( ବିଧବା ମାନେ ) – କଣ ପାଇଁ ପିନ୍ଧନ୍ତି ଧଳାଶାଢୀ – ନିଶ୍ଚୟ ଜାଣନ୍ତୁ ।

widow-white

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱାଗତ କରୁଛୁ । ଆମ ସମାଜର କଥା ଯଦି କହିବା ତେବେ ଯଦି ଏଠାରେ କେହି ବିଧବା ହୋଇ ଥାଏ ସେମାନଙ୍କୁ ସବୁ ବେଳେ ବିଭିନ୍ନ ପ୍ରକାରର ନିତୀ ନିୟମକୁ ମାନି କରି ଚଳିବା ପାଇଁ ପଡି ଥାଏ । ହେଲେ ଆଜିର ସମୟରେ ଏହି ଆଧୁନିକ ଯୁଗରେ ଲୋକ ମାନେ ଆଗ ପରିକା ଏହି ନିୟମକୁ ମାନିବା ପାଇଁ ପସନ୍ଦ କରୁ ନାହାଁନ୍ତି । କିନ୍ତୁ ଆପଣ ମାନଙ୍କୁ ସୂଚନା ଦେବୁକି ଗୋଟିଏ ବିବାଧ ହେବାର ପ୍ରଥମ ନିୟମ ଥାଏ ସେ ଧଳା ପୋଷାକର ଧାରଣ କରିବ । ଏବଂ ପରେ ସେମାନଙ୍କୁ ବିବାହିତ ହେବାର ସମସ୍ତ ସଂଙ୍କତ କୁ ତ୍ୟାଗ କରିବା ପାଇଁ ପଡିବ । କିନ୍ତୁ ଆପଣ ମାନେ ଜାଣିଛନ୍ତି କି ଏପରି କରିବାର କାରଣ କଣ । ତେବେ ଆସନ୍ତୁ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ।

ପୂର୍ବ କାଳରେ ଅନେକ ନିୟମ କୁ ମାନିବା ପାଇଁ ପଡୁ ଥିଲା । ସେହି ସମୟରେ ଗୋଟିଏ ବିଧବା ପୂନର୍ବାର ବିବାହ କରୁ ନଥିଲା । କାରଣ ସେହି ସମୟରେ ଗୋଟିଏ ବିସ୍ୱାଶ ରହି ଥିଲା କି ପତିର ମୃତ୍ୟୁ ପରେ ପତ୍ନୀ ବ୍ରହ୍ମ ଚାର୍ଯ୍ୟ ହେଲେ  ସେ ସ୍ୱର୍ଗ ପ୍ରାପ୍ତି କରିବ । ସେହି ପରି ଭାବେ ଭାଗବତ ରେ କୁହା ଜାଇଛି କି , ଯଦି କୈଣସି ବିଧାବା ପତି ର ମୃତ୍ୟୁ ପରେ ଏହି ବ୍ରହ୍ମଚାର୍ଯ୍ୟ ଧର୍ମ ର ପାଳନ କରି ଥାଏ . ତେବେ ସେହି ପରି କ୍ଷେତ୍ରରେ ତାର ପୁତ୍ର ନ ଥିଲେ ବି ସେ ସ୍ୱର୍ଗ ଲୋକ କୁ ଜାଇ ଥାଏ । ତେବେ ଆପଣ ମାନଙ୍କୁ କହିବୁ କି କେବଳ ଏହି କାରଣ ରୁ ହିଁ ପୂର୍ବ କାଳ ରେ ବିଧବା ମାନେ ଏପରି ଧଳା ପୋଷକ ର ଧାରଣ କରୁ ଥିଲେ । ସେହି ସମୟ ରେ ସେମାନେ ଫଳ ଏବଂ ନିଜକୁ ଓପାସ ରଖି କରି ମନ କୁ ପବିତ୍ର ମଧ୍ୟ କରୁ ଥିଲେ ।

widow2

ନିଜ ମଧ୍ୟରେ ରହି ଥିବା ଅହଂ ଭାବ କୁ ବାହାର କରୁ ଥିଲେ  ଏବଂ ପରେ ସେମାନେ ଧଳା ଲୁଗା ର ଧାରଣ କରୁ ଥିଲେ । କାରଣ ଧଳା ରଙ୍ଗ ଶାନ୍ତି ଏବଂ ତ୍ୟାଗ ର ପ୍ରତିକ ହୋଇ ଥାଏ । କିନ୍ତୁ ଯଦି ଆପଣ ମାନେ ଆଜିର ସମୟରେ ଦେଖିବେ ତେବେ ଏହି ପ୍ରଥା ଆଉ ଏବେ ନାହିଁ । ଅଳ୍ପ ବୟସ ରେ ହେଉ ଥିବା ବିଧବା ମାନେ ପନର୍ବାର ବିବାହ କରିବା ପାଇଁ ପଛାଉ ନାହାଁନ୍ତି , ଆଉ ଆମ ମତରେ ଏହା ଆଇନ ସମତ୍ତ ଠିକ ମଧ୍ୟ, ଏ ବିଷୟରେ ଆପଣଙ୍କ ମତା ମତ କଣ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *