ଏବେ ପାଦର ଆଙ୍ଗୁଠି ଖୋଲିବ ଆପଣଙ୍କ ରହସ୍ୟ , ବୈବାହିକ ଜୀବନରେ ସ୍ୱାମୀଙ୍କ ରାଜ ଚାଲିବ କିମ୍ବା ସ୍ତ୍ରୀଙ୍କର – ଏବେ ଜାଣି ରଖନ୍ତୁ..

ଆଜିର ଦୁନିଆଁରେ କାହାକୁ ଭଲ ଭାବରେ ଜାଣିପାରିବା ବହୁତ ହିଁ କଠିନ ହୋଇଥାଏ , ସେମିତି ବହୁତଥର ଏମିତି ହୋଇଥାଏ କି ଯେବେ ବ୍ୟକ୍ତିର କଥାରେ କିଛି ରହିଥାଏ , ମନରେ କିଛି ରହିଥାଏ , କିନ୍ତୁ କଣ ଆପଣଙ୍କୁ ଜଣାଅଛି କି ଆମର ଜ୍ୟୋତିଷ୍ୟ ଶାସ୍ତ୍ରରେ ବହୁତ ଏମିତି କଥା ଅଛି ଯାହାକୁ ଆମେ ବ୍ୟକ୍ତିଙ୍କ ବିଷୟରେ ସହଜରେ ପତ୍ତା କରିପାରିବେ । ବୋଧେ ଆପଣଙ୍କୁ ଜଣାନଥିବ କି କହିଦେବୁ କି ଆପଣ ନିଜର କିମ୍ବା କେଉଁ ବ୍ୟକ୍ତିର ଅଭ୍ୟାସ ଓ ସ୍ୱଭାବ ବିଷୟରେ ସହଜରେ ଜାଣିପାରିବେ , ତେବେ ସେହି ବ୍ୟକ୍ତିର ଶେପ୍ କୁ ଦେଖିକରି ତାର ସ୍ୱଭାବ ବିଷୟରେ ପତ୍ତା କରାଯାଈପାରିବ , କହିଦେବୁ କି ଆମର ଜ୍ୟୋତିଷ୍ୟ ଶାସ୍ତ୍ରରେ ବ୍ୟକ୍ତିର ଶରୀରର ଅଙ୍ଗର ଗଢଣ , ଆକାର , ରଙ୍ଗ ଆଦି ଅନୁସାରେ ତାର ବିଷୟରେ କିଛି ରହସ୍ୟ ବିଷୟରେ କୁହାଯାଇଛି , ଏହା ଦ୍ୱାରା ଭବିଷ୍ୟତର ସୁଚନା ମିଳିପାରିବ ।

କୁହାଯାଇଛି କି କିପରି ଜଣେ ବ୍ୟକ୍ତିର ପାଦର ଆକାର ଦେଖିକରି ସହଜରେ କହିପାରିବେ କି ସେହି ସ୍ତ୍ରୀ ର କିମ୍ବା ପୁରୁଷର ବ୍ୟବହାର , ଆଚାର ବ୍ୟବହାର,  ଓ କାର୍ଯ୍ୟକ୍ଷେତ୍ରରେ କିପରି ଅଛନ୍ତି , ଖାସକରି ପତି ପତ୍ନୀ ପାଦ ଦେଖିକରି ଏହା ଜଣା ପଡିଥାଏ କି ଦୁହେଁ କିପରି ଚଳିବେ , ଓ ତାଙ୍କର ସଂମ୍ପର୍କ କିପରି ରହିବାର ଅଛି । ଏହି ବିଷୟରେ ଆଜି ଆମେ ଆପଣଙ୍କୁ ବିସ୍ତାରରେ କହିବାକୁ ଯାଉଛୁ ।

ହଁ ଆଜ୍ଞା ଆମେ ସେମିତି ଜାଣିଛୁ କି ସ୍ୱାମୀ ସ୍ତ୍ରୀ ବହୁତ ହିଁ ଅମୁଲ୍ୟ ରହିଥାଏ , ଓ ଏହି ସଂମ୍ପର୍କରେ ବିଶ୍ୱାସ ହେବା ବହୁତ ଜରୁରି ହୋଇଥାଏ । କାରଣ ଏଥିରେ ଦୁଇଟି ଅପରଚିତ ଲୋକଙ୍କର ଦେଖା ହେବା ଦ୍ୱାରା ପୁରା ଜୀବନ କଟାଇବାକୁ ପଡିଥାଏ , ଆମର ସମାଜରେ ଏହା ଏଥିପାଇଁ କରାଯାଇଥାଏ କାରଣ ପାରିବାରିକ ସଂମ୍ପର୍କରେ ସମୟରେ ସମୟ ଛାଡି ଚାଲିଯାଆନ୍ତି , ମା ବାପ, ଭାଇ ଭଉଣୀ , ଏଠାରେ ନିଜ ସନ୍ତାନ ବି ଛାଡିକରି ଚାଲି ଆସନ୍ତି , କିନ୍ତୁ ସ୍ୱାମୀ ଓ ସ୍ତ୍ରୀ ଯେବେ ପର୍ଯ୍ୟନ୍ତ ଦୁହେଁ ଜୀବିତ ରୁହନ୍ତି , ତେବେ ସାଥିରେ ରୁହନ୍ତି ।

ଜୀବନରେ ଅନେକ ଅସୁବିଧା ଆସିଥାଏ , ଯେଉଁଥିରେ ଜଣେ ଅନ୍ୟ ଜଣଙ୍କୁ ଅସୁବିଧାରେ ସାମ୍ନା ଏକାଠି କରିଥାନ୍ତି , କିନ୍ତୁ ଆଜିର ଜମାନା ବଦଳିଯାଇଛି , ଆଜି କାଲି ସମସ୍ତେ ଚାହଁନ୍ତି କି ତାର ଜୀବନସାଥୀ ବାହା ହେବା ପୂର୍ବରୁ ଜାଣିନେଉ , କିନ୍ତୁ ସମସ୍ୟା ତେବେ ଆସିଥାଏ , ଯେବେ ଦୁହେଁ ଏକାଠି ଦେଖାକରନ୍ତି , ହଁ ଆଜ୍ଞା , ଆଜି ଆମେ ଆପଣଙ୍କୁ କହିବୁ ପାଠର ଗଢଣ ଆଧାରରେ ଆପଣଙ୍କ ବୈବାହିକ ଜୀବନ କଟିପାରିବ , ଓ ତା ସହ ଏହା ବି କହିବୁ ଏହି ସଂମ୍ପର୍କ କିଏ କାହାର ଉପରେ ଭାରି ପଡିବେ ।

ସବୁଠାରୁ ପ୍ରଥମେ ଆପଣ ଏହା ଜାଣିନିଅନ୍ତୁ ଯେଉଁ ଲୋକ ପାଦର ଆଙ୍ଗୁଠି ପାଖ ଆଙ୍ଗୁଠି ବଡ ହୋଇଥାଏ , ଓ ଶେଷ ଆଙ୍ଗୁଠି ଛୋଟ ହୋଇଥାଏ , ସେ ଲୋକ ଯେଉଁ ଲୋକ କାମକୁ ବହୁତ ଅଲଗା ତରିକାରେ କରିଥାନ୍ତି , କିନ୍ତୁ ଅନ୍ୟ ଉପରେ ଦାବି ପ୍ରକାଶ କରିଥାନ୍ତି , ଓ ତାହା ସହ ପ୍ରୟାସ ଆକାର ବ୍ୟକ୍ତିର ଅଧିକାର ଜତାଇଥାନ୍ତି , ସେମିତି ଆପଣଙ୍କୁ କହିଦେବୁ କି ଯଦି ସ୍ୱାମୀ ସ୍ତ୍ରୀ ଯାହାଙ୍କ ପାଦ ଆଙ୍ଗୁଠିର ପାଖରେ ଆଙ୍ଗୁଠି ବଡ ହେବା ଦରକାର ଯାହାକି ଜଣେ ଅନ୍ୟ ଜଣଙ୍କ ଉପରେ ପ୍ରେସର ପକାଉଥିବ ।

Leave a Reply

Your email address will not be published. Required fields are marked *