ପ୍ରେମିକା କବ୍ର ଉପରେ ୪ ମାସ ପର୍ଯ୍ୟନ୍ତ ଶୋଇଥିଲା ଏହି ପ୍ରେମିକ , ଦିନେ ବାହାରି ଆସିଲା ଶବ , ତାପରେ ଯାହା ହେଲା..

କୁହନ୍ତି ନା ପ୍ରେମ ଓ ଶତ୍ରୁତା ହୋଇଥାଏ ତେବେ ସେ ଏହାର ସବୁ ସୀମା ପାର୍ କରିଦେଇଥାଏ , ଉତ୍ତର ପ୍ରଦେଶର ହାପୁଡ୍ ରେ ଏପରି ଏକ ମାମଲା ଚାରିପଟେ ସନସନି ହୋଇଛି , ଯାହାକି ଏହା ଖବର ଶୁଣିବାକୁ ମିଳୁଛି କି ଏମିତି ବି ହୋଇପାରେ , ଜଣେ ପ୍ରେମୀର ପାଗଳାମୀ ଏତେ ପର୍ଯ୍ୟନ୍ତ୍ ପହଞ୍ଚିଗଲା ଜେବେ ସେ ସବୁ ଦିନ ନିଜ ପ୍ରେମିକାର ଶବ ଉପରେ ଯାଇ ଶୋଉଥିଲା,  କବର୍ ଉପରେ ଶୋଇବା ସମୟରେ ଅଚାନକ ସନ୍ଦେହ ହେଲା କି ତାର ମୃତ୍ୟୁର କିଛି ଗଡବଡି ଅଛି , ଓ ତାକୁ ଲାଗିଲା କି ପ୍ରେମିକାର ହତ୍ୟା କରାଯାଇଛି ,ତାପରେ କଣ ହେବ , ସେ ନିଜ ପ୍ରେମିକାର ମୃତ୍ୟୁର ଚାରି ମାସ ପରେ କୋର୍ଟର ଆଶ୍ରୟ ନେଇଥିଲା , କୋର୍ଟକୁ ବଡିର ପୋଷ୍ଟମର୍ଟମ ପାଇଁ ଗୁହାରି କଲା,  କୋର୍ଟ ତାହାର ରାୟ ମାନିନେଲେ , ଓ ବଡିର ପୋଷ୍ଟମର୍ଟମ୍ ପାଇଁ ପଠାଇଦେଲେ,

ପ୍ରେମୀ ଏହି କଥା ମୃତିକାର ଘର ଲୋକଙ୍କୁ ହଜମ ହେଲାନି , ତେବେ ସେ ପ୍ରେମୀ ଉପରେ ଫାଇରିଙ୍ଗ୍ କରାଇଦେଲ୍ , ଓ ସେ ଆଘାତ ପ୍ରାପ୍ତ ହୋଇଥିଲା , ଯାହାପରେ ମେଡିକାଲ୍ ରେ ତାଙ୍କୁ ଭର୍ତ୍ତି କରାଯାଇଥିଲା,  ଓ ତାପରେ ମେରଠ ପଠାଇଥିଲେ, ଏବେ ପୋଲିସ୍ ସେହି ମାମଲାର ଯାଞ୍ଚ କରୁଛନ୍ତି ।ଆପଣଙ୍କୁ କହିଦେବୁ କି ଏହି ମାମଲା ଥାନା ସିମ୍ବାବଲୀ କ୍ଷେତ୍ରର ଗାଂ ମୁରାଦାପୁରର ଅଟେ,  ଗାଁର ଯୁବକ-ଯୁବତୀ ଜଣେ ଅନ୍ୟ ଜଣଙ୍କୁ ଭଲପାଇବସିଲେ , ଏହି ପ୍ରେମ ଝିଅର ଘର ଲୋକଙ୍କୁ ପସନ୍ଦ ଲାଗିଳା ନାହିଂମ୍ , ଦିନେ ଅଚାନକ ଆଜିଠୁ ସାତ ମାସ ପୁର୍ବରୁ ଯୁବତୀର ସଂନ୍ଧିଗ୍ନ ପରିସ୍ଥିତିଏ ମୃତ୍ୟୁ ହୋଇଗଲା , ଓ ପରିବାର ଲୋକେ ଶବକୁ ନେଇ ଏକ କବରିସ୍ଥାନ ରେ ପୋତିଦେଲେ ,  ଏହି କଥା ବିଷୟରେ ଜଣା ପଡିବା ପରେ ନଦିମ ସବୁ ଦିନ ନିଜ ପ୍ରେମିକା ସହ କବର୍ ରେ ଯାଇକରି ଶୋଇବାକୁ ଲାଗିଲା , ଘରଲୋକେ କୋର୍ଟର ସାହାରା ନେଇକରି ତାହାର ହତ୍ୟା ମୁକଦ୍ଦମା ଦର୍ଜ କରାଇଦେଏଲ୍ , ଓ ଶବକୁ ପୋଷ୍ଟମର୍ଟମ୍ କରି ତାହା ଅସଲ କାରଣ ଖୋଜିବାକୁ ଲାଗିଲେ ,

କୋର୍ଟର ଆଦେଶ ପରେ ପୋଲିସ୍ ଫୋର୍ସ ଶବକୁ ବାହାର କରିବାକୁ ନେଇ କବରିସ୍ଥାନରେ ପହଞ୍ଚିଲେ , ଯାହାପରେ କୋର୍ଟ ପରେ ଶବର ପୋଷ୍ଟମର୍ଟମ୍ ପାଇଁ ପଠାଇଦିଆଗଲା , କହିଦେବୁ କି କଥାଠି ସାମ୍ନାକୁ ଆସିଲା ପରେ ପରିବାର ଲୋକେ ସାଙ୍ଗେ ସାଙ୍ଗେ ଆକ୍ସନ ଦେଖାଇଦେଉଛନ୍ତି , ଫାଇରିଙ୍ଗ୍ ରେ ରାଗି ଲୋକ ପରିବାର ପୁଅର ଫାଇରିଙ୍ଗ୍ କରିବା ଆରମ୍ଭ କରିଦେଲ୍, ଫାଇରିନ୍ଙ୍ କେବଲ ଦୁଇ ଲୋକଙ୍କୁ ମେଡିକାଲ୍ ରେ ଆଡମିଟ୍ କରାଦେଲେ,

Leave a Reply

Your email address will not be published. Required fields are marked *