ଯଦି ଦିନରେ ବାରମ୍ବାର ହେଉଛି ଗ୍ୟାସ୍ ତେବେ ଖାଇନିଅନ୍ତୁ ଏହି ଅନୋଖା ଜିନିଷ , ସବୁ ଦିନ ପାଇଁ ପାଇବେ ଆଶ୍ୱସ୍ତି ଓ ମୁକ୍ତି ଏହି ସମସ୍ୟାରୁ…

ଆଜିର କର୍ମବ୍ୟସ୍ତ ଜୀବନ ମଧ୍ୟରେ ସମସ୍ତେ ନିଜ ଖାଦ୍ୟପେୟକୁ ନେଇ ଅନିୟମିୟତା ରହୁଛନ୍ତି , ସେମିତି ଆପଣଙ୍କୁ କହିଦେବୁ କି ଏହି କାରଣରୁ ବହୁତ ପ୍ରକାରର ସମସ୍ୟା ଉତ୍ପନ୍ନ ହୋଇଥାଏ , ଏତିକି ନୁହେଁ ଶରୀରରେ ନାନା ପ୍ରକାରର ରୋଗ ବି ହୋଇଯାଏ , କିନ୍ତୁ ଆମେ ସାଧାରଣ ସମସ୍ୟାକୁ ଅଣଦେଖା କରିଦେଉ , ଯେଉଁଥିରୁ ଗୋଟିଏ ମୁଖ୍ୟ ସମସ୍ୟା ଏହା କି ଆଜିକାଲି ଅଧିକାଂଶ ଲୋକ ଗ୍ୟାସ ରୋଗ ଯୋଗୁଁ ପିଡୀତ ଅଛନ୍ତି , ପେଟରେ ନାନା ପ୍ରକାରର ସମସ୍ୟା ଯୋଗୁଁ ପିଡୀତ ହୋଇ ଲୋକେ ଗ୍ୟାସରେ ସାମ୍ନା କରୁଛନ୍ତି , ଆପଣ ଦେଖିଥିବେ ବହୁତ ଲୋକଙ୍କୁ ଗ୍ୟାସ୍ ହେବା କାରଣରୁ ବହୁତ ଥର ଲଜ୍ଜିତ ହେବାକୁ ପଡୁଛ୍, ଏହା ଏମିତି ଏକ ଜିନିଷ ଅଟେ ,ଯାହାକୁ ଅଟକାଇପାରିବେ ନାହିଁ , ଓ ଏହି କାରଣରୁ ଆପଣଙ୍କୁ ଲଜ୍ଜିତ ହେବାକୁ ପଡୁଛି ।

ହଁ ଆଜ୍ଞା ଏତିକି ନୁହେଁ ଯଦି ଆପଣ ଏହି ଗ୍ୟାସକୁ ପ୍ରତିରୋଧ କରୁଛନ୍ତି ତେବେ ଏହା ଶରୀରରେ କେଉଁ ଭାଗରେ ପ୍ରବେଶ କରିନିଏ , ଓ ଏହା ବହୁତ କଷ୍ଟଦାୟକ ହୋଇଥାଏ , ତେବେ ଆଜି ଆମେ ଆପଣଙ୍କୁ ଏକ ପ୍ରକିୟା କହିବାକୁ ଯାଊଛୁ , ଯାହାର ସାହାଯ୍ୟରେ ଆପଣଙ୍କୁ କେବେ ବି ଗ୍ୟାସର ସମସ୍ୟା ହେବ ନାହିଁ , ତେବେ କହିଦେବୁ କି ଏହି ସମସ୍ୟାର ଆରମ୍ଭ କିପରି ହେଉଛି , ପେଟରେ ଗ୍ୟାସ କିପରି ହୁଏ ।

ତେବେ କହିଦେବୁ କି ଯେବେ ପେଟରେ ବ୍ୟାକ୍ଟେରିଆ ସେହି କାର୍ବୋହାଇଡ୍ରେଡ୍ ଙ୍କୁ ଉତ୍ତେଜିତ କରିଥାନ୍ତି , ସେମାନେ ଛୋଟ ଅନ୍ତକୁ ଠିକ୍ ଭାବରେ ପଚାଇପାରନ୍ତି ନାହିଁ , ଏହା ତେବେ ହୋଇଥାଏ ଯେବେ ଅଧିକା ସମୟ ଫାଇବର୍ ଯୁକ୍ତ ଆହାର ଖାଇବା ଦ୍ୱାରା ହୋଇଥାଏ , ଯେପରି ଫଳ, ପରିବା, ସାବୁତ୍ , ଗହମ, ସେମ, ଡାଲି ଆଦି କିନ୍ତୁ ଯଦି ଆପଣ ସମୟ ରହିବା ଭିତରେ ଏହାର ଚିକିତ୍ସା କରାଇନେବେ ଠିକ୍ ଅଛି ନହେଲେ ଏହା ଏକ ଭୟାନକ ରୋଗର ରୁପ ଧାରଣ କରିବ ।

ଯଦି ଆପଣ ଚାହୁଁଛନ୍ତି କି ଆପଣଙ୍କୁ ଗ୍ୟାସ ପରି ସମସ୍ୟାରୁ ମୁକ୍ତି ମିଳିପାରୁ ତେବେ ଲେମ୍ବୁ ଓ ଅଦାର ସାହାଯ୍ୟ ନେଇପାରିବେ , ହଁ ଏହାର ପ୍ରୟୋଗରେ ଗ୍ୟାସର ଅସୁବିଧା ଦୁର ହୋଇଯିବ , ଏବେ ଆପଣ ଭାବୁଥିବେ କି କିପରି ଅଦା ଓ ଲେମ୍ବୁର ସାହାଯ୍ୟରେ ଗ୍ୟାସରୁ ମୁକ୍ତିପାଇପାରିବେ , ତେବେ ଆପଣଙ୍କୁ କହିଦେବୁ କି ଅଦା ଓ ଲେମ୍ବୁରେ କିଛି ଏପରି ତତ୍ତ୍ୱ ଅଛି ଯାହା ଶରୀରରେ ଜାଈକରି ଖାଦ୍ୟକୁ ପଚାଇଥାଏ , ସେମିତି ଆପଣଙ୍କୁ ଏଥିପାଇଁ ଏତେ ହିଁ କରିବାକୁ ହେବ କି ଅଦା ଓ ଲେମ୍ବୁର ରସକୁ ୧-୧ ଚାମଚ ମାତ୍ରାରେ ନେଇକରି ସେଥିରେ କଳା ଲୁଣ ମିଶାଈ ଖାଇବାପରେ ସକାଳୁ ଓ ରାତ୍ରୀ ସମୟରେ  ସେବନ କରିବାକୁ ହେବ , କହିଦେବୁ କି ଏମିତି କରିଲେ ଗ୍ୟାସର ସମସ୍ୟା ଦୂର ହୋଈଯାଏ , ଓ ଏହା ଭୋଜନକୁ ଠିକ୍ ଭାବେ ହଜମ କରିବାରେ ସାହାଯ୍ୟ ବି କରେ ।

Leave a Reply

Your email address will not be published. Required fields are marked *