୪୨ ବର୍ଷ ମହିଳାଙ୍କୁ ହେଲା ୬୮ ବର୍ଷୀୟ ବୟସ୍କ ବ୍ୟକ୍ତିଙ୍କ ସହ ପ୍ରେମ , ବାହାଘରରେ ଖର୍ଚ୍ଚ କରିଲେ କେବଳ ୩୫୦ ଟଙ୍କା – ଆଉ ତାପରେ ଯାହା ହେଲା ଜାଣିଲେ ଆପଣ..

ବନ୍ଧୁଗଣ,କୁହନ୍ତି ନା ଯେବେ କାହାକୁ ପ୍ରେମ ହୋଇଯାଏ ତେବେ ଖାଲି ତାହା ହୋଇଯାଏ , ତାପରେ ଆମର ହୃଦୟ ବାଲା ରଙ୍ଗ ରୁପ ବୟସ ଦେଖେ ନାହିଁ , ସଚ୍ଚା ପ୍ରେମ ତାହା ହୋଇଥାଏ , ଯେଉଁଥିରେ କେଉଁ ବନ୍ଧନ ନଥାଏ , ଏମିତିରେ ଆଜି ଆମେ ଆପଣଙ୍କୁ ଏପରି ଏକ ପ୍ରେମ କାହାଣୀ ବିଷୟରେ ଅବଗତ କରାଇବୁ , ଯାହା ବଲିଉଡ୍ ଫିଲ୍ମରେ କେବେ ଦେଖିନଥିଏ , ଏହି କାହାଣୀ ୪୨ ବର୍ଷୀୟ ଭାରତୀୟ ଡାକ୍ତର ଓ ବିଜନେସ୍ ହ୍ୟୁମ୍ୟାନ୍ ଅପ୍ରିତମ୍ ଓ ୬୮ ବର୍ଷୀୟ ଏଡ୍ ଙ୍କ ସହ ହୋଇଥିଲାଅପ୍ରିତମ୍ ଙ୍କୁ ଏପରି ଏକ ବ୍ୟକ୍ତିଙ୍କ ସହ ପ୍ରେମ ସଂମ୍ପର୍କ ହେଲା ଯିଏକି ୨୬ ବର୍ଷ ବଡ ଥିଲେ , ଏହି କଥା ତାଙ୍କର ପରିବାର ଲୋକେ ସମାଜର ଅନ୍ୟ ଲୋକଙ୍କୁ ହଜମ ହେଲା ନାହିଁ , କିନ୍ତୁ ଏହି ଦୁହେଁ ଭାଗ୍ୟରେ ଏକାଠି ଲେଖା ହୋଇଥିଲା , ଅପ୍ରିତମ୍ ୪୨ ବର୍ଷୀୟ ସିଙ୍ଗଲ୍ ମହିଳା ଥିଲେ , ଯିଏକି ନିଜ ଲାଇଫ୍ ରେ ବହୁତ ଖୁସିରେ ଥିଲେ ,

ସେମିତି ଏଡ୍ ଏକ ଛାଡପତ୍ର ଦେଇଥିବା ବ୍ୟକ୍ତି ଥିଲେ,  ଯାହାଙ୍କର ୩ ଟି ଝିଅ ଅଛି , ଏମିତିରେ ଯେବେ ଅପ୍ରିତମ୍ ନିଜ ଜୀବନସାଥୀ ରୁପରେ ଏଡ୍ ଙ୍କୁ ବାଛିଲେ ଲୋକ ଟିକିଏ ପରିହାସ କଲେ , ଘର ଲୋକ ଓ ପରିବାର ଲୋକେ କହିବାକୁ ଲାଗିଲେ କି ତୁମେ ବାହା ହେବାର ପାଇଁ ଆଉ କେହି ମିଳିଲେ ନାହିଁ , ଏକ ଛାଡପତ୍ର ଦେଇଥିବା ଲୋକକୁ ତୁମେ ବାହାହେଉଛ , ଯିଏକି ୨୬ ବର୍ଷ ବଡ ଅଟେ , ଓ ତାଙ୍କର ତିନୋଟି ଝିଅ ଅଛି , କିନ୍ତୁ ଆମର ଅପ୍ରିତିମ୍ ତାଙ୍କୁ ନିଜ ହୃଦୟ ଆଗରୁ ଦେଇସାରିଥିଲେ , ବିବାହ କରିବାର ନିଷ୍ପତ୍ତି ନେଇସାରିଥିଲେ , ସେ ଅଧିକା ବୟସ୍କ ଏଡ୍ ଙ୍କ ହୃଦୟ ଓ ନେଚର୍ କୁ ଦେଖି ଭଲ ପାଇବସିଥିଲେ ।

ଅପ୍ରିତିମ୍ ଓ ଏଡ୍ ଙ୍କ ସାକ୍ଷାତ କେଉଁ ଫିଲ୍ମ କାହାଣୀରୁ କମ୍ ନୁହେଁ , ଏଡ୍ ନିଜ ଫ୍ଲାଇଟ୍ ରେ ଆଫ୍ରିକା ଯାଉଥିଲେ , କିନ୍ତୁ ଫ୍ଲାଇଟ୍ ଲେଟ୍ ହୋଇଗଲା , ଏମିତିରେ ଯେବେ ସେ ଏୟାର୍ ପୋର୍ଟରେ ଯାଇଥିଲେ ସେଠାରେ ତାଙ୍କର ସାକ୍ଷାତ ଅପ୍ରିତିମ୍ ଙ୍କ ସହ ହୋଇଥିଲା, ତାଙ୍କ ମଧ୍ୟରେ କିଛି କଥାବାର୍ତ୍ତା ହେଲା , ଓ ତାପରେ ଏଡ୍ ଅପ୍ରିତିମ୍ ଙ୍କୁ ଡିନର୍ ପାଇଁ ଆମନ୍ତ୍ରଣ କଲେ ,ଅପ୍ରିତିମ୍ ଙ୍କୁ ଏଡ୍ ଙ୍କ ନେଚର୍ ଭଲ ଲାଗିଲା ସେଥିପାଇଁ ସେ ଡିନର୍ ପାଇଁ ମନା କରିପାରିନଥିଲେ , ଏହି ଦୁହେଁ ଏକାଠି ଡିନର୍ କଲେ , ତାପରେ ଏଡ୍ ନିଜର୍ ଫ୍ଲାଇଟ୍ ରେ ଆଫ୍ରିକା ଚାଲିଗଲେ , କିନ୍ତୁ ଏହାପରେ ଅପ୍ରିତିମ୍ ଏଡ୍ ଙ୍କ ଟଚ୍ ରେ ରହିଲେ , ଅପ୍ରିତିମ୍ ଦିନସାରା ସବୁ ସୁଚନା ନେଉଥିଲେ , ଯେପରି ଆଜି କିପରି ଦିନ କଟିଲା, ତୁମେ ଖାଇଲ କି ନାହୀଂମ୍ ଅପ୍ରିତିମ୍ ଙ୍କ ଏଡ୍ ଙ୍କ କେୟାରିଙ୍ଗ୍ ନେଚର୍ ବହୁତ ପସନ୍ଦ ଆସିଲା , ଏହାପରେ ଦିନେ ଏଡ୍ ଅପ୍ରିତିମ୍ ଙ୍କୁ ପ୍ରପୋଜ କରିଦେଲେ , ଓ ସେ ମନା କରିପାରିଲେ ନାହିଁ ।

ଅପ୍ରିତିମ୍ ଙ୍କୁ ସବୁବେଳେ ଏକ ସ୍ୱପ୍ନ ଥିଲା କି ସେ ଏକ ସରଳତାପୁର୍ଣ୍ଣ ଜୀବନ ଅତିବାହିତ କରିବେ , ଏମିତିରେ ସେ ନିଜ ବାହାଘର କୋର୍ଟରେ କରାଇଥିଲେ ଯାହାକି ବେଶୀ ଖର୍ଚ୍ଚ ଆସିନଥିଲା , ଏହା ସହ ସେ ନିଜର ବିବାହ ପାଇଁ ମୁଦି କୋର୍ଟ ଯିବାପୂର୍ବରୁ ଲୋକାଲ୍ ସପ୍ ରୁ ୧୦୦ ଟଙ୍କା ଦେଇକିଣିଥିଲେ,  ସେଠାରେ ବାହାଘରର ରେଜିଷ୍ଟ୍ରେସନ୍ ପାଇଁ ୨୫୦ ଟଙ୍କା ଲାଗିଲା , ଓ ଏହିପରି ବାହାଘର ୩୫୦ ଟଙ୍କାରେ ହୋଇଗଲା , ଏହି ବାହାଘରପରେ ଦୁହେଁ ଏକ ଖୁସିମୟ ଜିବନ ଅତିବାହିତ କରୁଛନ୍ତି , ସେପଟେ ନିଜ ଝିଅକୁ ନେଇ ଅପ୍ରିତିମ୍ ଙ୍କ ଘର ଲୋକେ ତାଙ୍କୁ ଆପଣାଇନେଲେ ,

Leave a Reply

Your email address will not be published. Required fields are marked *