ଟ୍ରାଫିକ୍ ସିଗନାଲ୍ ର ଲାଇଟ୍ ଲାଲ୍, ହଳଦିଆ, ଓ ସବୁଜ କଣ ପାଇଁ ହୋଇଥାଏ , କଣ ଆପଣଙ୍କୁ ଜଣା ଅଛି ଏହାର କାରଣ – ଏବେ ଜାଣି ରଖନ୍ତୁ..

ରାସ୍ତାରେ ସୁରକ୍ଷିତ ଯିବାଆସିବା କରିବାପାଇଁ ନିୟମଗୁଡିକ ପାଳନ କରିବାକୁ ପଡିଥାଏ , ଏହି ନିୟମରେ ଟ୍ରାଫିକ୍ ସିଗନାଲ୍ ବି ଆସିଥାଏ , ଯାହାର ବିଷୟରେ ଅଧିକାଂଶ ଲୋକେ ଜାଣିଛନ୍ତି , ତା ସତ୍ତ୍ୱେ ବି କହିଦେବୁ କି ଟ୍ରାଫିକ୍ ସିଗନାଲ୍ ରେ ତିନୋଟି ରଙ୍ଗର ଲାଇଟ୍ ଲାଗିଥାଏ , କଣ ଆପଣ ଏହି ଲାଇଟ୍ ର ଉପଯୋଗିତା ଓ ଏହା କଣ ପାଇଁ ଅଛି ତାହା ବିଷୟରେ ଜାଣିଛନ୍ତି ତେବେ ଆସନ୍ତୁ ଜଣାଇବୁ ସେହି ବିଷୟରେ ।ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ଦୁନିଆଁର ସବୁଠାରୁ ପ୍ରଥମ ଲାଇଟ୍ ୧୦ ଡିସେମ୍ବର ୧୮୬୮ ରେ ଲଣ୍ତନର ବ୍ରିଟିଶ୍ ହାଉସ୍ ଅଫ୍ ପାର୍ଲାମେଣ୍ଟର ସାମ୍ନାରେ ଲଗା ହୋଇଥିଲା , ଏହି ଲାଇଟ୍ କୁ ଜେକେ ନାଇଟ୍ ନାମକ ରେଲୱେ ଇଞ୍ଜିନିୟର ଲଗାଇଥିଲେ ,

ତେବେ ରାତିରେ ଟ୍ରାଫିକ୍ ଲାଇଟ୍ ଦେଖାଯିବାପାଇଁ ଗ୍ୟାସ୍ ଭର୍ତ୍ତି କରାଯାଉଥିଲା , ଏହା ଅଧିକା ଦିନ ଯାକ ଚାଳିପାରେ ନାହିଁ , ଓ ଏହା ଗ୍ୟାସର ସମସ୍ୟା ଯୋଗୁଁ ଫାଟି ଯାଉଥିଲା , ଖାସ୍ କଥା ଏହା କି ସେହି ସମୟରେ ଟ୍ରାଫିକ୍ ଲାଇଟ୍ ରେ କେବଳ ଦୁଇଟି ରଙ୍ଗର ବ୍ୟବହାର କରାଯାଉଥିଲା । ଏବେ ଆପଣଙ୍କୁ କହିଦେବୁ କି ଟ୍ରାଫିକ୍ ସିଗନାଲ୍ ରେ ଲାଲ୍, ସବୁଜ , ହଳଦିଆ ରଙ୍ଗର ବ୍ୟବହାର କରାଯାଏ , ଲାଲ ଓ ଅନ୍ୟ ରଙ୍ଗ ଅପେକ୍ଷା ଅଧିକା ଗାଢା ହୋଇଥାଏ , ଏହା ଦୂରରୁ ଦେଖାଯାଏ , ଲାଲ ରଙ୍ଗର ପ୍ରୟୋଗ ଏହି କଥାର ସଙ୍କେତ ଦିଏ କି ଆଗକୁ ବିପଦ ଅଛି , ଆପଣ ଅଟକିଯାଆନ୍ତୁ ।

ଟ୍ରାଫିକ୍ ଲାଇଟ୍ ରେ ହଳଦିଆ ରଙ୍ଗର ବ୍ୟବହାର ଏଥିପାଇଁ କରାଯାଏ କାରଣ ଏହି ରଙ୍ଗ ଉର୍ଜା ଓ ସୁର୍ଯ୍ୟଙ୍କ ପ୍ରତିକ ବୋଲି ଜଣାଯାଏ , ଏହି ରଙ୍ଗ କହିଥାଏ କି ଆପଣ ନିଜ ଉର୍ଜାକୁ ରଖି ସଡକରେ ଯିବାକୁ ପ୍ରସ୍ତୁତ ରୁହନ୍ତୁ ।

ସବୁଜ ରଙ୍ଗ ପ୍ରକୃତିର ଶାନ୍ତିର ପ୍ରତିକ ବୋଲି ଜଣାଯାଏ , ଟ୍ରାଫିକ୍ ଲାଇଟ୍ ଏହି ରଙ୍ଗର ବ୍ୟବହାର କରାଯାଏ , କାରଣ ଏହି ବିପଦ ବିଲକୁଲ୍ ବିପରିତ ହୋଇଥାଏ , ଏହାର୍ ମତଲବ ହୋଇଥାଏ କି ଆପଣ ବିନା କୌଣସି ବିପଦରେ ଆଗକୁ ବଢି ପାରିବେ ।

Leave a Reply

Your email address will not be published. Required fields are marked *