IAS ପରୀକ୍ଷାରେ ଝିଅକୁ ପଚରାଗଲା ଏମିତି କେଉଁ ଜିନିଷ ଅଛି , ଯାହା ଫ୍ରିଜ୍ ରେ ରଖିବାପରେ ମଧ୍ୟ ଗରମ ରହିଥାଏ , ଝିଅଟି ଦେଲା ଏଭଳି ଉତ୍ତର ଯେ ସମସ୍ତେ ଚକିତ ହେଇଗଲେ..

ସେମିତି ଆଜି ପର୍ଯ୍ୟନ୍ତ ଆପଣ ବହୁତ ମଜାଦାର୍ ଖେଳ ଖେଳିଥିବେ , କିନ୍ତୁ ଆଜି ଆମେ ଆପଣଙ୍କୁ କିଛି ଏପରି ମଜାଦାର ପ୍ରଶ୍ନ ନେଇକରି ଆସିଛୁ , ଯାହାର ଉତ୍ତର ଜାଣିକରି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ , ସେମିତି ହୋଇପାରେ କି ଏହାର ଉତ୍ତର ଜାଣିଲା ପରେ ଆପଣ ହସି ହସି ବେଦମ୍ ହୋଇପାରନ୍ତି , ଆପଣଙ୍କୁ ଜଣେଇଦେବୁ କି ଏହି ପ୍ରଶ୍ନର ଉତ୍ତର ଦେବାପାଇଁ ଆପଣଙ୍କୁ ନିଜ ବୁଦ୍ଧିର ପ୍ରୟୋଗ କରିବାକୁ ପଡୀବ ନାହିଁ , କିନ୍ତୁ ଟିକିଏ ଭାବିବାକୁ ପଡିବ , ଏହି ପ୍ରଶ୍ନର ଉତ୍ତର ବହୁତ ସହଜ ଅଟେ , କିନ୍ତୁ ସର୍ତ୍ତ ଲଗାଇଦିଅନ୍ତୁ , ଏହି ପ୍ରଶ୍ନର ଉତ୍ତର ଏତେ ସହଜରେ ଦେଇପାରିବେ ନାହିଁ ।

ଏହା ଆମେ କଣ ପାଇଁ କହୁଛୁ ଏହା ଆପଣଙ୍କୁ ନିଜେ ପ୍ରଶ୍ନ ଦେଖିବାପରେ ଜଣାପଡିଯିବ , ଆମେ କେବଳ କହିପାରିବା , ଏହି ପ୍ରଶ୍ନର ଉତ୍ତର ଦେବାପାଇଁ ବହୁତ ମଜା ଆସିବ , କାରଣ ଆଜି ଆମେ ଆପଣଙ୍କୁ ଏମିତି ପ୍ରଶ୍ନ ପଚାରିବାକୁ ଯାଊଛୁ , ଯାହା ଆପଣଙ୍କ ମୁଣ୍ତକୁ ଦୋହଲାଇଦେବ , ଯଦି ଆପଣ ଏହାର ସଠିକ୍ ଉତ୍ତର ନଦେଇପାରିଲେ ତେବେ ହାରି ଯିବେ , ହଁ ଆଜ୍ଞା , ଆମେ କେବଳ ମନୋରଞ୍ଜନ ପାଇଁ ପଚାରୁଛୁ । ଆସନ୍ତୁ ଜାଣିବା ।

ପ୍ରଥମ ପ୍ରଶ୍ନ : ଆଲଫାବେଟ୍ ବି ସବୁବେଳେ ଥଣ୍ତା କଣ ପାଇଁ ରହିଥାଏ ।

ଉତ୍ତର : ନିଶ୍ଚିତ୍ ଭାବରେ ଏହାର ଉତ୍ତର ଆପଣଙ୍କୁ କେବେ ବି ଜଣାନଥିବ , ଏବେ ଏହି ପ୍ରଶ୍ନ ଏତେ ତେଢା କି ଏହାର ଉତ୍ତର କିପରି ଦେବେ , ଏହାର ଉତ୍ତର ଏହ୍ଲା ଆଲଫାବେଟ୍ ବି ସବୁ ବେଳେ ଏ ଓ ସି ପାଖରେ ମାନେ ଏସି ମଧ୍ୟରେ ରହିଥାଏ , ସେଥିପାଇଁ ଥଣ୍ତା ରୁହେ ।

ଦ୍ୱିତୀୟ ପ୍ରଶ୍ନ : ଆମେରିକାରେ ରହୁଥିବା ଜଣେ ବ୍ୟକ୍ତି ଇଣ୍ତିଆରେ ପୋତିବା ଆଇନ୍ ବିପକ୍ଷରେ କଣ ପାଇଁ ଅଛି ।

ଉତ୍ତର : ଏହାର ପ୍ରଶ୍ନ ଟିକିଏ କଷ୍ଟକର ଅଟେ , ଯେଉଁ ବ୍ୟକ୍ତି ଆମେରିକାରେ ବଞ୍ଚିଛି , ତାକୁ ଇଣ୍ତିଆରେ କିପରି ପୋତି ପାରିବେ , ହଁ ଆଜ୍ଞା ବାସ୍ତବରେ ଏହା ଆଇନ୍ ବିପକ୍ଷରେ ହେବ , ଆମେ ଆପଣଙ୍କୁ କହିବୁ କି ଏହି ପ୍ରଶ୍ନ ଟିକିଏ ଓଲଟା ଅଟେ କିନ୍ତୁ ମଜାଦାର୍ ଅଟେ ।

ତୃତୀୟ ପ୍ରଶ୍ନ : ହାତୀ ଫେବୃୟାରୀ ପରିବର୍ତ୍ତେ ଜାନୁଆରୀରେ ଅଧିକା ପାଣି କଣ ପାଇଁ ପିଇଥାଏ ।

ଉତ୍ତର : ଏହାର ଜବାବ୍ ଏହା କି ଜାନୁୟାରିରେ ତିନି ଦିନ ଅଧିକା ଯାହା ହୋଇଥାଏ ।

ଚତୁର୍ଥ ପ୍ରଶ୍ନ : ଏମିତି କେଉଁ ଜିନିଷ ଅଛି , ଯାହା ଫ୍ରିଜ୍ ରେ ରଖିବାପରେ ବି ଗରମ ରହିଥାଏ ।

ଉତ୍ତର : ସେମିତି ଆପଣଙ୍କୁ ଏହାର ଉତ୍ତର ଜଣାନଥିବ , କିନ୍ତୁ ଚିନ୍ତା କରନ୍ତୁ ନାହିଁ , ଏହାର ଉତ୍ତର ନିଶ୍ଚିତ ପାଇବେ , ଏହି ଜିନିଷର ନାଁ ଗରମ ମସଲା ଅଟେ , ଯାହା ଫ୍ରିଜ୍ ରେ ରଖିବାପରେ ମଧ୍ୟ ଗର୍ମ ରହିଥାଏ ।

Leave a Reply

Your email address will not be published. Required fields are marked *