ଶରୀରର ଏହି ସବୁ ଅଙ୍ଗ ଦେଇଥାଏ – ଧନବୃଦ୍ଧିର ସଙ୍କେତ । ନିଶ୍ଚୟ ଥରୁଟେ ଜାଣି ନିଅନ୍ତୁ

body-part

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁ ମାନେ ଆପଣ ମାନେ ଯେତେବେଳେ ଅଧିକ ପରିମାଣରେ ଧନ ଆୟ କରିବା ପାଇଁ ଜାଉଥାନ୍ତି , ତେବେ ସେହି ସମୟରେ ଆପଣ ମାନଙ୍କ ଶରୀର ମଧ୍ୟ ଆପଣ ମାନଙ୍କୁ ବହୁତ ପ୍ରକାରର ସଂଙ୍କେତ ଦେଇଥାଏ । ଯେଉଁଟାକୁ ଆମେ ଆପଣ ମାନଙ୍କୁ ଏହି ଠାରେ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ କି ଆପଣ ମାନଙ୍କ ଧନ ଆୟ କରିବା ପୂର୍ବରୁ ଆପଣ ମାନଙ୍କୁ କଣ ସଂଙ୍କତ ମିଳେ ହେଲେ ଆପଣ ମାନେ ବୁଝି ପାରନ୍ତି ନାହିଁ । ତେବେ ଆସନ୍ତୁ ଜାଣି ନେବା ସେହି ସବୁ ବିଷୟରେ ।

ପ୍ରଥମେ ହେଲା ଦରପୋଡା ଲୁଗା କେବେ ବି ପିନ୍ଧନ୍ତୁ ନାହିଁ ।

ଯଦି କେବେ ଆପଣ ମାନେ ନିଜ ନୁଆ ଘର ତିଆରି କରୁଛନ୍ତି । ତେବେ ତାହାକୁ କେବେ ବି ଆଗ୍ନେୟ କୋଣରେ ତିଆରି କରନ୍ତୁ ନାହିଁ । କାରଣ ଏହା ଆପଣ ମାନଙ୍କ ଧନ ବୃଦ୍ଧିକୁ ରୋକି ଥାଏ । ଏବଂ ଘରର ମୁହଁ ଦକ୍ଷିଣ ପଟକୁ ରଖନ୍ତୁ ନାହିଁ । ତା ସହିତ କେବେବି ଆପଣ ମାନେ ଏରୁଣ୍ଡି ବନ୍ଧ ବା ଚଉ କାଠ ଉପରେ ବସିବେ ନାହିଁ କି ଛିଡା ହେବେ ନାହିଁ । ଏମିତି କରିବା ଦ୍ୱାରା ଆପଣ ମାନଙ୍କ ଋଣ ବଢି ଥାଏ । ଯଦି ରାତି ସମୟ ରେ ଘର ଓଳାଉଛନ୍ତି । ତେବେ ଭୁଲରେ ବି କେବେ ଅଳିଆ କୁ ବାହାର କୁ ପକାନ୍ତୁ ନାହିଁ । ସେହି ପରି ଭାବେ ଆପଣ ମାନେ ଶୋଇକି ଉଠିବା କ୍ଷଣି ହିଁ ବାସି ସେଜକୁ ନିଶ୍ଚିତ ଭାବେ ତାର ସ୍ଥାନରୁ ଉଠେଇ କରି ରଖନ୍ତୁ ।

ବହୁତ ସମୟରେ ଲୋକ ମାନେ ଏମିତି ଭୁଲ କରନ୍ତିକି ସେମାନେ କବାଟରେ ଓଦା ବସ୍ତ୍ରକୁ ଶୁଖେଇ ଥାନ୍ତି । ହେଲେ ଆପଣ ମାନଙ୍କୁ ସୂଚନା ଦେବୁ କି ଆପଣ ମାନେ କେବେ କବାଟରେ ଓଦା ବସ୍ତ୍ର କୁ ସୁଖାନ୍ତୁ ନାହିଁ । ଗୁରୁବାର ଦିନ ଆପଣ ମାନେ କେବେ ବି ଟଙ୍କା ଏବଂ ଧାନ କେବେ ବି କାହାକୁ ଦାନ ଦିଅନ୍ତୁ ନାହିଁ । ଏହା କରିବା ଦ୍ୱାରା ବି ଆପଣ ମାନଙ୍କ ଠୁ ଲକ୍ଷ୍ମୀ ଛାଡି ଯିବେ । କେବେ ବି ଘରେ ବୁଢି ଆଣୀ ରଖନ୍ତୁ ନାହିଁ ଏହା ଆପଣ ମାନଙ୍କ ପାଇଁ ବହୁତ ଅଶୁଭ ହୋଇ ଥାଏ । ଯେଉଁ ଲୋକ ମାନଙ୍କ ବାମ ହାତର ପାପୁଲି କୁଣ୍ଡେଇ ଥାଏ ସେମାନେ ବହୁତ ଧନ ଆୟ କରିବେ । ସେହି ପରି ଭାବେ ଚନ୍ଦା ହେବା ସହିତ ଆପଣ ମାନଙ୍କ କାନ ରେ ବାଳ ବଢି ଥିଲେ ଆପଣ ମାନେ ନିଶ୍ଚିତ ଭାବେ ଧନୀ ହେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *