ମୋଟି ଝିଅମାନଙ୍କୁ ବିବାହ କଲେ ହୋଇଥାଏ ବହୁତ ଲାଭ , ଜାଣିଲେ ହୋଇଯିବେ ଚକିତ..

ପୁଅମାନଙ୍କ ଅନୁସାରେ ବିବାହ ପାଇଁ ପତଳା ଝିଅ ପସନ୍ଦ ଆସିଥାଏ , ଅଫିସ୍ କଲେଜ୍ ର ପୁଅ ପତଳି ଝିଅମାନଙ୍କୁ ଡେଟ୍ କରିବାକୁ ଅଧିକା ପସନ୍ଦ କରନ୍ତି , କିନ୍ତୁ ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ପତଳା ଝିଅଙ୍କର ତୁଳନାରେ ମୋଟି ଝିଅଙ୍କୁ ବିବାହ କଲେ ଅଧିକା ଫାଇଦା ହୋଇଥାଏ , ହଁ ଆଜ୍ଞା ଏବେ କରାଯାଇଥିବା ଏକ ସର୍ଭେ ଅନୁସାରେ ଏହି କଥା ସାମ୍ନାକୁ ଆସିଛି କି ପତଳା ଝିଅ ମାନଙ୍କର ତୁଳନାରେ ମୋଟି ଝିଅମାନେ ଅଧିକା ଖୁସି ମିଜାଜର ହୋଇଥାନ୍ତି , ଓ ଏମାନଙ୍କର ହୃଦୟ ସଫା ହୋଇଥାଏ । ଏମିତି ଝିଅମାନଙ୍କର ଦିମାଗ ରୁ ଅଧିକା ହୃଦୟରୁ ବେଶୀ ଭାବିଥାନ୍ତି , ଓ ନିଜ ହୃଦୟର କଥା ଶୁଣିଥାନ୍ତି , ଏମାନଙ୍କ ପାଇଁ ନିଜ ସ୍ୱାମୀ ସବୁ କିଛି ହୋଇଥାଏ , ମୋଟି ଝିଅମାନେ ନିଜ ସ୍ୱାମୀଙ୍କ ସହ ନିଜ ଶଶୁରଘରର ସବୁ ଦାୟିତ୍ୱ ନେଇଥାନ୍ତି , ଓ ତାଙ୍କୁ ଖୁସି କରାଇବାକୁ ଚେଷ୍ଟିତ ରୁହନ୍ତି ।

ବହୁତଥର ଦେଖାଯାଇଛି କି ପତଳା ଝିଅମାନଙ୍କର ତୁଳନାରେ ମୋଟି ଝିଅଙ୍କୁ ବାହା ହେଲେ ପୁରୁଷଙ୍କ ଦଶଗୁଣା ଖୁସି ରୁହନ୍ତି , ଯଦି ଆପଣଙ୍କୁ ଖାଇବାର ସଉକ ଅଛି ତେବେ ମୋଟି ଝିଅଙ୍କୁ ପସନ୍ଦ କରିବା ଉଚିତ୍ , କାରଣ ତାଙ୍କୁ ଆପଣଙ୍କ ସଉକ ବିଷୟରେ କୌଣସି ଅସୁବିଧା ହୁଏ ନାହିଁ ।

ବାହାଘର ପରେ ଶଶୁରଘରେ ବହୁତ କାମ ହୋଇଥାଏ , ଏହି କାମରୁ କେଉଁ ଝିଅ ବିବାହ ପୂର୍ବରୁ ନିଜ ପୁରା ଜୀବନ କରିନଥିବେ , ଯେତେ କାମ ସେ ବିବାହ ପରେ ଗୋଟେ ଦିନରେ କରିବାକୁ ପଡିଥାଏ ।

ବିବାହ ପରେ ବହୁତ ଦାୟିତ୍ୱ ବଢିଯାଇଥାଏ , ଓ ପତଳି ଝିଅମାନଙ୍କ ମୁକାବଲାରେ ମୋଟି ଝିଅମାନେ ନିଜ ଦାୟିତ୍ୱ ଭଲ ଭାବେ ନିଭାଇଥାନ୍ତି , ଓ ଅନ୍ୟ ମାନଙ୍କ ସେବା କରିବା ଅଧିକା ପସନ୍ଦ ଲାଗିଥାଏ ।

ଏହା ଛଡା କୁହାଯାଏ କି ଘରର କାମ କରିବାରେ ମୋଟି ଝିଅମାନଙ୍କୁ ଅଧିକା ଫୁର୍ତ୍ତିଲା ହୋଇଥାନ୍ତି , ଏମାନଙ୍କୁ ସବୁ କାମ ସଠିକ୍ ଭାବେ କରିବାକୁ ଆସିଥାଏ , କେଉଁ ବି କାମ କରିବାକୁ ପାଇଁ ଅଧିକା ସମୟ ଦରକାର ପଡିନଥାଏ ।

Leave a Reply

Your email address will not be published. Required fields are marked *