ଥଣ୍ଡା କାଶ ଜ୍ୱରର ଘରୋଇ ଚିକିତ୍ସା……। ଥରେ କରି ଦିଅନ୍ତୁ , ଜୀବନ ସାରା ଥଣ୍ଡା ହେବନି

thanda

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଏଠାରେ ଥଣ୍ଡା କାଶ ଜ୍ୱର ର ଘରୋଇ ଚିକିତ୍ସା ବିଷୟ ରେ ସଂମ୍ପର୍ଣ୍ଣ ଭାବେ ସୂଚନା ପ୍ରାପ୍ତି କରେଇବା ପାଇଁ ଆସିଛୁ । ଯେଉଁଟା କୁ ଆପଣ ମାନେ ନିଜ ନିଜ ଘରେ ଆପଣେଇ କରି ନିଶ୍ଚିତ ଭାବେ ଏହି ସବୁ ରୋଗ ଦାୟୁ ର ମୁକ୍ତି ପାଇ ପାରିବେ । ତେବେ ଆସନ୍ତୁ ଏହି ବିଷୟରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ।

tulsi2

ପ୍ରଥମେ ରହିଛି ଆପଣ ମାନେ ପ୍ରଥମେ ରୋଶେଇ ଘରୁ ଅଦାକୁ ଆଣନ୍ତୁ । ଏବଂ ପରେ ବଗିଚାରୁ ତୁଳସୀ ପତ୍ର କୁ ଆଣନ୍ତୁ । ଏବଂ ଏହା ପରେ ଏହି ଦୁହିଁଙ୍କ ରସ ବାହାର କରନ୍ତୁ । ଏହା ପରେ ଏହି ଦୁଇଟି କୁ ଗରମ କରନ୍ତୁ । ଏହି ଥିରେ ଆପଣ ମାନେ କିଛି ମହୁକୁ ମିଶାନ୍ତୁ । ଯେଉଁ ପରି ଭାବେ ଏହି ତିନୋଟି ଜିନିଷ କୁ ମି୍ଶାଇ କରି ଗୋଟିଏ ଚାମୁତ୍ ହେବ । ତେବେ ଏହା ପରେ ଏହାର ଖାଇବାର ମାତ୍ରା ହେଉଛି ଆପଣ ମାନେ ସକାଳେ ଖାଇବା ପୂର୍ବରୁ ଏବଂ ସେହି ପରି ବେଳେ ଆପଣ ମାନେ ସଂନ୍ଧ୍ୟା ସମୟ ରେ ବି ଏହାର ସେବନ କରି ପାରିବେ । ଏହାକୁ ଆପଣ ମାନେ କଣ୍ଟିନିୟୁ ତିନୋଟି ଦିନ ପରିଶ୍ରମ କରି ଆଣନ୍ତୁ ଏବଂ ଏହାର ଏହି ପରି ଭାବେ ସେବନ କରନ୍ତୁ ତେବେ ଦେଖିବେ ଆପଣ ମାନେ ଏହି ସବୁ ରୋଗ କୁ ନିଶ୍ଚିତ ଭାବେ ମୁକ୍ତି ପାଇ ପାରିବେ ।

tulsi

ତେବେ ସେମିତି ରେ ଆପଣ ମାନେ ଆଜିର ଦିନ ର କଥା କହିବେ । ତେବେ ବର୍ତମାନ ବହୁତ ଲୋକ ମାନେ ଏହି ପରି ଭାବେ ସାଧାରଣ ରୋଗ ରେ ସବୁ ଦିନ ପିଡୀତି ରହି ଥାନ୍ତି । ଏବଂ ପରେ ସେମାନେ ବହୁତ ଗୁଡିଏ ଏଲାପାତି ତଥା ରାସାୟନୀକ ଉପାୟ ରେ ଏହାକୁ ଭଲ କରି ଥାନ୍ତି ଏହା କିଛି ସମୟ ତ ଆପଣ ମାନଙ୍କ ପାଇଁ ଭଲ ହୋଇ ଥାଏ । ହେଲେ ପରେ ପୁଣି ଥରେ ଏହା ବାହାରି ଥାଏ । ତେବେ ଯଦି ଆପଣ ମାନେ ଏହି ଘୋରଇ ଉପାୟ କୁ ସଂମ୍ପର୍ଣ୍ଣ ଭାବେ ବ୍ୟବହାର କରିବେ ତେବେ ସେମିତି ବେଳେ ଆପଣ ମାନେ ବହୁତ ଜଲ୍ଦି ଏଥିରୁ ଫାଇଦା ପାଇବେ । ଆଉ ଏହାର ସବୁଠୁ ବଡ ଫାଇଦା ହେଉଛି , ଏହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ବା ସାଇଟ ଇଫେକ୍ଟ ନାହିଁ ।

ଏହି ଜାଣିବା କଥାକୁ ଏବେ ହିଁ ସେୟାର କରି ସମସ୍ତଙ୍କୁ ଅବଗତ କରାନ୍ତୁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *