ଖୁସି ଖବର – ଶେଷ ହେବ ରୋଷେଇ ଗ୍ୟାସର ଅସୁବିଧା , ଦେଶ ସାରା ସୌର ଉର୍ଜା ଦ୍ୱାରା ଖାଇବା ବନାଇବା ଯନ୍ତ୍ର ବାଣ୍ଟିବେ ସରକାର – ଦେଖନ୍ତୁ କେବେଠୁ ମିଳିବ ଏହି ସୁବିଧା..

ସରକାର ଦେଶ ସାରାର ଗାଁରେ ଓ ଛୋଟ ସହରରେ ଏକ ନୁଆ ପ୍ରକାରର ସୌର ଚୁହ୍ଲା ଆଣିଛନିତ୍ , ଏହା ଦ୍ୱାରା ଇଣ୍ତିଆନ୍ ଅୟଲ୍ କର୍ପୋରେସନ୍ ଇନ୍ ଡୋର୍ ସୋଲାର୍ କୁକିଙ୍ଗ୍ ସିଷ୍ଟମ ଏକ ପାଇଲଟ୍ ଟେଷ୍ଟ କାମ ଆରମ୍ଭ କରିଦେଇଛନ୍ତି , ଏହା ଦ୍ୱାରା ସୂର୍ଯ୍ୟଙ୍କର ଗରମକୁ ଷ୍ଟୋର୍ କରାଯାଇପାରିବ , ଓ ଯେବେ ଦରକାର ପଡିବ ତେବେ ଏହି ଗରମକୁ ବ୍ୟବହାର କରି ଖାଦ୍ୟ ତିଆରି କରାଯାଇପାରିବ । ଏହି ପାଇଲଟ୍ ଟେଷ୍ଟ ପରିଯୋଜନା ଲେହରେ ଆରମ୍ଭ ହୋଇଥିଲା , ପରିଯୋଜନା ଆରମ୍ଭ ଇଣ୍ତିଆନ୍ ଅୟଲ୍ ଆଇଏନ୍ ଡି ନିର୍ଦ୍ଧେଶକ ଏସ୍ ଏସ୍ ବି ରାମକୁମାର ଆରମ୍ଭ କରିଥିଲେ , କମ୍ ଦାମ୍ ରେ ସୋଲାର୍ କୁକୁଙ୍ଗ୍ ସମାଧାନ ବିକାଶ କରିବାପାଈଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅପିଲ୍ କରି ପ୍ରେରଣା ଦେଇକରି ଇଣ୍ତିଆନ୍ ଅୟଲ୍ ଆମେରିକା ଷ୍ଟାର୍ଟଅଫ୍ ସନ୍ ବକେଟ୍ ସିଷ୍ଟମ ସହ ଏକ ଚୁକ୍ତି କରିଛନ୍ତି , ଆମେରିକା କମ୍ପାନୀ ସୋଲାର୍ ଏନର୍ଜୀ ଆଧାରିତରେ ଉତପାଦ କାମ କରିବ ।

ଚୁକ୍ତି ଦ୍ୱାରା ଏକ ସହଜ କୁକିଙ୍ଗ୍ ସିଷ୍ଟମ ଡିଜାଇନ୍ ପ୍ରସ୍ତୁତି କରାଯିବ , ସିଷ୍ଟମର ବିକାଶ କରାଯିବ , ଓ ବଜାରରେ ବିକ୍ରି କରାଯିବ , ପ୍ରସ୍ତାବିତ ପ୍ରଣାଳୀ ଦ୍ୱାରା ସୋଲାର୍ ଏନର୍ଜିରୁ କୁ ହିଟ୍ ଏନର୍ଜୀ ଷ୍ଟୋର୍ କରାଯିବ , ଏହାପାଇଁ ଏକ ପୋର୍ଟେବଲ୍ ସନ୍ ବକେଟ୍ ବ୍ୟବହାର ହେବ , ସନ୍ ବକେଟ୍ ଘର ଭିତରେ ଖାଦ୍ୟ ତିଆରି କରିପାରିବ , ଏକ୍ ସନ୍ ବକେଟ୍ ଚାରି ଲୋକଙ୍କର ପରିବାରର ଖାଦ୍ୟ ପ୍ରସ୍ତୁତି କରିପାରିବ ,

 

 

Leave a Reply

Your email address will not be published. Required fields are marked *