( ମାଛ ) – ଖାଇବାପରେ , ଭୁଲରେ ଏହି ୨ଟି ଜିନିଷ ଖାଆନ୍ତୁ ନାହିଁ । ନଚେତ ପସ୍ତେଇବେ

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁମାନେ ଆମେ ଆପଣ ମାନଙ୍କୁ ଆଜି ସୂଚନା ଦେବା ପାଇଁ ଚାହିଁବୁ କି । ମାଛ ଖାଇବା ପରେ କେଉଁ ଦୁଇଟି ଜିନିଷକୁ ଖାଇବା କଥା ନୁହେଁ , ନଚେତ୍ ଆପଣ ମାନେ ଜିବନ ସାରା ପସ୍ତେଇ ପାରନ୍ତି । କେବଳ ନନ ଭେଜିଟେରିଆନ୍ ମାନେ ହିଁ ମାଛର ସେବନ କରନ୍ତି ନାହିଁ । ହେଲେ ଏମିତି ବହୁତ ଲୋକ ମାନେ ରହିଛନ୍ତି , ଯେଉଁ ମାନେ ମାଛ ଖାଇବା ପାଇଁ ବହୁତ ପସନ୍ଦ କରନ୍ତି । ଯଦି ଆପଣ ମାନେ ମାଛ ଖାଉଛନ୍ତି । ତେବେ ଏହି ବିଷୟରେ ନିଶ୍ଚିତ ଭାବେ ଜାଣନ୍ତୁ । ସବୁ ସମୟ ରେ ମାଛ ସ୍ୱାଦିଷ୍ଟ ଏବଂ ହେଲ୍ଦି ହୋଇ ଥାଏ । ଯେଉଁ ମାନେ ମାଛ ଖାଆନ୍ତି ସେମାନଙ୍କ ଚୁଟି କଳା ଲମ୍ବା ଏବଂ ଘନ ହୋଇ ଥାଏ । ତେବେ ଆପଣ ମାନଙ୍କୁ ଆମେ ସୂଚନା ଦେବୁ କି କେବେ ବି ଏହି ମାଛ କୁ ଖାଇବା ପରେ ପରେ କ୍ଷୀର ର ସେବନ କରନ୍ତୁ ନାହିଁ । ଏହା ପଛରେ ରହିଛି ବଡ କାରଣ ।

fish-milk

ଏହା ପୂର୍ବରୁ ଆପଣ ମାନଙ୍କୁ ବୁଝିବା ପାଇଁ ପଡିବ କି ମନୁଷ୍ୟ ଶରୀର କେମିତି କାର୍ଯ୍ୟ କରେ । ସେବୁ ସମୟରେ ବିଞ୍ଗାନରେ ମଧ୍ୟ ମାଛ ଏବଂ କ୍ଷୀରର କମ୍ବିନେସନ୍ କୁ ମନା କରା ଜାଇଛି । ଆୟୁର୍ବେଦ କହିଛି କି । ମାଛ ଖାଇବା ପରେ କ୍ଷୀରର ସେବନ ବା କ୍ଷୀର ଖାଇବା ପରେ ମାଛ ର ସେବନ କରିବା ମନୁଶ୍ୟ ଶରୀର ରେ କ୍ଷେତି ସୃଷ୍ଟି କରି ଥାଏ । କାରଣ କ୍ଷୀର ଶରୀର କୁ ଥଣ୍ତା କରେ ଏବଂ ମାଛ ଶରୀର କୁ ଗରମ କରେ । କେବଳ ସେହିଥି ପାଇଁ ଏହି ଦୁଇଟି କୁ ସାଥିରେ ସେବନ କରା ଯାଏ ନାହିଁ । ଏହାର ସେବନ କଲେ ଆପଣ ମାନଙ୍କୁ ସେତଫୁଲା ଭଳି ରୋଗ ହୋଇ ପାରେ ।

fish-curd

ସେହି ପରି ଯଦି ଆମେ ଦୁଇ ନମ୍ବର ବିଷୟ ରେ କହିବୁ । ମାଛ ଖାଇବା ପରେ ଦହୀର ସେବନ ମଧ୍ୟ କରନ୍ତୁ ନାହିଁ । ଏଥିରେ ବି ମାଛ ଶରୀର କୁ ଗରମ କରେ ଏବଂ ଦହୀ ମଧ୍ୟ ଶରୀର କୁ ଥଣ୍ଡା କରି ଥାଏ । ଏହି ଦୁଇଟି ଜିନିଷ କୁ ସାଥିରେ ଖାଇଲେ ଶରୀର ରେ ବାହାରୁ ଥିବା ଉର୍ଜା ଆପଣ ମାନଙ୍କ ଶରୀର ର ବହୁତ ପରିମାଣ ରେ କ୍ଷେତି କରି ଥାଏ । ଏବଂ ଏହା ଆପଣ ମାନଙ୍କର ହେଲ୍ଥ ଏବଂ ସ୍କିନ୍ ଉପରେ ସଂମ୍ପର୍ଣ୍ଣ ଭାବେ କ୍ଷେତି ପକେଇ ଥାଏ । ତାହା ସହିତ ଆପଣ ମାନଙ୍କୁ ତ୍ୱଚ୍ଛା ସମନ୍ଧିୟ ରୋଗ ହୋଇ ଥାଏ । ଆପଣ ମାନଙ୍କୁ ଏହାର ସେବନ କରିବା ଦ୍ୱାରା ଏସିଡିଟି ର ସମସ୍ୟା ବହୁତ ପରିମାଣ ରେ ଦେଖିବା ପାଇଁ ମିଳେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *