ବିନା ବସ୍ତ୍ରରେ କରନ୍ତୁ ନାହିଁ ଏହି ୩ଟି କାମ – ହୋଇପାରେ ଅସୁବିଧା….।

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁ ମାନେ ଆପଣ ମାନେ ନିବସ୍ତ୍ର ହୋଇ କେବେ କରନ୍ତୁ ନାହିଁ ଏହି ସବୁ କାର୍ଯ୍ୟକୁ । ଆଜିର ସମୟରେ ଯୁଗର ଆଗେଇବା ସହିତ ଲୋକ ମାନଙ୍କ ଜିବନ  ଧାରଣ ବି ବହୁତ ପରିମାଣ ରେ ପରିବର୍ତନ ହୋଇଛି । ତେବେ ସେହି ପରି ବେଳେ ବର୍ତମାନ ସମୟରେ ଲୋକ ମାନେ ଏପରି ପୋଷାକକୁ ଧାରଣ କରି କାର୍ଯ୍ୟ କରିବାରେ ଲାଗୁଛନ୍ତି  ଯେଉଁ ଗୁଡିକ ମାନବ ସମାଜକୁ ପ୍ରଭାବିତ କରୁଛି । ସେହି ପରି ବେଳେ ଆଜିର ଦିନରେ ଲୋକ ମାନେ କେବଳ ଆଧୁନିକ ପୋଷାକ କୁ ଧାରଣ କରି ଲୋକ ମାନଙ୍କ ଚର୍ଚ୍ଚା ଆସିବା ପାଇଁ ଚାହାଁନ୍ତି । ତେବେ ଏପରି ପରିଧାରଣ ସେମାନଙ୍କୁ ସମାଜ ଆଗରେ ଗୋଟିଏ ଅନ୍ୟ ପ୍ରକାରର ପରିଚୟ ଦେଇ ଥାଏ । କିନ୍ତୁ ଆମେ ଏପରି ପୋଷାକ ପରିଧାନ କରିବା ଦ୍ୱାରା ଆମର ଅସମ୍ମାନ ହୋଇ ଥାଏ । ମନୁଷ୍ୟ ପାଖରେ ବିବେକ୍ ଥିଲେ ମଧ୍ୟ ସେମାନେ ଏହି ପରି ନିବସ୍ତ୍ର ହୋଇ ଜାତାୟତ କରୁଛନ୍ତି । ତେବେ ଏହାର ପ୍ରଭାବ କଣ ପଡି ପାରେ ଆପଣ ମାନଙ୍କ ଉପରେ ବା ଆପଣ ମାନେ ଏପରି ପୋଷାକ କୁ ପିନ୍ଧି କରି କଣ କଣ କାର୍ଯ୍ୟ କରିବା କଥା ନୁହେଁ ସେହି ବିଷୟ ରେ ଆସନ୍ତୁ ଜାଣି ନେବା ।

ପ୍ରଥମେ ରହିଛି ନିବସ୍ତ୍ର ହୋଇ ସ୍ନାନ କରିବା ଅନୁଚିତ୍ ।

ବନ୍ଧୁଗଣ ହିନ୍ଦୁ ଶାସ୍ତ୍ର ରେ ନିବସ୍ତ୍ର ହୋଇ ଗାଧୋଇବା ନିୟମ ବାହାରେ । ଶାସ୍ତ୍ର ପୁରାଣ ରେ ଏହି କଥା ର ସଂମ୍ପର୍ଣ୍ଣ ଭାବେ ଉଲ୍ଲେଖ ମଧ୍ୟ ରହିଛି । ଯଦି ଆପଣ ମାନେ ସ୍ନାନ କରୁଛନ୍ତି । ତେବେ ଶରୀର ମଧ୍ୟ ରେ ଯେକୈଣସି କପଡା ରହିବା ଆବଶ୍ୟକ । ସେହି ପରି ଭାବେ ନିବସ୍ତ୍ର ହୋଇ କେବେ ବି ଶୋଇବା କଥା ନୁହେଁ । ବିଜ୍ଞ୍ୟାନ ଅନୁସାରେ ରାତ୍ରୀ ସମୟ ରେ ନିବସ୍ତ୍ର ହୋଇ ଶୋଇଲେ ଆମକୁ ବହୁତ ଲାଭ ମିଳି ଥାଏ । କିନ୍ତୁ ପୁରାଣ ଏବଂ ଶାସ୍ତ୍ର ଏହାକୁ ଆଦୁ ଯୁକ୍ତି ଯୁକ୍ତ ରୂପେ ମାନେ ନାହିଁ । ଏହା ସଂମ୍ପର୍ଣ୍ଣ ଉଲ୍ଲଙ୍ଘନ ଅଟେ ।

ସେହି ପରି ଭାବେ ନିବସ୍ତ୍ର ହୋଇ କେବେ ବି ଦେବା ଦେବୀ ଙ୍କ ପୂଜା ଅର୍ଚନା କରନ୍ତୁ ନାହିଁ । ଅନେକ ମହିଳା ମାନେ ଗାଧୋଇ ଆସବା ପରେ ନିବସ୍ତ୍ର ଅର୍ଥାତ୍ ଓଦା କପଡା ରେ ହିଁ ତୁଳସୀ ରେ ଜଳ ଦେଇ ଥାନ୍ତି। ହେଲେ ଏମିତି କରିବା ମନା ଅଟେ । ନଚେତ୍ ଆପଣ ମାନଙ୍କୁ ଅଭିଶାପ ମିଳି ପାରେ ।ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *