କେଉଁ ମାସ ରେ ଜନ୍ମ ହେଲେ କଣ ସବୁ ଲକ୍ଷଣ ଥାଏ …..। ଏବେ ହିଁ ଜାଣି ନିଅନ୍ତୁ

know-you

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁ ଗଣ ଆମେ ଆଜି ଆପଣ ମାନଙ୍କୁ ଏଠାରେ କେଉଁ ମାସ ରେ ଜନ୍ମ ହେଲେ କଣ ସବୁ ଲକ୍ଷଣ ଥାଏ ସେହି ବିଷୟରେ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ । ତେବେ ଆସନ୍ତୁ ଏହି ବିଷୟରେ ଜାଣି ନେବା । ଆମେ ଆପଣ ମାନଙ୍କୁ ସେହି ବ୍ୟକ୍ତିର ସ୍ୱଭାବ ଏବଂ ଚରିତ୍ର ବିଷୟରେ କହିବୁ  ଯେଉଁ ମାନେ ଜାନୁଆରୀ ମାସ ରେ ଜନ୍ମ ହୋଇ ଥାନ୍ତି । ସେମାନେ ଅତ୍ୟନ୍ତ ସଦ୍ ଗୁଣ କାରୀ ଧାର୍ମିକ ଦେବା ଦେବୀ ପୂଜାରେ ମନ ଲଗାଇବା । ସେମାନେ ସୁନ୍ଦର ଭାଷି  ଧନ ବାନ ଏବଂ ଜନ ପ୍ରିୟ ଭାବେ ଆପଣ ମାନେ ତାଙ୍କୁ କହି ପାରିବେ । ସେହି ପରି ବେଳେ ଯେଉଁ ମାନେ ଫ୍ରେବୃଆରୀ ମାସ ରେ ଜନ୍ମ ଗ୍ରହଣ କରନ୍ତି ସେମାନେ  ଅତ୍ୟନ୍ତ ବୁଦ୍ଦି ମାନ ସ୍ୱ ଧାର୍ମିକ କ୍ଷମ ଭାବ ସେମାନଙ୍କ ପାଖରେ ଦେଖିବା ପାଇଁ ମିଳେ ।

ସେହି ପରି ବେଳେ ଯେଉଁ ବ୍ୟକ୍ତି ମାନେ ମାର୍ଚ ମାସ ରେ ଜନ୍ମ ଗ୍ହଣ କରନ୍ତି ସେମାନେ  ଅତ୍ୟନ୍ତ ଧୀର୍ମିକ ଏବଂ ସନ୍ୟାସୀ ଜ୍ଞ୍ୟନୀ ବହୁତ ପରିଶ୍ରମୀ ।ପ୍ରମଦା ପ୍ରିୟ ଏବଂ ମୁଣ୍ଡ ଗୀନି ପିଡିତ ହୋଇ ଥାଏ । ସେହି ପରି ବେଳେ ଅପ୍ରେଲ ମାସ ରେ ଜନ୍ମ ଗ୍ରହଣ କରିଥିବା ଲୋକ ମାନେ ସ୍ୱଜନ ପ୍ରତି ପାଳକ ,ଧନ ବନ୍ତ , ଆଳାପୀ ,କୃର ଧନ ବାନ ସୁନ୍ଦର ଭାଷୀ ତଥା ସେମାନଙ୍କ ପାଖରେ କର୍ମ ତତ୍ପରତା ଦେଖିବା ପାଇଁ ମିଳି ଥାଏ । ସେହି ପରି ବେଳେ ଯେଉଁ ମାନେ ମେ ମାସ ରେ ଜନ୍ମ ଗ୍ହଣ କରି ଥାନ୍ତି । ସେମାନେ ଧୀର , କୁଟୀଳ ପରିଶ୍ରମୀ ନାରୀ ପ୍ରିୟ କପଟୀ , ଏବଂ ସେମାନେ ସଦା ହାସ୍ୟ ଯୁକ୍ତ ହୋଇ ଥିବାର ଆପଣ ମାନେ ଦେଖି ପାରିବେ । ସେହି ପରି ଭାବେ ଆମେ ଆପଣ ମାନଙ୍କୁ ଜୁନ ମାସ ରେ ଜନ୍ମ ହୋଇ ଥିବା ବ୍ୟକ୍ତି ଙ୍କ କଥା କହିବା ତେବେ । ବ୍ରହ୍ମ ଶୀଳ ,ନୃତ୍ୟ ଗୀତ ପସନ୍ଦୀ ,ଅଭିମାନୀ ଧାର୍ମିକ ଏମାନେ ବହୁ ଲକ୍ଷଣ ବନ୍ତ ହୋଇ ଥିବାର ଦେଖିବା ପାଇଁ ମିଳନ୍ତି ।

ସେହି ପରି ବେଳେ ଜୁଲାଇ ମାସ ରେ ଜନ୍ମ ହୋଇ ଥିବା ଲୋକ ମାନେ ଯୁଦ୍ଧ ବିସାରଦ , ପୂର୍ଣ୍ଣ ବନ୍ତ , ବହୁତ ଭାଷୀ ସୂର୍ବ ଜନ ପ୍ରିୟ ଏବଂ ସେମାନେ ବହୁତ ଦାନୀ ହୋଇ ଥାନ୍ତି । ସେହି ପରି ବେଳେ ଅଗଷ୍ଟ ମାସ ରେ ଜନ୍ମ ହୋଇ ଥିବା ଲୋକ ମାନେ । ସର୍ବଦା ପ୍ରଭାସୀ ଧାର୍ମିକ , ପୋର ଉପକୀରୀ , ବ୍ରହ୍ମା ଶୀଳ , ସବୁ ସମୟ ରେ ହସ ମୁହଁ ଦେଖିବା ପାଇଁ ମିଳେ ।ସେପ୍ଟମ୍ବର ମାସ ରେ ଜନ୍ମ ହୋଇ ଥିବା ଲୋକ ମାନେ ସବୁ ସମୟ ରେ ଧନ ହାନୀ । ଦେବ ପ୍ରିୟ ଭକ୍ତ ଆଳାପୀ ,କୃର ଧନ ବାନ ସୁନ୍ଦର ଭାଷୀ ହୋଇ ଥାନ୍ତି ।

ଅକ୍ଟୋବର ମାସ ରେ ଜନ୍ମ ହୋଇ ଥିବା ଲୋକ ମାନେ ଅତ୍ୟନ୍ତ ଧୀର୍ମିକ ଏବଂ ସନ୍ୟାସୀ ଜ୍ଞ୍ୟନୀ ବହୁତ ପରିଶ୍ରମୀ । ପ୍ରମଦା ପ୍ରିୟ ହୋଇ ଥିବାର ଦେଖିବା ପାଇଁ ମିଳେ ।ନଭେମ୍ବର ମାସ ରେ ଜନ୍ମ ହୋଇ ଥିବା ଲୋକ ମାନେ ସର୍ବଦା ଦାନୀ ପ୍ରିୟ ଭାଷୀ । କୁଟୀଳ ପରିଶ୍ରମୀ, ନାରୀ ପ୍ରିୟ ହୋଇ ଥିବାର ଦେଖିବା ପାଇଁ ମିଳେ । ସେହି ପରି ଶେଷରେ ରହିଛି ଡିସେମ୍ବର ମାସରେ ଜନ୍ମ ହୋଇଥିବା ବ୍ୟକ୍ତିମାନେ ଅତ୍ୟନ୍ତ ଚତୁର , ସ୍ୱାବାଲମ୍ୱି ତଥା ନିଜ କାମକୁ ନିଜେ କରିବାକୁ ବହୁତ ସମୟରେ ପସନ୍ଦ କରିଥାନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *