୨ ମିନିଟ୍ ପର୍ଯ୍ୟନ୍ତ ଆଙ୍ଗୁଠିକୁ ଏପରି ଫୁଙ୍କା ମାରନ୍ତୁ , ନିଜେ ଦେଖିପାରିବେ ଏକ ବଡ ପରିବର୍ତ୍ତନ – ଆଜି ହିଁ କରି ଦେଖନ୍ତୁ…

ଆପଣ ବହୁତଥର ଦେଖିଥିବେ କି ଯଦି ଆମେ ଷ୍ଟେଜ୍ ରେ ଠିଆ ହୋଇଥାଉ ତେବେ କିଛି କହିବା ପୁର୍ବରୁ ଆମେ ଡରିଯାଇଥାଉ , ଓ କିଛି କହିପାରିନଥାଉ , ଏମିତି ଭୟଭୀତ ହେବା ବହୁତଥର ଆମକୁ ଲଜ୍ଜିତ କରିଦେଇଥାଏ , ଏଥିପାଇଁ ଆଜି ଆମେ ଆପଣଙ୍କୁ ଏପରି ଏକ ଚମତ୍କାରି ଟ୍ରିକ୍ କହିବୁ ଯାହାକୁ ଆପଣଙ୍କୁ ସାହାସ ଦେବ ଓ ଗର୍ବରେ ଛାତି ଚଉଡା ହୋଈଯିବ , ଏହି ଜିନିଷ ବହୁତ୍ ଲୋକଙ୍କ ସହ ହୋଇଥାଏ , କେବେ ସମାଜରେ ସମସ୍ତଙ୍କ ସାମ୍ନାରେ ଭାଷଣ ଦେଇପାରିନଥିବେ ଓ ଯେଉଁ ଝିଅ ସହ ପ୍ରଥମଥର କଥା ହେଉଛନ୍ତି ସେ ଏହି ସମସ୍ୟା ସହ ଗତିକରୁଥିବେ , ଏହି ଭୟଭିତ ହେବାକୁ ନର୍ଭସନେସ୍ କହନ୍ତି , ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ଯେଉଁ ଲୋକ କହିବାକୁ ଡର ଳାଗେ , ସେମାନେ ଝିଅମାନଙ୍କ ସହ କଥାବାର୍ତ୍ତା କଲେ ଅଟକି ଅଟକି କୁହନ୍ତି , ଓ ଏହି ଉପାୟ ଦ୍ୱାରା ଆପଣଙ୍କ ଅସୁବିଧାର ସମାଧାନ କରିବୁ ।

ଯେବେ କେଉଁ ବ୍ୟକ୍ତିକୁ କେଉଁ କାମରେ ଭିଡ ସାମ୍ନା କରିବାକୁ ଡର ଲାଗିଥାଏ , ତେବେ ତାର ମସ୍ତିଷ୍କ ଠିକ୍ ଭାବେ କମାଣ୍ତ କରିପାରେ ନାହିଁ , ଓ ସଠିକ୍ ଭାବେ କହିପାରିନଥାଏ , କିମ୍ବା ସଠିକ୍ ଭାବେ ଦର୍ଶାଇପାରି ନଥାଏ , ଏହି ସ୍ଥିତିରେ ଆମେ ଆପଣଙ୍କୁ କହିବୁ କି ଶାନ୍ତ ରୁହନ୍ତୁ , ଏହି ପ୍ରକାରର ଭୟଭୀତ ହେବା ବହୁତ ଥର ସମ୍ଭାଳି ହୁଏ ନାହିଁ , ଓ ଅସୁବିଧାରେ ପଡିଯାଆନ୍ତି ,

ଏଥିପାଇଁ ନିଜ ବୁଢା ଆଙ୍ଗୁଠିକୁ ଠିକ୍ ମୁହଁ ସାମ୍ନାରେ ଆଣି ଲଗାତାର ୩-୪ମିନିଟ୍ ପର୍ଯ୍ୟନ୍ତ ଫୁଙ୍କନ୍ତୁ , ଓ ଏହାଦ୍ୱାରା ଆପଣଙ୍କ ଶରୀର ଶାନ୍ତହୋଈଯିବ , ଓ ଆପଣଙ୍କ ମସ୍ତିଷ୍କ ଥଣ୍ତା ହୋଇଯିବ , ଓ ଭୟ ଦୂର ହୋଈଜିବ  ଯେବେ ପର୍ଯ୍ୟନ୍ତ ମଣିଷ ମନ ଶାନ୍ତ ହୋଇନଥାଏ , ତେବେ ସେ କିଛି ଭାବିକରି କହିପାରିବ ନାହିଁ , ଏଥିପାଇଁ ଆପଣଙ୍କୁ ଭୟଭୀତ୍ ହେବା ଉପରେ ନିଜ ଦିମାଗକୁ ଶାନ୍ତ କରି ବହୁତ ଶାନ୍ତିରେ ରହିବାର ଅଛି , ଏହି ଉପାୟକୁ ବହୁତ ଲୋକ ଆପଣାଇଛନ୍ତି , ଓ କାର୍ଯ୍ୟଶୀଳ ହି ହୋଇଛି ।

Leave a Reply

Your email address will not be published. Required fields are marked *