ଭୁଲରେ ବି ଫ୍ରିଜରେ ଏହି ୮ ଟି ଜିନିଷ ରଖନ୍ତୁ ନାହିଁ ବହୁତ ବଡ ରୋଗ ହୋଇପାରେ….।

ଆପଣ ମାନଙ୍କୁ ଆମର ପୋର୍ଟଲ କୁୂ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ କେବେ ବି ଏହି ସବୁ ଜିନିଷକୁ ନିଜର ଫ୍ରିଜ୍ ରେ ରଖନ୍ତୁ ନାହିଁ । ନଚେତ୍ ଆପଣ ମାନଙ୍କୁ ବହୁତ ବଡ ରୋଗ ହୋଇ ପାରେ । ତେବେ ଆସନ୍ତୁ ଆମେ ଏହି ବିଷୟରେ ସଂମ୍ପର୍ଣ୍ଣ ଭାବେ ଆପଣ ମାନଙ୍କ ସହିତ ଆଲୋଚନା କରିବା । ବହୁତ ସମୟରେ ଲୋକ ମାନେ ବଜାରରୁ ଜାହା ଆଣନ୍ତି ତାହାକୁ ଫ୍ରୀଜରେ ରଖନ୍ତି । ତେବେ ତା ପରେ ବି ସେହି ଜିନିଷ ଫ୍ରେସ୍ ରହିବା ଅପେକ୍ଷା ସେହି ଗୁଡ଼ିକ ଖରାପ୍ ହୋଇ ଯାଏ । ସେହି ଗୁଡିକ ବିଷୟରେ ଆପଣ ମାନଙ୍କୁ ସୂଚନା ଦେବୁ ।

ପ୍ରଥମେ ହେଲା ସେଓ । ଯଦି ଆପଣ ମାନେ ସେଓ କୁ ଫ୍ରୀଜ୍ ରେ ରଖିବା ପାଇଁ ଚାହାଁନ୍ତି । ତେବେ ତଳେ ପରିବା ସେଲ୍ ରେ ହିଁ ରଖନ୍ତୁ ଆପଣ ମାନଙ୍କ ପାଇଁ ଭଲ ହେବ । ଏହା ସହିତ ଫ୍ରୀଜ୍ ରେ ମଞୀ ଥିବା ଫଳ କୁ କେବେ ବି ରଖନ୍ତୁ ନାହିଁ । କାରଣ କମ୍ ଟେମ୍ପ୍ରେଚର୍ ରେ ରଖବା ଦ୍ୱାରା ଏଥିରେ ଥିବା ଏନଜାଇମ୍ ସକ୍ରିୟ ହୋଇ ଯାଏ ।ଆଉ ଫଳ ଜଲ୍ଦି ଖରାପ୍ ହୋଇ ଯାଏ । ସେହି ପରି ଭାବେ ବହୁତ ସମୟ ରେ ଲୋକ ମାନେ ବ୍ରେଡ୍ କୁ ଫ୍ରୀଜ୍ ରେ ରଖନ୍ତି । ହେଲେ ସୂଚନା ଦେବୁ କି ଏହା ଫ୍ରୀଜ୍ ରେ ରହିବା ଦ୍ୱରା ବହୁତ ଜଲ୍ଦି ସୁଖି  ଯାଏ ଏବଂ ଏହା ବହୁତ ଦିନ ଏମିତି ରହିବା ପରେ ଖାଇଲେ ନିଶ୍ଚିତ ଭାବେ ରୋଗ ହୋଇ ଥାଏ ।

refrigerator

ମୁହୁ ଏମିତି ରେ କେବେ ବି ମହୁ କୁ ଫ୍ରୀଜ୍ ରେ ରଖନ୍ତୁ ନାହିଁ । କାରଣ ଏଥିରେ କ୍ରାଷ୍ଟାଲ ବନୁ ଥିବା ହେତୁ ଏହା ଜଲ୍ଦି ଖରାପ୍ ହୋଇ ଯାଏ । ପିଆଜ କେବେ ବି ପିଆଜ କୁ ଫ୍ରୀଜ୍ ରେ ରଖନ୍ତୁ ନାହିଁ ଏଥିରେ ଫିମ୍ପି ଲାଗିବା ଯୋଗୁଁ ଏହା ବହୁତ ଜଲ୍ଦି ପଚି ଜାଇ ଥାଏ । ଏହା ପରେ ରହିଛି ଆଳୁ । ବହୁତସମୟ ରେ ଆଳୁ କୁ ଫ୍ରୀଜ୍ ରେ ରଖିବା ଦ୍ୱାରା ଆଳୁ ରେ ଥିବା କ୍ରାଚ୍ ସୁଗାର ରେ ପରିବର୍ତନ ହୁଏ ଜାହା ଫଳରେ ଆପଣ ମାନଙ୍କୁ ଡାଇବେଟିସ୍ ହୋଇ ଯାଏ ।ସେହି ପରି ଭାବେ ଆଚାର କୁ କେବେ ବି ଫ୍ରୀଜ୍ ରେ ରଖିବା କଥା ନୁହେଁ । ଏମିତି ହେଲେ ଏହା ବହୁତ ଜଲ୍ଦି ଖରାପ୍ ହୋଇ ଥାଏ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *