆପଣଙ୍କୁ ଜ୍ୱଳାନ୍ତକ ରୋଗ ହୋଇଛି ବୋଲି । ତେବେ ଯେତେ ବେଳେ ଆପଣଙ୍କୁ କୈଣସି ବି କୁକୁର କାମୁଡି ଥାଏ । ତେବେ ସେମିତି କ୍ଷେତ୍ରରେ ଯଦି ସେହି କୁକୁର କୁ ଜ୍ୱଳାନ୍ତକ ରୋଗ ହୋଇ ଥାଏ ତେବେ ସେହି କୁକୁର ଟି 7 ରୁ 8 ଦିନ ମଧ୍ୟ ରେ ହିଁ ମରିବ ଏହି କଥା କୁ ମନେ ରଖନ୍ତୁ । ଯଦି ତାହାକୁ କିଛି ରୋଗ ହୋଇ ନ ଥାଏ ତେବେ ତାହାକୁ ଜ୍ୱଳାନ୍ତକ ରୋଗ ହୋଇ ନାହିଁ ବୋଲି ଜାଣନ୍ତୁ । ସେମିତି ବେଳେ ଯଦି ଆମେ ଗାଁ ଗହଳୀ ର କଥା କହିବା ତେବେ ବହୁତ ଲୋକ ମାନେ ଏମିତି ରହି ଥାନ୍ତି । ଯେଉଁ ମାନଙ୍କୁ କୁକୁର କାମୁଡିବା ମାତ୍ରେ ସେମାନେ ଡାକ୍ତର ଖାନା ଜାଇ ଭେକ୍ସିନ୍ ନେଇ ଥାନ୍ତି ।

dog-bitesss

ହେଲେ ଆପଣ ମାନଙ୍କୁ ଯଦି କେବେ ଆମ କଥା ଉପରେ ବିଶ୍ୱାସ ହେଉ ନାହିଁ । ତେବେ କୈଣସି ବି ଡାକ୍ତର ଙ୍କ ସହିତ ଏହି ବିଷୟ ରେ ଆପଣ ମାନେ ନିଜେ ଡାକ୍ତର ଙ୍କ ପରାମର୍ଶ ନେଇ ପାରିବେ । ଏମିତି ମଧ୍ୟ ରେ ଯଦି ଆପଣ ମାନେ ସେହି କୁକୁର ଉପରେ 10 ଦିନ ପର୍ଯ୍ୟନ୍ତ ନଜର ରଖି ପାରୁ ନାହାଁନ୍ତି ତେବେ ଆପଣ ମାନେ ନିଶ୍ଚିତ ଭାବେ ଜ୍ୱଳାନ୍ତକ ପାଇଁ ଭେକ୍ସିନ୍ ନେଇ ନିଅନ୍ତୁ । କାରଣ ଆପଣ ମାନଙ୍କ ପାଖରେ ସେହି କୁକିୁର ଟି ମରିବାର କୈଣସି ବି ପ୍ରମାଣ ନାହିଁ ।ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *