ସଚିନ୍ ତେନ୍ଦୁଲକରଙ୍କ ଝିଅ ଏହି ବିସ୍ପୋରକ ବ୍ୟାଟ୍ସମ୍ୟାନ୍ ଙ୍କ ପ୍ରେମରେ ଦିବାନା – ଖୋଲାଖୋଲି ସମସ୍ତଙ୍କ ଆଗେ କହିଲେ ନିଜ ମନର କଥା.. ଦେଖନ୍ତୁ କିଏ ସେ ମହାନ ଖେଳାଳି..

ସଚିନ୍ ତେନ୍ଦୁଲକର ଯାହାଙ୍କୁ କ୍ରିକେଟ୍ ର ଭଗବାନ କୁହାଯାଏ , ସେ ଭାରତର ଅନମୋଲ ରତ୍ନ ଅଟନ୍ତି , ସଚିନ୍ ଏକ ମାତ୍ର ନାଁ ନୁହେଁ ବରଂ ଏକ ପ୍ରେରଣାର ଅତୁଳନିୟ ସ୍ରୋତ ଅଟନ୍ତି , ଏହାର ଅତିରିକ୍ତ ବିଶ୍ୱ ପ୍ରସିଦ୍ଧ କ୍ରିକେଟିୟର୍ ସଚିନ୍ ତେନ୍ଦୁଲକର ନିଜ କ୍ୟାରିୟରରେ ବହୁତ ରେକର୍ଡ ବନାଇଛନ୍ତି , ଓ ନିଜ ସମୟରେ ସବୁଠାର୍ ମହାନ୍ ବ୍ୟାଟ୍ସମ୍ୟାନ୍ ଭିତରୁ ଜଣେ ବୋଲି ଜଣାଯାଇଛନ୍ତି । ସେ ଏମିତି ଏକ କ୍ରିକେଟିୟର ଅଟନ୍ତି , ଯାହାଙ୍କ ପାଖରେ ଅଧିକା ଶତକ କରିବାର ରେକର୍ଡ ଅଛି, ସେ କ୍ରିକେଟ୍ ରେ ୩୦ ହଜାରରୁ ଅଧିକା ରନ୍ କରିବାର ଏକ ମାତ୍ର ଖେଳାଳୀ ଅଟନ୍ତି , ଏହି କାରଣରୁ ସେ କେବଳ ଦେଶର ନୁହେଁ ବରଂ ପୁରା ବିଶ୍ୱର କ୍ରିକେଟ୍ ରେ ପ୍ରସିଦ୍ଧି ଅର୍ଜନ କରିଛନ୍ତି ।

ଏମିତି ସଚିନ୍ ତେନ୍ଦୁଲକର ଏବେ ବଡ ବ୍ୟକ୍ତିତ୍ୱ ହୋଇସାରିଛନ୍ତି , ତାଙ୍କର ଟିକିଏ ଗତିବିଧି ଓ ପରିବାରର ହାଲଚାଲ ଏବେ ମିଡିଆ ସାମ୍ନାରେ ପ୍ରଥମେ ଆସିଯାଏ , ଆଜି ଆମେ କଥା ହେଉଛୁ ସଚିନ୍ ଙ୍କ ଝିଅ ସାରା ତେନ୍ଦୁଲକରଙ୍କର , ସେ ସେଲିବ୍ରେଟି ଛୁଆଙ୍କ ମଧ୍ୟରେ ଜଣେ ଅଟନ୍ତି , ସେ ଆଜି କାଲି ବହୁତ ଚର୍ଚ୍ଚିତ ହୋଇଛନ୍ତି ।

ସେମିତି ସାରା ଲାଇମ୍ ଲାଇଟ୍ ରୁ ଦୂରେଇ ରୁହନ୍ତି , କିନ୍ତୁ ଯେବେ ବାପା ଏତେ ବଡ ଷ୍ଟାର୍ ପ୍ଲେୟାର୍ ଅଟନ୍ତି , ତାଙ୍କର ସୁନ୍ଦରୀ ଝିଅ ହୋଇ ମଧ୍ୟ ସେ ଲାଇମ୍ ଲାଇଟ୍ ରୁ ଦୁରେଇ ରୁହନ୍ତି ।

ଆପଣଙ୍କୁ କହିଦେବୁ କି ଏତେ ଛୋଟ ବୟସରେ ସେ ନିଜ ବାପାଙ୍କୁ ଭଲ କାମ କରିବାକୁ ପ୍ରେରଣା ଦେଇଆସିଛନ୍ତି , ସେ ଚ୍ୟାରିଟିରେ ଦାନ କରିବା ଶିକ୍ଷା ଦେଇଥାନ୍ତି , ଏହି କଥାର ଖୁଲାସା ନିଜେ ସଚିନ୍ ଏକ ସାକ୍ଷାତକାରରେ କରିଥିଲେ , ସେ ଇଭେଣ୍ଟରେ ତାଙ୍କ ଝିଅର ପ୍ରଶଂସା କରିବାକୁ ଭୁଲନ୍ତି ନାହିଁ , ଏହା ସହ ସେ କହିଥିଲେ , ଜୀବନରେ ଅଧିକା ପ୍ରେରଣା ଦେଉଥିବା ତାଙ୍କ ଝିଅ ହିଁ ଅଟେ ।

ଏହା ସହ ସାରାଙ୍କୁ ନେଇ କରି ଏକ ବଡ ଖବର ଆସୁଛି , ଯେଉଁଥିରେ କୁହାଯାଉଛି କି ସାରାଙ୍କ ହୃଦୟ ଏକ ବ୍ୟକ୍ତିଙ୍କ ଉପରକୁ ଆସିଯାଇଛି, ଓ ସେ ଜଣେ ମହାନ୍ ଖେଳାଳୀ ଅଟନ୍ତି ବୋଲି କୁହାଯାଉଛି ।

ଆପଣଙ୍କୁ କହିଦେବୁ କି ସେ ଆଉ କେଉଁ ଖେଳାଳୀ ନୁହନ୍ତି ବରଂ ଆମ ଭାରତୀୟ ଟିମ୍ ର ମହାନ୍ ଖେଳାଳୀ ବିରାଟ କୋହଲି ଅଟନ୍ତି , ସାରା ମିଡିଆରେ କଥାବାର୍ତ୍ତା ହେଉଥିବା ବେଳେ ସେ ବିରାଟ କୋହଲିଙ୍କ ବହୁତ ବଡ ଫ୍ୟାନ୍ ଅଟନ୍ତି ବୋଲି କହିଥିଲେ , ତାଙ୍କର ବ୍ୟାଟିଙ୍ଗ୍ ବହୁତ ପସନ୍ଦ ଆସିଥାଏ । ଯେମିତି କି ଆମେ ସମସ୍ତେ ଜାଣିଛେ କି ବିରାଟ କୋହଲି ବହୁତ ବଢିଆ ଖେଳନ୍ତି , ଅନୁଷ୍କା ଓ ବିରାଟଙ୍କ ରିସେସ୍ପନ୍ ପାର୍ଟିରେ ସାରା ଦେଖାଦେଇଥିଲେ ।

କ୍ରିକେଟ୍ ର ଭଗବାନ କୁହାଯାଉଥିବା ସଚିନ୍ ତେନ୍ଦୁଲକରଙ୍କ ବାୟୋପିକ୍ ଏବେ କିଛି ବର୍ଷ ତଳେ ରିଲିଜ୍ ହୋଇଥିଲା , ଏହି ବାୟୋପିକ୍ ନାଁ ସଚିନ୍ ଦି ବିଲିୟନ୍ ଡ୍ରିମ୍ସ ଥିଲା । ଏହି ବାୟୋପିକ୍ ରେ ସଚିନ୍ ବଲିଉଡ୍ ଦୁନିଆଁରେ ପାଦ ଦେଇଥିଲେ , କିନ୍ତୁ ଏବେ ଲାଗୁଛି କି ତାଙ୍କ ଝିଅ ସାରା ତେନ୍ଦୁଲକର ଫିଲ୍ମୀ ଦୁନିଆଁରେ କ୍ୟାରିୟର୍ ବନାଇବାକୁ ଇଚ୍ଛା ପ୍ରକାଶ କରୁଛନ୍ତି , ସାରା ତେନ୍ଦୁଲକର୍ ବହୁତ୍ ସୁନ୍ଦର ଅଟନ୍ତି , ସଚିନ୍ ଙ୍କ ଗେହ୍ଲା ଝିଅ ସାରା ନିଜ ମା ଅଞ୍ଜଳି ତେନ୍ଦୁଲକରଙ୍କ ପରି ଦେଖାଯାଆନ୍ତି ।

Leave a Reply

Your email address will not be published. Required fields are marked *