ଝିଅମାନେ କେମିତି ପୁଅକୁ ସବୁବେଳେ ପସନ୍ଦ କରନ୍ତି…। ଜାଣନ୍ତୁ ରହସ୍ୟ

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱାଗତ କରୁଛୁ । ଆପଣ ମାନେ ଯଦି ଆଜିର ଦିନରେ କୌଣସି ଝିଅକୁ ଭଲ ପାଇବାକୁ ଚାହାଁନ୍ତି ତେବେ ଆପଣ ମାନଙ୍କୁ ପ୍ରଥମେ ଜାଣିବା ପାଇଁ ପଡ଼ିବ କି ଝିଅ ମାନଙ୍କୁ କେଉଁ ପରି ପୁଅ ମାନେ ପସନ୍ଦ ହୋଇ ଥାନ୍ତି । ଏମିତି ଯଦି ଆପଣ ମାନେ କରି ପାରିବେ ତେବେ ଗୋଟିଏ ନୁହେଁ ବରଂ ହଜାରେ ଝିଅ ମାନେ ଆପଣ ଙ୍କ ପଛରେ ପଡି ଯିବେ । ଆମେ ଆଜି ଆପଣ ମାନଙ୍କୁ ତିନି ପ୍ରକାର ପୁଅ ମାନଙ୍କ ବିଷୟରେ କହିବା ପାଇଁ ଜାଉଛୁ ଜାହାକୁ ଝିଅ ମାନେ ବହୁତ ପସନ୍ଦ କରନ୍ତି । ଏବଂ ତାହାକୁ ହିଁ ତାଙ୍କର ବୟଫ୍ରେଣ୍ଡ ବନେଇବା ପାଇଁ ଚେଷ୍ଟା କରନ୍ତି । ତେବେ ଆସନ୍ତୁ ଜାଣିବା ।

amlannnn

ପ୍ରଥମେ ରହିଛି ପଇସା ବାଲା ପୁଅ । ଆପଣ ମାନେ ପଇସା କୁ ଫୋଲ କରନ୍ତୁ ଆପଣ ମାନଙ୍କୁ ନିଶ୍ଚିତ ଭାବେ ଝିଅ ମାନେ ଫୋଲ କରିବେ । ଏହି କଥା ଟି ସଂମ୍ପର୍ଣ୍ଣ ଭାବେ ଠିକ୍ ଅଟେ ପଇସା ସବୁ ବେଳେ ଅନ୍ୟ କୁ ନିଜ ଆଡକୁ ଆକର୍ଷଣ କରି ଥାଏ । ସେ ଗାର୍ଲଫ୍ରେଣ୍ଡ ହେଉ ନା କାହିଁକି । ଆପଣ ମାନେ ଯେମିତି ଝିଅ ମାନଙ୍କ ପଛରେ ଗୋଡାନ୍ତି । ତେବେ ସେମିତି ବେଳେ ଝିଅ ମାନେ ବି ପଇସା ବାଲା ପୁଅଙ୍କ ପଛରେ ଗୋଡାନ୍ତି । ସେହି ପରି ଭାବେ ଦୁଇ ନମ୍ବର ରେ ବର୍ଡି ବନେଇ ଥିବା ପୁଅ । ଆପଣ ମାନେ ନିଶ୍ଚିତ ଭାବେ କହିବେ ଝିଅ କୁ ଏମିତି ପୁଅ ମାନେ କାହିଁକି ପସନ୍ଦ । ପ୍ରଥମେ ହେଲା ଜାହା ପାଖରେ ସୁନ୍ଦର ବର୍ଡି ଥାଏ । ଝିଅ ମାନେ ତାଙ୍କରି ପାଖରେ ହିଁ ନିଜକୁ ସୁରକ୍ଷିତ ଭାବନ୍ତି । ଝିଅ ମାନଙ୍କର ସବୁ ପ୍ରକାରର ସମସ୍ୟା କୁ ଏମାନେ ସଲ୍ଭ କରି ପାରନ୍ତି ବୋଲି ସେମାନେ ଭାବନ୍ତି । ଏବଂ ପରେ ସେମାନେ ଅନ୍ୟ ମାନଙ୍କ ଅପେକ୍ଷା ଅଧିକ ସୁନ୍ଦର ଦେଖା ଦିଅନ୍ତିୁ । ଏବଂ ଏମିତି କ୍ଷେତ୍ର ରେ କେବେ ବି ପୁଅ ମାନଙ୍କୁ ଭଲ ପାଇବା କଥା କହିବା ପାଇଁ ପଡେ ନାହିଁ ବରଂ ଝିଅ ମାନେ ସେମାନଙ୍କୁ ନିଜ ତରଫ ରୁ ହିଁ କହି ଦିଅନ୍ତି ।

ତୃତୀୟ ରେ ନିଜର ଭାବନା ପ୍ରକାଶ କରି ପାରୁ ଥିବା ପୁଅ । ଯେତେ ବେଳେ ଗୋଟିଏ ଝିଅ ଗୋଟିଏ ପୁଅ ସହିତ ମିଶେ ତେବେ ସେମିତି କ୍ଷେତ୍ରରେ ସେମାନଙ୍କ ମଧ୍ୟ ରେ ଧିରେ ଧି୍ରେ ଫିଲିଙ୍ଗ୍ସ ଆସି ଥାଏ । ସେମିତି ବେଳେ ଆପଣଙ୍କ ମନରେ ତ ରହି ଥାଏ ହେଲେ ସେମାନଙ୍କ ମନରେ କେବେ ବି କିଛି ରହେ ନାହିଁ ସେମାନଙ୍କ ଆଗରେ ଆପଣ ମାନେ ଯଦି ନିଜର ପ୍ରେମ ବିଷୟ ରେ ପ୍ରାକାଶ କରି ପାରିଲେ ନାହିଁ । ତେବେ ଆପଣ ମାନେ ସେମାନଙ୍କୁ କେବେ ବି ପାଇ ପାରିବେ ନାହିଁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *