ଯେଉଁ ମହିଳାମାନଙ୍କର ନାମ ଏହି ଅକ୍ଷରରୁ ହୋଇଥାଏ ଆରମ୍ଭ , ସେ ହୃଦୟରୁ ହୋଇଥାନ୍ତି ବିଲକୁଲ୍ ସଫା ହେଇଥାନ୍ତି..

ଆମର ଜ୍ୟୋତିଷ୍ୟ ଶାସ୍ତ୍ରରେ ଆମେ ବହୁତ ଥର ପୁଅ ଓ ଝିଅଙ୍କର ବିଷୟରେ ଓ ତାଙ୍କର କିଛି ଅଭ୍ୟାସ ବିଷୟରେ ଏମିତି ସୁଚନା ଦେଇଥାଉ ଯାହା କେବେ ବି ଭୁଲ୍ ପ୍ରମାଣିତ ହୋଇନଥାଏ , ଜ୍ୟୋତିଷ୍ୟ ଶାସ୍ତ୍ର ଦ୍ୱାରା କେଉଁ ପୁଅ କିମ୍ବା ଝିଅର ପ୍ରଥମ ଅକ୍ଷର ନାଁରୁ ତାର ବିଷୟରେ ଅନେକ କିଛି ତଥ୍ୟ ଜଣାପଡୀଥାଏ , କେମିତି ତାର ସ୍ୱଭାବ ଓ ସେ କିପରି , ଆଜି ପର୍ଯ୍ୟନ୍ତ ଜ୍ୟୋତିଷ୍ୟ ଶାସ୍ତ୍ର ମାଧ୍ୟମରେ ବହୁତଥର  ସୁଚନା ମିଳିଥାଏ , କେବେ କେବେ କେଉଁ ହାତ ଦେଖିକରି ତାର ଭବିଷ୍ୟ କହିବାରେ କେଉଁ ଯାହା ହେଉ , କିନ୍ତୁ ଆଜି ଆମେ ଆପଣଙ୍କୁ କିଛି ଏପରି କହିବାକୁ ଯାଉଛୁ , ଯାହାକୁ ଜାଣିବାପରେ ଆପଣଙ୍କୁ ଏହି କଥା କେବେ ବିଶ୍ୱାସ କରିହେବ ନାହିଁ । ଆସନ୍ତୁ ଜାଣିବା ସେହି ବିଷୟରେ ।

ଆଜିର ଏହି ଖବର ଜରିଆରେ କହିବାକୁ ଯାଉଛୁ କି ସେହି ମହିଳାମାନଙ୍କ ବିଷୟରେ ଯିଏକି ଆରମ୍ଭରୁ ଏହି ଅକ୍ଷରରୁ ଷ୍ଟାର୍ଟ ହୋଇଥାଏ , ସେମାନେ ବହୁତ ଭାଗ୍ୟବାନ ହୋଇଥାନ୍ତି ,

R ଅକ୍ଷର ନାମକ ଝିଅମାନେ : ଯେଉଁ ଝିଅମାନଙ୍କର ନାଁ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ , ସେମାନେ ନିଜ ଦୁନିଆଁରେ ହଜି ଯାଆନ୍ତି , ଏମାନଙ୍କ ଗୋଟିଏ ଖାସ୍ କଥା କି ଏମାନଙ୍କ ପାଖରେ ପଇସା ଓ ଇଚ୍ଛା ଶକ୍ତି ଥାଏ , ଏମାନେ କେବେ ବି ଅନ୍ୟର ସାହାଯ୍ୟ କରିବାକୁ ଭୁଲନ୍ତି ନାହିଁ , ଏମାନେ ସବୁବେଳେ ନୁଆ ଜିନିଷ ଖୋଜାରେ ଲାଗି ରୁହନ୍ତି ।

P ଅକ୍ଷର ନାମକ ଝିଅମାନେ : ଯେଉଁ ଝିଅମାନଙ୍କର ନାଁ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ , ସେମାନେ ଅଧିକାଂଶ ସମୟ ମିଶିକରି ରହିବାକୁ ପସନ୍ଦ କରନ୍ତି , ଓ ସବୁବେଳେ ଚେଷ୍ଟିତ ରୁହନ୍ତି କି ସେମାନେ ଅନ୍ୟମାନଙ୍କୁ ଖୁସିରେ ରଖିବେ । ଏମାନଙ୍କ ବିଚାର ସବୁବେଳେ ପବିତ୍ର ରହିଥାଏ , ଏମାନଙ୍କର ଇଶ୍ୱରଙ୍କ ଉପରେ ଅଧିକା ଆସ୍ଥା ଥାଏ । ଦେଖିବାକୁ ଗଲେ ଏହି ନାଁର ଝିଅମାନେ ଅଧିକା ସୁନ୍ଦର ଓ ଆକର୍ଷଣୀୟ ଲାଗନ୍ତି , କିନ୍ତୁ ଦେଖାଯାଏ କି ଏମାନଙ୍କୁ ଭଲ ପାଇଲେ ବହୁତ ଅସୁବିଧାର ସାମ୍ନା କରିବାକୁ ପଡିଥାଏ , କିନ୍ତୁ କହିଦେବୁ କି ଏମାନେ ଯେଉଁ ଲୋକଙ୍କୁ ଭଲ ପାଇଥାନ୍ତି , ସେମାନେ ପୁରା ଜୀବନ ତାଙ୍କସହ ନିଭାଈଥାନ୍ତି ,  ଓ ପବିତ୍ରତା ରକ୍ଷା କରନ୍ତି , ନିଜ ପ୍ରେମରେ କେବେ କେଉଁ ଅଭାବ କିମ୍ବା ଅଭିଯୋଗ ରଖନ୍ତି ନାହିଁ ।

Leave a Reply

Your email address will not be published. Required fields are marked *