ମାତ୍ର ୩୦ ଟଙ୍କାରେ ତିଆରି କରନ୍ତୁ ଆୟୁଷ୍ମାନ୍ କାର୍ଡ , ମେଡିକାଲ୍ ରେ ସମ୍ପୂର୍ଣ ମାଗଣାରେ ୫ ଲକ୍ଷ ପର୍ଯ୍ୟନ୍ତ ଚିକିତ୍ସା ହେବ..

ଏହା ଏକ ସାଧାରଣ ବ୍ୟକ୍ତି ପାଇଁ ଖବର ଅଟେ , ବହୁତଥର ଲୋକଙ୍କ ପାଖରେ ଚିକିତ୍ସା ପାଇଂ ପର୍ଯ୍ୟାପ୍ତ ପଇସା ନଥାଏ , ଏହି ସମସ୍ୟାକୁ ଦେଖିକରି ଭାରତ ସରଆର ଆୟୁଷ୍ମାନ୍ ଭାରତ ଯୋଜନା ଆରମ୍ଭ କରିଥିଲେ , ଏହା ଏକ ସ୍ୱାସ୍ଥ୍ୟ ଯୋଜନା ଅଟେ , ଯାହା ଦ୍ୱାରା ଆସୁଥିବା ପ୍ରତି ପରିବାରକୁ ୫ ଲକ୍ଷ ଟଙ୍କାର କ୍ୟାଶ୍ ଲେସ୍ ସ୍ୱାସ୍ଥ୍ୟ ବୀମା ଉପଲ୍ଲବ୍ଧ କରାଯିବ , ୧୦ କୋଟୀ ବିପିଏଲ୍ ଧାରକ ପରିବାର ଏହି ଯୋଜନା ପାଇଁ ସିଧା ଲାଭ ଉଠାଇପାରିବେ , ଏହି ଯୋଜନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୪ ଅପ୍ରେଲ୍ ୨୦୧୮ କୁ ଭୀମରାଓ ଆମ୍ବେଦକର ଜୟନ୍ତିରେ ଛତିଶଗଡ ବିଜାପୁର ଜିଲ୍ଲାରେ ଆରମ୍ଭ କରିଥିଲେ,  ଆସନ୍ତୁ ଏହି ଯୋଜନା ବିଷୟରେ ଜାଣିବା ।

ଆୟୁଷ୍ମାନ ଭାରତ ଯୋଜନାରେ ଆପଣଙ୍କ ନାଁ ଅଛି କି ନାହିଁ ଏହା ଜାଣିବାପାଇଁ ୱେବସାଇଟ୍ https://www.pmjay.gov,in ରେ ଚେକ୍ କରାଯାଇପାରିବ , ଏହାପାଇଁ ଆପଣ ପ୍ରଥମେ ୱେବସାଇଡ୍ ଭିଜିଟ୍ କରନ୍ତୁ , ଏଠାରେ ହୋମ୍ ପେଜ୍ ରେ ଏକ ବକ୍ସ ଦେଖାଦେବ , ଏଥିରେ ସଂବନ୍ଧିତ ବ୍ୟକ୍ତି  ନିଜ ମୋବାଇଲ୍ ନମ୍ବର ଦର୍ଜ କରାଇବାକୁ ହେବ , ଓ ସେହି ନମ୍ବରରେ ଓଟିପି ଆସିବ , ତାକୁ ଭେରିଫାଇ କରିବେ , ଏହାପରେ ଆପଣଙ୍କୁ ଜଣାପଡିଯିବ କି ଆପଣ ରେଜିଷ୍ଟର ଅଛନ୍ତି କି ନାହିଁ , ଏହା ଛଡା ଟୋଲ୍ ଫ୍ରି ନମ୍ବର ୧୪୫୫୫ ରେ କଲ୍ କରି ଯୋଜନାର ନାଁ ଷ୍ଟାଟସ୍ ପତ୍ତା କରାଯାଇପାରିବ , ଏହା ଛଡା ମେଡିକାଲ୍ ରେ ଯାଇକରି ଯୋଜନାର ପତ୍ତା ଲଗାଇପାରିବେ , ଯେବେ ରୋଗୀ ମେଡିକାଲ୍ ରେ ଭର୍ତ୍ତି ହେବ , ତେବେ ବିମା ସଂମ୍ବନ୍ଧୀ କାଗଜପତ୍ର ଦେବାକୁ ପଡିବ , ଏହି ଆଧାରରେ ମେଡିକାଲ୍ ସଂବନ୍ଧିତ ବିମା କମ୍ପାନୀ ଚିକିତ୍ସା ଖର୍ଚ୍ଚ ବିଷୟରେ ସୁଚିତ କରାଯିବ ।

ଆୟୁଷ୍ମାନ ଭାରତ ଯୋଜନା ଦ୍ୱାରା ଏକ ଭଲ କଥା ଏହା କି ଏହାପାଇଁ ଆପଣଙ୍କୁ ଆଧାର କାର୍ଡ ଦରକାର ନାହିଁ , ଏହା ବିନା ଆପଣ ଏହି ଯୋଜନା ପାଇଁ ପ୍ରୟାସ କରିପାରିବେ , ସୁପ୍ରିମ୍ କୋର୍ଟ ଏହ ସ୍ପଷ୍ଟ ଆଦେଶ ଦେଇଛନ୍ତି କି କେଉଁ ସରକାରୀ ଯୋଜନା ଲାଭ ନେବାପାଇଁ ଆଧାର କାର୍ଡ ଅନିର୍ବାର୍ଯ୍ୟ ନାହିଁ , ଆୟୁଷ୍ମାନ୍ ଯୋଜନା ଦ୍ୱାରା ନବଜାତ ଛୁଆଙ୍କ ସ୍ୱାସ୍ଥ୍ୟ , କିଶୋର ସ୍ୱାସ୍ଥ୍ୟ ସୁବିଧା , ସଂକ୍ରମକ ଓ ଅନ୍ୟ ରୋଗ, ଆଖି,ନାକ ,ଗଳା କାନ ସଂବନ୍ଧୀ ରୋଗ , ଡେଲିଭରି ସଂବନ୍ଧି କେସ୍ ଆଦି ଚିକିତ୍ସା ହୋଇପାରିବ , ଏତିକି ନୁହେଁ ଏହି ଯୋଜନା ଦ୍ୱାରା ବୟସ୍କ ଲୋକଙ୍କର ଚିକିତ୍ସା କରାଯାଇପାରିବ ,

Leave a Reply

Your email address will not be published. Required fields are marked *