ଏହି ୩ଟି ମଧ୍ୟରୁ ବାଛନ୍ତୁ ଗୋଟିଏ ହୃଦୟ ଆଉ ତାପରେ ଜାଣନ୍ତୁ ଆପଣଙ୍କ ଜୀବନସାଥି ବିଷୟରେ…।

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମେ ଆଜି ଏମିତି କିଛି ବିଷୟରେ ସୂଚନା ଦେବା ପାଇଁ ଚାହିଁବୁ ଯେଉଁ ଗୁଡିକ ଜାଣିବା ପରେ ଆପଣ ମାନଙ୍କୁ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ଲାଗିବ । ତେବେ ଏଠାରେ ଆମେ ଆପଣ ମାନଙ୍କୁ ତିନୋଟି ହାର୍ଟ ଦେଖେଇବୁ ଏବଂ ଏହି ମଧ୍ୟ ରୁ ଆପଣ ମାନେ କୈଣସି ବି ହାର୍ଟ କୁ ବାଛନ୍ତି ତେବେ ନିଜର ଜିବନ ସାଥି ବିଷୟ ରେ ଏଠାରୁ ସଂମ୍ପର୍ଣ୍ଣ ଭାବେ ଜାଣନ୍ତୁ ।

ବନ୍ଧୁଗଣ ଆପଣ ମାନେ ଯଦି ଏଠାରେ ପ୍ରଥମେ ଲାଲ୍ ହାର୍ଟ କୁ ବାଛିଛନ୍ତି ତେବେ ସେମିତି ବେଳେ ଆପଣ ମାନେ ଜାଣି ନିଅନ୍ତୁ କି ଆପଣ ନିଜର ଜିବନ ସାଥି ଙ୍କୁ ବହୁତ ଭଲ ଲାଗୁ ଛନ୍ତି । ସେମିତିରେ ଆପଣ ମାନଙ୍କୁ ସେ ବହୁତ କିଛି କଥା କହିବା ପାଇଁ ପସନ୍ଦ କରୁ ନାହାଁନ୍ତି । ହେଲେ ତାଙ୍କୁ ଆପଣ ମାନଙ୍କ ସହିତ ବହୁତ ଝଗଡା କରିବା ପାଇଁ ବହୁତ ଭଲ ଲାଗେ ।

love

ସେହି ପରି ବେଳେ ଯଦି ଆପଣ ମାନେ ହଳଦିଆ ରଙ୍ଗ ର ହାର୍ଟ କୁ ବାଛିଛନ୍ତି ତେବେ ସେମିତି ବେଳେ ଆପଣ ମାନଙ୍କ ଜିବନ ସାଥି ଟିକିଏ ଲାଜ କୁଳୀ ହେବେ । ଏବଂ ସେ ସବୁ ବେଳେ ଆପଣ ମାନଙ୍କ ବିଷୟରେ ପ୍ରଶଂଶା କରି ଥାନ୍ତି । ହେଲେ ଆପଣ ମାନଙ୍କ ଆଗେର କେବେ ବି ଆପଣଙ୍କୁ ପ୍ରଶଂଶା କରି ଥିବାର ଆପଣ ମାନେ ଦେଖନ୍ତି ନାହିଁ । ଆପଣଙ୍କ ଜିବନ ସାଥି ଙ୍କୁ ମିଛ କହିବା ପସନ୍ଦ ନୁହେଁ ଏବଂ ଆପଣ ବି ଯଦି ତାଙ୍କୁ ମିଛ କୁହନ୍ତି । ତେବେ ଏହା ଆପଣଙ୍କ ସଂମ୍ପର୍କ ଉପରେ ପ୍ରଭାବ ପକେଇ ପାରେ ।

love2

ସେହି ପରି ବେଳେ ଯଦି ଆପଣ ମାନେ ପିଙ୍କ୍ କଲର ର ହାର୍ଟ କୁ ଦେଖିଛନ୍ତି ତେବେ ସେମିତି କ୍ଷେତ୍ର ରେ ଆପଣ ମାନଙ୍କ ଜିବନ ସାଥି ଙ୍କ ଭାଷା ବହୁତ ମଧୁର ଅଟେ ଏବଂ ସେମିତି ବେଳେ ଆପଣଙ୍କ ଜିବନ ସାଥି ଙ୍କ ନଖରା ମଧ୍ୟ ବହୁତ ଅଧିକ ଅଟେ । ସେ ଆପଣଙ୍କୁ ସବୁଠୁ ଅଧିକ ଭଲ ପାଏ ହେଲେ ଆପଣଙ୍କ ସାମ୍ନାରେ ପ୍ରକାଶ କରିବା ପାଇଁ ପସନ୍ଦ କରେ ନାହିଁ । ଏହା ଆପଙ୍କୁ କିଛି ସମସ୍ୟା ରେ ପକେଇ ପାରେ ହେଲେ ଆପଣ ମାନଙ୍କ ଜିବନ ସାଥି ମାନେ ସବୁ ବେଳେ ଆପଣ ମାନଙ୍କ କଥା କୁ ମାନ୍ୟତା ଦିଅନ୍ତି ।

love3

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *