ପୂର୍ଣ୍ଣିମା ଦିନ ସକାଳୁ ଉଠିକରି ଏହି ୩ ଟି ରାଶିର ଲୋକେ କହିଦିଅନ୍ତୁ ଏହି ୨ ଟି ମନ୍ତ୍ର , ଆପଣଙ୍କ ୭ ପିଢି କରିବେ ରାଜ୍..

ପୂର୍ଣ୍ଣିମା ରାତିରେ ଚାରିପଟ ଚାନ୍ଦର ଆଲୋକ ବିଛାଇ ହୋଇପଡେ , ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ କୁହାଯାଏ କି ରାତିରେ ଦେବୀ ଲକ୍ଷ୍ମୀ ସବୁ ଆଡେ ପରିଭ୍ରମଣ କରିଥାନ୍ତି , ଅଶ୍ୱିନ ମାସ ଶୁକ୍ଳପକ୍ଷ ତିଥିର ପୂର୍ଣ୍ଣିମା କୁ ଶରଦ ପୁର୍ଣ୍ଣିମା କୁହାଯାଇଥାଏ , ଏହି ଦିନ ଲୋକେ ଗଙ୍ଗା ନଦୀରେ ସ୍ନାନ , ଦିପ ଦାନ , ଭଗବାନଙ୍କ ପୁଜା କରିଥାନ୍ତି , ଯାହା ଦ୍ୱାରା ଘରେ ସୁଖଶାନ୍ତିର ବାତାବରଣ ରହୁ , ଏତିକି ନୁହେଁ ମନ ମୁତାବିକ ଇଚ୍ଛା ପୁରା କରିପାରିବେ , ଆଜି ଆମେ ଆପଣଙ୍କୁ କିଛି କହିବାକୁ ଯାଉଛୁ , ଯାହା ପୁର୍ଣ୍ଣିମା ଦିନ ଏହି ଦୁଇଟି ମନ୍ତ୍ର କହିବାର ଅଛି , ଯାହା ଦ୍ୱାରା ମନମୁତାବିକ ଇଚ୍ଛା ପୁରା ହେବ । ମା ଲକ୍ଷ୍ମୀଙ୍କର ବିଶେଷ କୃପା ପାଇବାକୁ ହେଲେ ଆପଣଙ୍କୁ ପୂର୍ଣ୍ଣିମା ଦିନ ଓଁ ଶ୍ରୀ ଓଁ  ଓ ଓଁ ହ୍ରିଂ ଓଂ ମହାଲକ୍ଷ୍ମୈ ନମଃ ମନ୍ତ୍ରର ଉଚ୍ଚାରଣ କରିବାର ଅଛି , ଏହା ଦ୍ୱାରା ମନମୁତାବିକ ଇଚ୍ଛା ପୁରା ହେବ , ଧନର ଅଧିକା ଲାଭ ହେବ , ଅଟକିରହିଥିବା କାମ ହୋଇଯିବ ।

ମା ଲକ୍ଷ୍ମୀଙ୍କୁ ଖୁସି କରିବାକୁ ହେଲେ ପୂର୍ଣ୍ଣିମା ଦିନ ଅଖଣ୍ତ ଜ୍ୟୋତି ଜଳାଇବା ଉଚିତ୍ , ଏମିତି କରିଲେ ମା ଲକ୍ଷ୍ମୀଙ୍କ ବିଶେଷ କୃପା ମିଳିଥାଏ , ଯାହା ଦ୍ୱାରା ଆପଣଙ୍କ ସବୁ ଇଚ୍ଛା ପୁରା ହେବ , ଧନ ସହ ଯୋଡି ହୋଇଥିବା ସବୁ ସମସ୍ୟା ଦୂର ହୋଇଯିବ ।

ଅଁଳାର ପୁଜା କରିଲେ ମା ଲକ୍ଷ୍ମୀଙ୍କର ବାସ ହୋଇଥାଏ , ମା ଲକ୍ଷ୍ମୀଙ୍କୁ କ୍ଷୀରି ଭୋଗ ଲଗାଇବା ଉଚିତ୍ , ଏଥିରେ ମା ଲକ୍ଷ୍ମୀ ଖୁସି ହୋଇଯାଆନ୍ତି , ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାକୁ ହେଲେ ଏହି ସବୁ ଉପାୟ କରିବାକୁ ହେବ , ଯାହା ଦ୍ୱାରା ଘରେ ଧନର ଲାଭ ହେବ, ମା ଲକ୍ଷ୍ମୀଙ୍କର ବିଶେଷ କୃପା ପାଇବାକୁ ହେଲେ ଆପଣଙ୍କୁ ସେହି ଉପାୟ କଲେ ଖୁସିର ବାତାବରଣ ଦେଖାଦେବ , କହିଦେବୁ କି ପୂର୍ଣ୍ଣିମା ଦିନ ମକର ,ଧନୁ , କୁମ୍ଭ ରାଶିର ଲୋକଙ୍କର ଭାଗ୍ୟ ବଦଳିବ ।

Leave a Reply

Your email address will not be published. Required fields are marked *