ଏହି ଚାରିଜଣଙ୍କ ମଧ୍ୟରୁ କେଉଁ ଗୋଟିଏ ଝିଅ ବାଛନ୍ତୁ , କେଉଁ ଟାଇପ୍ ର ମଣିଷ ଅଟନ୍ତି ଆପଣ ଜାଣନ୍ତୁ….

ଆମେ ଓ ଆପଣ ଏହି ଦୁନିଆଁରେ ପ୍ରତ୍ୟେକ ବ୍ୟକ୍ତି ନିଜ ଭବିଷ୍ୟରେ ଓ ତା ସହ କଣ ହେବାକୁ ଯାଉଛି ସେହି ବିଷୟରେ ଜାଣିବାକୁ ଇଚ୍ଛୁକ ରହିଥାଏ , କାରଣ ଯଦି ଆମକୁ ଜଣାପଡିଯାଏ ତେବେ ଆମର ସହ ଆସୁଥିବା ସମୟ କଣ ହେବ ତାହା ଆମକୁ ଦୁର୍ବଳ ନ କରୁ ଓ ସେ କାମରେ ସଫଳ ହୋଇଯାଉ ଓ ଆମକୁ ପତ୍ତା ଲାଗିଯାଉ କି ଆଗକୁ କଣ ଭୁଲ୍ ହେବ କି ଠିକ୍ ଏହା ଜାଣିବା ଦରକାର । ଆଜି ଆମେ ଆପଣଙ୍କୁ ଏମିତି କିଛି ମଜାଦାର ଜିନିଷ ବିଷୟରେ ଅବଗତ କରାଇବୁ , ଯାହା ଦ୍ୱାରା ଆପଣ ଶାରରୀକ ହାବଭାବ ଦେଖିକରି ଚିହ୍ନିପାରିବେ କି ସେ କିପରି ବ୍ୟକ୍ତିତ୍ୱ ଅଟନ୍ତି , ତେବେ ଆପଣଙ୍କ ଦିମାଗ୍ କୁ ପଢିକରି ଆସନ୍ତୁ ଆରମ୍ଭ କରିବା , ଆପଣଙ୍କୁ ଖାଲି ଏତିକି କରିବାର ଅଛି କି ଉପରେ ଦିଆଯାଇଥିବା ଚାରୋଟି ଝିଅମାନଙ୍କୁ ବାଛିବାର ଅଛି , ଯାହା ଠିକ୍ ଲାଗୁଛି  ତାପରେ ଆମେ ଆପଣଙ୍କ ବିଷୟରେ କହିବୁ , ଆପଣଙ୍କ ସହ କଣ ହେବାର ଅଛି , ଓ କଣ ହେବ ।

କହିଦେବୁ କି ଯଦି ଆପଣ ଏକ ନମ୍ବର ଝିଅକୁ ବାଛିଛନ୍ତି ତେବେ କହିଦେବୁ କି ଆପଣ ସେହି ଲୋକଙ୍କ ମଧ୍ୟରୁ ଅଟନ୍ତି , ଯିଏକି ନିଜ କାମକୁ ସଠିକ୍ ଭାବେ ତୁଲାଇବାକୁ ଜାଣନ୍ତି , ଓ ନିଜ କାମ ପ୍ରତି ଅଧିକା ଇମାନଦାର୍ ଅଟନ୍ତି , ଓ ଆପଣ ଏହି ଲକ୍ଷ୍ୟ କୁ ପାଇବାକୁ ଚାହଁନ୍ତି , ଆପଣ ଏକ ସଫଳ ବ୍ୟକ୍ତିତ୍ୱ ନିଶ୍ଚିତ ହୋଇପାରିବେ ।

ଆପଣଙ୍କୁ କହିଦେବୁ କି ଯଦି ଆପଣ ଦୁଇ ନମ୍ବର ଝିଅ ବାଛିଛନ୍ତି ତେବେ ଆପଣଙ୍କ ସବୁ କାର୍ଯ୍ୟ ନିଜ ମନରୁ କରନ୍ତି । ଆପଣ କାହା କଥା ଶୁଣିକରି କିଛି କାର୍ଯ୍ୟ କରନ୍ତି ନାହିଁ , ଆପଣ ଅନ୍ୟମାନଙ୍କର କାମ ସହ ବନ୍ଧୁତା ରଖନ୍ତି , ଓ ନିଜକୁ ବିଶ୍ୱାସ ବି ରଖନ୍ତି , ଏଥିପାଇଁ ଆପଣ ସମସ୍ତଙ୍କ ଠାରୁ ଅଲଗା ହୋଇଥାନ୍ତି , ଆପଣ ସେହି ଲୋକଙ୍କ ମଧ୍ୟରୁ ଅଟନ୍ତି ଯାହାକି କେବେ କାହାର ଅହିତ କଥା ଚିନ୍ତାକରନ୍ତି ନାହିଁ , ସବୁବେଳେ ଚେଷ୍ଟିତ ହୁଅନ୍ତି କି ଆପଣ କେଉଁ କାରଣରୁ କେବେ କାହାର ଅସୁବିଧା ନ ହେଉ ।

ଯଦି ଆପଣ ତିନି ନମ୍ବର ଫଟୋରେ ଝିଅକୁ ବାଛିଛନ୍ତି ତେବେ କହିଦେବୁ କି ଆପଣ ଦୁନିଆଁର ସବୁଠାରୁ ଉତ୍ତମ ବ୍ୟକ୍ତି ଅଟନ୍ତି , ମାନେ ଆପଣ ଏମିତି ଜଣେ ବ୍ୟକ୍ତିତ୍ୱ ଅଟନ୍ତି , ଯାହାକି ଅନ୍ୟମାନଙ୍କ କଥାକୁ ଧ୍ୟାନ ଦିଅନ୍ତି ନାହିଁ , ଯଦି ଆପଣଙ୍କୁ କିଏ କିଛି ଖରାପ କଥା କହେ ତେବେ ଆପଣ ତାଙ୍କ ଫାଲତୁ କଥାକୁ ଧ୍ୟାନ ଦିଅନ୍ତି ନାହିଁ , ଆପଣ ନିଜ ଆଦର୍ଶରେ ଚାଳୁଥିବା ସେହି ବ୍ୟକ୍ତି ଅଟନ୍ତି , ଯିଏକି ନିଜ କାର୍ଯ୍ୟକୁ ପୁରା କରିବାର ଚେଷ୍ଟା ରଖନ୍ତି , ଆପଣଙ୍କ ସବୁ କାର୍ଯ୍ୟ ସମୟରେ ପୁରାକରନ୍ତି , ଓ କେବେ କେଉଁ କାମରେ ଲେଟ୍ କରନ୍ତି ନାହିଁ , ଆପଣଙ୍କ ପାଇଁ ଲାଗୁ ହୋଇଥାଏ , କାଲି କରିବାର ଅଛି ତ ଆଜି କର , ଆଜି କରିବାର ଅଛି ଯଦି ଏବେ କର ।

ଯଦି ଆପଣ ଚତୁର୍ଥ ନମ୍ବର ଝିଅକୁ ବାଛିଛନ୍ତି ତେବେ ଆପଣ ବହୁତ ହିଁ ଭଲ ସ୍ୱଭାବର ବ୍ୟକ୍ତି ଅଟନ୍ତି , ଆପଣ ସେହି ଲୋକଙ୍କ ଭିତରୁ ଅଟନ୍ତି ଯିଏକି ନିଜର ସମାଜରେ ଗରିବଙ୍କୁ ସାହାଯ୍ୟ କରିବାରେ ପସନ୍ଦ କରନ୍ତି , ଯିଏକି ବହୁତ କମ୍ ଲୋକ କରନ୍ତି , ସାମାଜିକ କାର୍ଯ୍ୟରେ ଆପଣଙ୍କ ଦାୟିତ୍ୱ ଥାଏ , ଆପଣ ସେହି ଲୋକଙ୍କର ପାଖରେ ବସିକରି କଥା ହୁଅନ୍ତି , ଯାହାଦ୍ୱାରା ଆପଣଙ୍କ ବନ୍ଧୁତା ବଜାୟ ରହୁ , କିନ୍ତୁ ଆପଣ କେଉଁ ଅନ୍ୟର୍ କଥାରେ ଜଲଦି ବିଶ୍ୱାସ କରନ୍ତି ନାହିଁ , ଏଥିପାଇଁ ଆପଣ ସଂପୂର୍ଣ୍ଣ ଭିନ୍ନ ଅଟନ୍ତି ତାଙ୍କ ଠାରୁ , ସେଥିପାଇଁ ଆପଣ ନିଜ ଜୀବନରେ କେବେ ବି ଧୋକା ଖାଆନ୍ତି ନାହିଁ ।

ଆଶା କରୁଛୁ ଏବେ ଆପଣ ଆମ ଦ୍ୱାରା ଦିଆଯାଇଥିବା ସୁଚନା ବିଷୟରେ ବୁଝିପାରିଥିବେ , ଓ ଏହି ହିସାବରେ ଆପଣ ନିଜକୁ ବୁଝିପାରିଥିବେ , ଆପଣ ସତରେ ସେହି ବ୍ୟକ୍ତି ମଧ୍ୟରୁ ଅଟନ୍ତି , ଯାହା ଦ୍ୱାରା ଆମେ କହିଛୁ , ତାପରେ କିଛି ଅଲଗା ଅଟେ , ଆପଣଙ୍କ ବ୍ୟବହାର ।

Leave a Reply

Your email address will not be published. Required fields are marked *