ଘରେ ରହିଲେ ଏହି ୫ଟି ପବିତ୍ର ଜିନିଷ – ଧନର ଆଗମନ ହୋଇଥାଏ ….।

5-things

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁ ମାନେ ଯେଉଁ ଗୃହରେ ରହି ଥାଏ ଏହି ପାଞ୍ଚଟି ଜିନିଷ ସେହି ଠାରେ କେବେ ବି ଧନ ଏବଂ ଉର୍ଜାର ନଷ୍ଟ ହୋଇ ନ ଥାଏ । ତେବେ ଆପଣ ମାନଙ୍କୁ ସୂଚନା ଦେବୁ କି ଆମ ଘରେ ଉନ୍ନତି ଏଥି ପାଇଁ ହୋଇ ଥାଏ । କାରଣ ଆମ ମାନଙ୍କ ଘରେ ଖାସ୍ କରି କିଛି ଜିନିଷ ରହି ଥାଏ । ଯେଉଁଥି ପାଇଁ ଆମ ଘର ସୁଖ ସାନ୍ତିରେ ରହିଥାଏ । ତେବେ ଆସନ୍ତୁ ଆମେ ଏହି ଖାସ୍ ଜିନିଷ ବିଷୟରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା । ଯେଉଁ ଥିରେ ଆମର ପରିବାରର ସୁଖ ସାନ୍ତି ବଢି ଥାଏ ।

1 ମହୁ ।

ଆପଣ ମାନଙ୍କୁ ଜଣେଇବୁ କି ମହୁ ସବୁ ବେଳେ ବହୁତ ଶୁଭ ଏବଂ ପବିତ୍ର ହୋଇ ଥାଏ । ଆପଣ ମାନେ ଦେଖି ଥିବେ ଯେତେ ବେଳେ ଘରେ କୈଣସି ବି ପୂଜା ହୋଇ ଥାଏ । ତେବେ କ୍ଷୀର ସହିତ ମହୁ କୁ ମିଶା ଜାଇ ଥାଏ । କାରଣ ଏହା କରିବା ଦ୍ୱାରା ବାତାବରଣ ବହୁତ ମାତ୍ରା ରେ ସୁଦ୍ଧ ହୋଇ ଥାଏ । ମହୁ ରେ ଖରାପ୍ ବାସ୍ତୁ ଦୋଷ କୁ ନଷ୍ଟ କରିବାର ଶକ୍ତି ରହି ଥାଏ । ତେଣୁ ଆପଣ ମାନେ ନିଜ ନିଜର ଗୃହ ରେ ମହୁ କୁ ନିଶ୍ଚିତ ଭାବେ ରଖନ୍ତୁ ।

honey

2. ଗଙ୍ଗା ଜଳ ।

ଘର ର ବାତାବରଣ କୁ ସୁଦ୍ଧ କରିବା ପାଇଁ ସବୁ ସମୟ ରେ ଘରେ ଗଙ୍ଗା ଜଳ ରହିବା ନିତ୍ୟାନ୍ତ ଆବଶ୍ୟକ ହୋଇ ଥାଏ । ଆମେ ମାନେ ବହୁତ ସମୟ ରେ ଘରେ କିଛି ବି ଅପବିତ୍ର କାର୍ଯ୍ୟ କରି ଥିଲେ ବା ହୋଇ ଥିଲେ । ସେଥିରୁ ମୁକ୍ତି ପାଇବା ପାଇଁ ଏହି ଗଙ୍ଗା ଜଳ ର ବ୍ୟବହାର କରି ଥାନ୍ତି । ଘର ସୁଖ ସମୃୃଦ୍ଧି ବୃଦ୍ଧି କରିବା ପାଇଁ ଆପଣ ମାନେ ଘରେ ନିଶ୍ଚିତ ଭାବେ ଗଙ୍ଗା ଜଳ ରଖନ୍ତୁ ।

3.ଶଂଖ ।

ଆପଣ ମାନଙ୍କୁ କହି ଦେଉଛୁ କି । ଘର ର ପୂଜା ଘରେ ନିତ୍ୟାନ୍ତ ଭାବେ ସଂଙ୍ଖ ରହିବା ଆବଶ୍ୟକ ଅଟେ । ଏବଂ ଆପଣ ମାନଙ୍କୁ ଏହାର ସୂଚନା ବି ଦେବା ପାଇଁ ଚାହିଁବୁ କି । ଏହାକୁ ନିୟମିତ ଭାବେ ବଜେଇବା ବି ଆବଶ୍ୟକ ହୋଇ ଥାଏ । କାରଣ ଏହା କରିବା ଦ୍ୱାରା ଆପଣ ମାନଙ୍କ ଘରେ ଥିବା ଖରାପ୍ ନଜର ଏବଂ ନାକାରାତ୍ମ ଉର୍ଜା ଙ୍କ ଠାରୁ ମୁକ୍ତି ମିଳି ଥାଏ ।

sankha

4. ଘିଅ । ଆମ ହିନ୍ଧୁ ଧର୍ମ ରେ ଗାଈ କୁ ପୂଜନିୟ ବୋଲି ଭାବନ୍ତି । ଏବଂ ସେହି ପରି ବେଳେ ଆମେ ମାନେ ବହୁତ ସମୟ ରେ ଗାଈ ର ଘିଅ କୁ ପୂଜା ପାଠ ରେ ବ୍ୟବହାର କରି ଥାନ୍ତି । ତେବେ ସେହି ପରି ବେଳେ ଏହା ଘରେ ଦ୍ୱତୀୟ ଗଙ୍ଗା ପରି ତକାର୍ଯ୍ୟ କରି ଥାଏ । ଏହା ବହୁତ ପବିତ୍ର ହୋଇ ଥାଏ ।

6. ଚନ୍ଦନ । ଆପଣ ମାନଙ୍କୁ କହି ଦେଉଛୁ କି । ଏହି ପାଞ୍ଚଟି ଜିନିଷ ମଧ୍ୟ ରୁ ଚନ୍ଦନ ବି ଗୋଟିଏ । ଏବଂ ଏହା ମଧ୍ୟ ବୁହୁତ ପବିତ୍ର ହେବା ସହିତ ଘର ଉପରେ ଭଗବାନ ଙ୍କ କୃପା ମିଳି ଥାଏ । ଏହା ଦ୍ୱାରା ମୁଣ୍ଡ ରେ ଚନ୍ଦନ ଲଗାଇବା ଦ୍ୱାରା ମାନଶୀକ ସାନ୍ତି ମଧ୍ୟ ମିଳି ଥାଏ ।

chandan

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ ।ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବାରେ ସାହାର୍ଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *