ଗୋଟିଏ ମେଡିକାଲ୍ ରେ ଏକାବେଳେ ୯ ଜଣ ନର୍ସ ଏକା ସାଙ୍ଗେ ମା ହେଇଗଲେ – ଜାଣନ୍ତୁ କଣ ଅଛି ଏହା ପଛରେ ସତ୍ୟତା..

ଆପଣ କେବେ କିଛି ଅଜବ ଖବରରେ ଏହା ତ ପଢିଥିବେ କି ଗୋଟେ ସ୍ୱିମିଙ୍ଗ୍ ପୁଲ୍ ରେ ଗାଧୋଉଥିବା ବେଳେ ଗୋଟେ ସାଙ୍ଗେ ୨୧ ଜଣ ବାନ୍ଧବୀ ଗର୍ଭବତୀ ହୋଇଯାଇଥିଲେ , ଏହା କେଉଁ ଚମତ୍କାରୀ କୁଣ୍ତ ନୁହେଁ , ବରଂ ସେହି ପାଣିରେ କିଛି ଥିଲା , ଯାହା ସମ୍ଭବ ହୋଇଗଲା , ଓ ଏହି ଖବର ବହୁତ ଚର୍ଚ୍ଚିତ ହୋଇଥିଲା , କାରଣ ଏହି କଥା ଅଜବ ଥିଲା । କିନ୍ତୁ ଏହି କଥା ଅଜବ ଭାରତରେ ନୁହେଁ ବିଦେଶରେ ନୁହେଁ , କାରଣ ସେ ଲୋକ ଏମିତି ତୁଚ୍ଚ୍ୟ ହରକତ କରନ୍ତି , ଯାହାକୁ ନେଇ ସେମାନେ ଚର୍ଚ୍ଚିତ ହୁଅନ୍ତୁ ବୋଲି , କିନ୍ତୁ ଏବେ ମେଡିକାଲରେ ନିଜର ଗଭବତୀ ହେବା ୯ ଜଣ ନର୍ସଙ୍କ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରାଇଦେଇଛି  ,ଓ ବେବୀ ବମ୍ପ ପ୍ରସନ ତାରିଖ ସହ ଫଟୋ ସେୟାର୍ରେ ଖଲବଲି ମଚାଇଦେଇଛି ,

ଏହି ସବୁ ଗୋଟିଏ ୱାର୍ଡର ଅଟନ୍ତି , ଓ ସମସ୍ତଙ୍କ ଗର୍ଭପାତର ନିର୍ଦ୍ଧାରିତ ଅନୁମାନିତ ମାସ ଅପ୍ରେଲରୁ ଜୁଲାଇ ମାସ ମଧ୍ୟର୍ ଅଛି , ଏହା ଏକ ଅଜବ ସଂଯୋଗ ଅଟେ । ଓ ଏଥିରେ ମେଡିକାଲ୍ ରେ ଭର୍ତ୍ତି ରୋଗୀର ପରିବାର ଲୋକଙ୍କ ଚିନ୍ତା ସ୍ୱାଭାବିକ ଅଟେ , କଣ ଏହା କେଉଁ ପବ୍ଲିସିଟି ଷ୍ଟଣ୍ଟ କିମ୍ବା ଅନ୍ୟ କେଉଁ ସଂଯୋଗ ଜାଣନ୍ତୁ କଣ ଅଟେ ଏହାର ମାମଲା ।

ଲୋକେ ଏହା ବି ଭାବୁଛନ୍ତି କି ଯଦି ୯ ଜଣ ମହିଳା ଗର୍ଭବତୀ ହୋଈଯାଆନ୍ତି , ତେବେ ମେଡିକାଲ୍ ଅବସ୍ଥା କଣ ହେବ , ତେବେ ଜାଣିନିଅନ୍ତୁ କି ମେଡିକାଲରେ ୮୦ ରୁ ଅଧିକା ମହିଳା ସିଷ୍ଟର୍ ଅଛନ୍ତି , ଏଥିରେ ଏହି ୮୦ ପ୍ରସବ ୱାର୍ଡରେ ଅଛନ୍ତି , ବାକି ଷ୍ଟାଫ୍ ମହିଳାବାଲା ଅଧିକା ଅଛନ୍ତି , ଏଥିପାଇଁ ଚିନ୍ତିତ ହେବାର କଥା ନାହିଁ , ଓ ଏହା ପବ୍ଲିସିଟି ଷ୍ଟଣ୍ଟ ପରି ଲାଗୁଛି  ,

ଲୋକେ ଏହି ମେଡିକାଲ୍ କୁ ଦେଖିବାକୁ ଆସୁଛନ୍ତି କି କଣ ପ୍ରକୃତରେ ଏହି ସବୁ ମହିଳା ଗର୍ଭବତୀ ଅଛନ୍ତି , ନା କେବଳ ବେବି ବମ୍ପ ଦେଖାଉଛନ୍ତି , ଏଥିରେ ଅଧିକାଂଶ ଦ୍ୱିତିୟଥର ମା ହୋଇଛନ୍ତି , ଏହା ବି ଜାଣିନିଅନ୍ତୁ , ଏହି ମେଡିକାଲ୍ ର କହିବା କଥା କି ଗର୍ଭବତୀଙ୍କୁ ଦେଖିକରି ମହିଳା ମା ହେବାରେ ପ୍ରେରିତ ହେଉଛନ୍ତି , ଯାହା ଆମର ଭାଷରେ ମଇଁଷି ଚାଲ କହନ୍ତି  ମେଡିକାଲ୍ ରେ ନିଜ ବ୍ରାଣ୍ତ ବନାଇବାପାଇଁ ଏହି ଖବରକୁ ଆଡଭରଟାଇଜମେଣ୍ଟ କରାଯାଇଥିଲା , ଯେଉଁଥିରେ କିଛି ଭୁଲ୍ ନୁହେଁ ଓ ଲୋକଙ୍କର ବିଶ୍ୱାସ ବଢିବ ।

Leave a Reply

Your email address will not be published. Required fields are marked *