ମାର ଶବର ସହ ଏପରି କିଛି କରିଲେ ଅଘୋରି ପୁଅ , ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ – ଆସନ୍ତୁ ଜାଣିବା ସେହି ବିଷୟରେ

ଆଜି କାଲି ସୋସିଆଲ୍ ମିଡିଆରେ ଆସିବା ଦିନରୁ ଅଜବ ଧରଣର ଖବରଗୁଡିକ ଶୁଣିବାକୁ ମିଳୁଛି , ଯାହା କେବେ କେବେ ଆଶ୍ଚର୍ଯ୍ୟ ଲାଗିଥାଏ , ଆଜି ଆମେ ଆପଣଙ୍କୁ ଏମିତି ଏକ ଖବର କହିବାକୁ ଯାଊଛୁ , ଯାହା ଆପଣଙ୍କ ହୋସ୍ ଉଡାଇଦେବ , ଏହି ମାମଲା ତାମିଲନାଡୁର ଅଟେ ,ଯେଉଁଠି ଏକ ଆଶ୍ଚର୍ଯ୍ୟ ଓ ଚକିତ କରିଦେଲା ଭଳି ଖବର ଆସିଛି , ଯେଉଁଥିରେ ଏକ ଅଘୋରି ସାଧୁ ଅନ୍ତିମ ସଂସ୍କାର ପ୍ରଥମେ ନିଜ ମାଙ୍କ ଚିତାରେ ଆସିକରି ବସିପଡୀଲା , ଓ ଅଜବ ଧରଣର ହରକତ୍ କରିବାକୁ ଲାଗିଲା , ଯାହାକୁ ଦେଖି ସେଠାରେ ମହଜୁତ୍ ଲୋକ ଡରିଗଲେ , ଓ ଆଶ୍ଚର୍ଯ୍ୟ ହୋଇ ଏହି ଦୃଶ୍ୟକୁ ଦେଖିବାକୁ ଲାଗିଲେ ।ଏହି ମାମଲା ବିଷୟରେ ବିସ୍ତାରରେ କହିଦେବୁ , ତାମିଲନାଡୁ ର ଅରିୟମଙ୍ଗଳମ୍ ରେ ରହୁଥିବା ୭୦ ବର୍ଷ ମହିଳାଙ୍କ ନିଧନ ହୋଇଗଲା , ଯାହାକି ନିଜ ଝିଅ ସହ ରହୁଥିଲେ,  ଏହାପରେ ମହିଳା ଅନ୍ତିମ ସଂସ୍କାର କରିବାକୁ ଯେବେ ଶ୍ମଶାନ ଘାଟ ନିଆଗଲା

ତେବେ ଅନ୍ତିମ ସଂସ୍କାର କରିବାପାଇଁ ଅଘୋରି ପୁଅ ସାଧୁ ମାଣିକନାଥ ସେଠାରେ ପହଞ୍ଚିଲା , ଓ ନିଜ ମା ଠାରୁ ସେ ବହୁତ ଦିନ ଦୂରେଇଯାଇଥିଲା , ଓ ସେଠାରେ ଏକେଲା ପହଞ୍ଚିନଥିଲା,  ଓ ତା ସହ ଆହୁରି ଅଘୋରି ସାଧୁ ବି ଆସିଥିଲେ,  କିନ୍ତୁ ଯେବେ ଅଘୋରି ପୁଅ ନିଜ ମା କୁ ଦେଖିଲା ତେବେ ତତକ୍ଷଣାତ୍ ଶବ ଉପରେ ବସିଗଲା , ଓ ତାପରେ ସବୁ ଲୋକ ଦେଖିକରି ଆଶ୍ଚର୍ଯ୍ୟ ହୋଇଗଲେ । ଆପଣଙ୍କୁ କହିଦେବୁ କି ଅଘୋରି ସାଧୁ ନିଜ ମାର ଅନ୍ତିମ ଦର୍ଶନ କରିବାକୁ ଶ୍ମଶାନଘାଟରେ ପହଞ୍ଚିଥିଲା,  ଓ ତାହା ସହ ବହୁତ ଅଘୋରି ସାଧୁ ବି ଆସିଥିଲେ , ଓ ନିଜ ମାକୁ ଭସ୍ମ ଲଗାଇଲେ ଓ ତାଙ୍କ ଶରୀରରେ ବସିକରି ପୁଜା ଅର୍ଚ୍ଚନା କରିବାକୁ ଲାଗିଲେ , ଓ ତା ସହ ଆସିଥିବା ଅଘୋରି ସାଧୁ ବି ତା ସହ ସେହି ମନ୍ତ୍ରକୁ ଜପ କରିବାକୁ ଲାଗିଲେ , ଏହା ଦେଖି ସେଠାକାର ସବୁ ଲୋକ ଭୟଭୀତ ହୋଇଗଲେ , ଓ ପୁଜା କରିବାପରେ ସବୁ ଅଘୋରି ସାଧୁ ଏକା ସାଙ୍ଗେ ହାତ ଉଠାଇ ହର୍ ହର୍ ମହାଦେବ କହିବାକୁ ଲାଗିଲେ , ଓ ଶବକୁ ମାଟିରେ ପୋତିଦେଲେ ।

ଅଘୋରି ସାଧୁଙ୍କ ବିଷୟରେ ଏହା ବି କୁହାଯାଏ କି ସେ ସାଧାରଣଙ୍କ ଠାରୁ ଦୂରେଇ ରହିକରି ସାଧୁ ମାନଙ୍କ ସହ ମିଶିକରି ଭାଙ୍ଗ ଓ ଗଞ୍ଜେଇର ନିଶାରେ ଚୁର୍ ରୁହନ୍ତି , ଏମାନଙ୍କୁ ଜୀବନ ଯାପନ କରିପାରିବାପାଇଁ ସୁଖ ସୁବିଧା ଜରୁରୀ ହୋଇନଥାଏ , ଆଘୋରିମାନଙ୍କୁ ବାସ୍ତବିକ ରୁପରେ ଥରେ ଦେଖିଲେ ଆପଣ ଡରିଯିବେ । ଦୁନିଆଁରେ ମତଲବ୍ ନ ରଖୁଥିବା ଅଘୋରି ମାନେ ଶରୀରରେ କେବଳ ଏକ କଉପୁନି ହିଁ ରହିଥାଏ , ବହୁତ ଅଘୋରି ନଗ୍ନବସ୍ତା ରେ ବୁଲି ଥାନ୍ତି, ଏମାନଙ୍କ ଶରିରରେ ମାଟି ଓ ଧୁଳି ମିଶିକରି ଥାଏ ।

ଅଘୋରିଙ୍କ ପାଇଁ ସମାଜରେ କେହି ବି ଆପଣାଇଲେ ନାହିଁ , ଲୋକେ ଯେଉଁ ଜିନିଷକୁ ଘୃଣା କରନ୍ତି , ଅଘୋରି ତାକୁ ଆପଣାଇଥାନ୍ତି , ଯେପରି ଶ୍ମଶାନରେ ଶବ , ଶବର ମାଂସ ଖାଇବା ଏପରି କାର୍ଯ୍ୟ କରିଥାନ୍ତି , ଏମିତି ମାନିଥାଉ କି ଅଘୋରି ସାଧୁ କାହାକୁ ଜଲଦି ଆଶିର୍ବାଦ ଦିଅନ୍ତି ନାହିଁ , ଯଦି କାହାକୁ ଆଶିର୍ବାଦ ଦିଅନ୍ତି ତେବେ ଜୀବନ ସୁଖମୟ ହୋଇଥାଏ , ଏହା ବି କୁହାଯାଏ କି ପୂର୍ବରୁ ଅଘୋରି କାହାକୁ ବଚନ ଦେଉନଥିଲେ ।

Leave a Reply

Your email address will not be published. Required fields are marked *