ଏହି ଧନତେରାସ୍ ରେ କରନ୍ତୁ ସୁଖିଲା ଧନିଆଁର ଚମତ୍କାରୀ ଉପାୟ , ପୁରା ବର୍ଷ ମାତା ଲକ୍ଷ୍ମୀଙ୍କର ଅପାର କୃପା ରହିବ – କିଛିଦିନରେ ହେଇଯିବେ ମାଲାମାଲ..

ଏହି କଥା ତ ସମସ୍ତେ ଜାଣିଛନ୍ତି କି ଦୀପାବଳୀର ଉତ୍ସବ ଆସିବାର ଅଛି , ହଁ ଆଜ୍ଞା ଏହି ଉତ୍ସବରେ ଆରମ୍ଭରୁ ଧନତେରାସ୍ ହିଁ ଆରମ୍ଭ ହୋଇଯିବ , ସେମିତି ଆପଣଙ୍କୁ କହିଦେବୁ କି ଧନତେରାସ୍ କୁ ନେଇକରି ପାଞ୍ଚ ଦିନ ଚାଲିବାକୁ ଥିବା ଏହି ଉତ୍ସବ ଧନ ଧାନ୍ୟ ଓ ସଂମ୍ପତ୍ତିର ବୃଦ୍ଧି କରିଥାଏ , ଆପଣଙ୍କୁ ଜଣେଇଦେବୁ କି ଏହି ପର୍ବର ପୂର୍ବ ଦିନ ଧନନ୍ତରୀ ଭଗବାନଙ୍କ ପୁଜା କରାଯାଏ , ମାନାଯାଏ କି ଏହି ଦିନ ଘରେ ନୁଆ ଜିନିଷ ଆଣିଲେ ଘରେ ଲକ୍ଷ୍ମୀ ମାଙ୍କର ବାସ ହୋଇଥାଏ ।ଏହା ସହ ଆପଣଙ୍କୁ କହିଦେବୁ କି ହିନ୍ଦୁ ମାନ୍ୟତା ଅନୁସାର୍ରେ ଧନତେରାସ୍ ଦିନ କିଣିବାର ଏକ ଅଲଗା ବିଶେଷ ମହତ୍ତ୍ୱ ଅଛି , ମାନାଯାଏ କି ଏହି ଦିନ କିଣାକିଣି ଉପରେ ଘରେ ସୁଖ,ଶାନ୍ତି, ସୌଭାଗ୍ୟ, ସମୃଦ୍ଧି ଆସିଥାଏ , ଏହାସହ କିଛି ଖାସ୍ ଉପାୟ କରିଲେ ସବୁବେଳେ ଧନ ସଂମ୍ପତ୍ତିର ଭଣ୍ତାର ରହିଥାଏ ।

ଆସନ୍ତୁ ଜାଣିରଖିବା ଧନତେରାସ୍ ରେ କେଉଁ କେଉଁ ଉପାୟ କରିଲେ ମିଳିଥାଏ ଅପାର ଧନର ଲାଭ-

୧) ବହୁତଥର ଦେଖାଯାଏ କି ବହୁତ ଲୋକ ଏପରି ଅଛନ୍ତି କି ଅକ୍ଲାନ୍ତ ପରିଶ୍ରମ କରିବା ସତ୍ତ୍ୱେ ବି ତାଙ୍କ ପାଖରେ ଧନ ଏକାଠି ହୋଇପାରେ ନାହିଁ , ଓ  ସବୁବେଳେ ଧନର ସମସ୍ୟାରେ ପଡିରହିଥାନ୍ତି , ସେଥିପାଇଁ ଆମେ ଆପଣଙ୍କୁ କହିଦେବୁ କି ଏମିତିରେ ଆପଣ ଧନତେରାସ୍ ଦିନ ଏକ ରୁପାର ଉପାୟ କରିପାରିବେ , ଏହାପାଇଁ ଆପଣଙ୍କୁ ରୁପାର ଛୋଟ ଛୋଟ ଗୋଳି ତିଆରି କରିବାକୁ ହେବ , ଓ ଏହାକୁ ଭଗବାନଙ୍କ ପାଖରେ ରଖିବାକୁ ହେବ , ଓ ଏହା ସହ ଦିପାବଳୀ ଯାଏଁ ଏହାକୁ ପୁଜା କରିବାକୁ ହେବ , ସେମିତି ଦିପାବଳୀ ପରେ ଏହି ଗୋଳିକୁ ନିଜ ପର୍ସରେ କିମ୍ବା ଆଲମୀରାରେ ରଖିଦେବେ , ଦେଖିବେ ଧନ ପ୍ରାପ୍ତି ସହ ଆପଣଙ୍କ ଭାଗ୍ୟ ବି ବଦଳିବାକୁ ଲାଗିବ ।

୨) ଏହା ସହ କହିଦେବୁ କି ଯଦି ଆପଣ ବହୁତ ଜଲଦି ଧନୀ ହେବାର ସ୍ୱପ୍ନ ଯଦି ଦେଖୁଛନ୍ତି ତେବେ ଧନତେରାସ୍ ଦିନ ଭଗବାନଙ୍କ ସାମ୍ନାରେ ୫୦ ଗ୍ରାମ ସୁଖିଲା ଧନିଆଁ ରଖି ଏହାକୁ ପ୍ରାୟ ଦିପାବଳୀ ଯାଏଁ ରଖିବାକୁ ହେବ , ତାପରେ ଗୋବର୍ଦ୍ଦନ ପୁଜା ଦିନ ଏହି ଧନିଆଁକୁ କେଉଁ ଗରାରେ ଲଗାଇଦିଅନ୍ତୁ । ଏହାକୁ ବାହାର କରିବାପରେ ଗଛକୁ ନିୟମିତ ହିସାବରେ ସେବାକରନ୍ତୁ , ଏମିତି କରିଲେ ଆପଣ ଜଲଦି ହିଁ ବୈଭବଶାଳୀ ହୋଈଯିବେ , ଏମିତି କରିଲେ ଘରେ ଆପଣଙ୍କ ଘରେ ସମୃଦ୍ଧି ବଢିବ ।

୩) ଯଦି ଆପଣଙ୍କ ଜୀବନରେ ବହୁତ ସାରା ବାଧା ଆସୁଚି ତେବେ ଧନତେରାସ୍ ଦିନ ଚାଉଳ, ଚିନି, ଘିଅ, ଅଟା ଆଦି କେଉଁ ଧଳା ଜିନିଷ ଦାନ କରନ୍ତୁ , ଏହା ଦ୍ୱାରା ମା ଲକ୍ଷ୍ମୀ ପ୍ରସନ୍ନ ହେବେ , କାରଣ ଏମିତି କରିଲେ ଆପଣଙ୍କ ସବୁ ସଙ୍କଟ ଦୂର ହୋଈଯିବ , ଓ ଆପଣଙ୍କ ସବୁ ମନୋକାମନା ପୁରା ହେବ ।

୪) ଏହା ଛଡା ଆପଣଙ୍କୁ କହିଦେବୁ କି ଆପଣ ଧନତେରାସ୍ ଦିନରୁ ନେଇକରି ଦିପାବଳୀ ଯାଏଁ ସବୁଦିନ ମା ଲକ୍ଷ୍ମୀଙ୍କୁ କେବଳ ଦୁଇଟି ଲବଙ୍ଗ ଚଢାଇଲେ ମା ଙ୍କ କୃପା ମିଳିପାରିବ , ଓ ଏହା ଦ୍ୱାରା ଘରେ କେବେ ଧନର ଅଭାବ ଦେଖାଦେବ ନାହିଁ ।

୫) ସେମିତି ଆପଣଙ୍କୁ କହିଦେବୁ କି ଆପଣଙ୍କ କୁଣ୍ତଳୀରେ ନବଗ୍ରହ ରାହୁ କେତୁ ଦୋଷ ଥିଲେ ତେବେ ଧନତେରାସ୍ ଦିନ ରୁପା ଲକେଟ୍ ରେ ନବରତ୍ନ ଯୋଡି ପିନ୍ଧିବା ଦରକାର, ଯଦି ସମ୍ଭବ ହେଉନି ତେବେ ଧନତେରାସ୍ ଦିନ ନବଗ୍ରହ ଶାନ୍ତି ପାଇଁ ପୁଜା କରନ୍ତୁ ।

Leave a Reply

Your email address will not be published. Required fields are marked *