ବହୁ ନେଉଥିଲା ସେଲ୍ଫି ସେହି ସମୟରେ ଶଶୁର ଆସି କରିବା ପାଇଁ ଲାଗିଲା ଏମିତି ଅଶ୍ଲିଳ କାର୍ଯ୍ୟ ଏବଂ ତା ପରେ …..।

bohu

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱାଗତ କରୁଛୁ । କିଛି ଦିନ ତଳେ ଉତ୍ତର ପ୍ରେଦଶର ପିଲଭିତ୍ ଜିଲ୍ଲାରେ ଏକ ଦୁର୍ଘଟଣା ହୋଇ ଥିବାର ଘଟଣା ସାମ୍ନା କୁ ଆସିଛି । ତେବେ ଏହି ଘଟଣା ର ସଂମ୍ପର୍ଣ୍ଣତା ଅନୁସାରେ ଘର ବୋହୁ ସେଲ୍ଫି ନେଇ ଥିବା ସମୟରେ ହଠାତ୍ ଶଶୁର ରୁମ୍ ମଧ୍ୟକୁ ପସି ଆସିଲା ଏବଂ କ୍ୟମେରାରେ କୟଦ୍ ମଧ୍ୟ ହୋଇ ଗଲା । ସେମିତି ବେଳେ ଏହି ସମୟରେ ଶସୁର ସମେତ ଆଉ ପାଞ୍ଚଟି ଲୋକ ମାନଙ୍କ ନାମ ରେ ଗମ୍ଭୀର ଧାରା ଲଗେଇ ଥିବାର ଦେଖିବା ପାଇଁ ମିଳିଛି । ସେମିତି ରେ ପୀଡିତା ପୋଲିସ୍ ଙ୍କୁ କହିଛି କି । ବିବାହ ସମୟ ରେ ଯୈତୁକ କମ୍ ଦେଇ ଥିବାରୁ ତାଙ୍କ ଶଶୁର ତାଙ୍କ ସହିତ ବଳତ୍କାର କରି ଥିବାର କହିଛନ୍ତି । ସେମିତି ରେ ଏହି ଘଟଣା ର ପ୍ରମାଣ ସମେତ ସେ ନିଜର ମୋବାଇଲ ର ସେଲଫ୍ରି ଦେଖେଇ ଥିଲେ ।

ଏମିତି ରେ ଏହି ଦିନରେ ଏହି ଘଟଣା ର ଏଫାୟାର ନିକଟସ୍ଥ ଥାନା ରେ ଦେଖିବା ପାଇଁ ମିଳିଛି । ତେବେ ଘଟଣା ଅନୁସାରେ ସେ ଆଫାୟାର ରେ ଲେଖି ଛନ୍ତି କି । ସେ ନିଜର ରୁମ୍ ରେ ଟିକ ଟକ ଭିଡ଼ିଓ ତିଆରୀ କରୁ ଥିବା ବେଳେ ଶସୁର ଘର ମଧ୍ୟ କୁ ପସି ଆସି ଥିଲେ । ଏବଂ ବଳତ୍କାର କରିବା ପାଇଁ ଚେଷ୍ଟା କରି ଥିଲେ । ସେମିତି ରେ ଏହି ଘଟଣା ର ଅନ୍ୟ ଦୋଶୀ ଭାବେ ବହୁ ଘର ଅନ୍ୟ ସଦସ୍ୟ ସହିତ 5 ଜଣଙ୍କ ନାମରେ ହିଁ ଏହି କେସ୍ ଲଗେଇ ଦେଇ ଥିବା ବେଳେ, ପରେ ଦୁଇ ଦିନ ପରେ ଘରେ ପୋଲିସ୍ ଜାଇ ପହଁଚିଲା । ଏବଂ ସେମିତି ବେଳେ ଏହି ଘଟଣା ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଖୋଲତାଳ୍ କରି ଥିଲା । ପରେ ଜଣା ପଡି ଥିଲା କି । ବୋହୁ ଙ୍କୁ ଶସୁର ବଳତ୍କାର କରିବା ପାଇଁ ପ୍ରଚେଷ୍ଟା ପାଇଁ ଶାଶୁ ଏବଂ ନଣନ୍ଦ ଦାୟୀ ।

 

ଏଠାରେ ଘଟଣା ଅନୁସାରେ କିଛି ଦିନ ତଳେ ବିବାହ ହେବା ସମୟରେ ପୁଅ ନିଜ ଇଚ୍ଛା ରେ ଝିଅ କୁ ଘର କୁ ଆଣି ଥିଲା । ହେଲେ ଯୈତୁକ ଆଣି ନ ଥିଲା । ଏପରି କ୍ଷେତ୍ରରେ ଶାଶୁ ସଶୁର ସମତେ ଘର ର ନଣନ୍ଦ ମାନେ ବୋହୁ ଉପରେ ଖୁସି ନଥିଲେ । ତେବେ ସେହି ପରି କ୍ଷେତ୍ରରେ ସେମାନେ ସବୁ ବେଳେ ତାଙ୍କୁ ଖରାପ୍ ଆଖିରେ ଦେଖୁ ଥିଲେ । ଏହି ଦିନରେ ପୁଅ ବାହାର କୁ ଜାଇ ଥିବା ବେଳେ ଏପରି ଗୋଟିଏ କାଣ୍ଡ କରିବା ପାଇଁ ଚେଷ୍ଟା କରି ଥିଲେ ହେଲେ ବହୁର ମୋବାଇଲ ରେ କୟଦ୍ ହୋଇ ଜାଇ ଥିଲା । ଏବେ ଏହି ପରିବାର ର ଲୋକ ମାନଙ୍କୁ ଯୈତୁକ ପ୍ରଥା ଦଣ୍ଡ ଦିଆ ଯିବ ବୋଲି ପୋଲିସ୍ କହିଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *