ଦୀପାବଳୀର ୨ ଦିନ ପୁର୍ବରୁ ଗାଇକୁ ଖୁଆଇଦିଅନ୍ତୁ ଏହି ଦୁଇଟି ଖାସ୍ ଜିନିଷ , ମା ଲକ୍ଷ୍ମୀ ଆପଣଙ୍କୁ କୋଟିପତି କରିଦେବେ..

ଦୀପ ଓ ଆଲୋକର ଉତ୍ସବ ମାନେ ଦୀପାବଳୀ ହିନ୍ଦୁ ଧର୍ମର ସବୁଠାରୁ ଅଧିକା ପବିତ୍ର ଉତ୍ସବ ବୋଲି ମାନାଯାଏ , ଏହି ଥର ୨୭ ଅକ୍ଟୋବର ରେ ଦୀପାବଳୀ ପଡୁଛି , ଏହି ଦିନରେ ମା ଲକ୍ଷ୍ମୀ ଓ ମାତା ଗଣେଷ ବିଶେଷ ପୂଜା କରାଯାଏ , ଲକ୍ଷ୍ମୀ ଓ ଗଣେଷଙ୍କ ବିଶେଷ କୃପା ପାଇବାକୁ ହେଲେ ବଡ ଶ୍ରଦ୍ଧାରେ ପୁଜା ପାଠ କରାଯାଏ , ଯାହା ଦ୍ୱାରା ମା ଲକ୍ଷ୍ମୀ ତାଙ୍କର ମନ ଇଚ୍ଛା ପୁରା କରିପାରିବେ , ଲକ୍ଷ୍ମୀଙ୍କର ପୁଜା ବିନା ବିଧି ବିଧାନରେ କରାଗଲେ ତେବେ ସେ ସ୍ୱୀକାର କରିନଥାନ୍ତି , ଯାହାକୁ ନେଇ କିଛି ଫଳ ମିଳିପାରେ ନାହିଁ , ଆଜି ଆମେ ଆପଣଙ୍କୁ ମା ଲକ୍ଷ୍ମୀଙ୍କୁ ଖୁସ୍ କରିବାପାଇଁ କିଛି ଉପାୟ କହିବାକୁ ଯାଉଛୁ ।

ସେମିତି ଶାସ୍ତ୍ରର ଅନୁସାରେ ଗାଇକୁ ମା ର ଦର୍ଜା ଦିଆଯାଏ , ଗାଇର ମଧ୍ୟରେ ସବୁ ଦେବି ଦେବତାଙ୍କ ବାସ ହୋଇଥାଏ , ଯାହାଙ୍କ ଗୋମୁତ୍ର ସେବନ କରିଲେ ବହୁତ ସାରା ରୋଗ ଦୂର ହୋଇପାରିବ , ଗାଇର ଗୋବର ଏହି ଦିନରେ ଔଷଧୀ ରୁପରେ ପ୍ରୟୋଗ କରାଯାଏ । ତେବେ ଆସନ୍ତୁ ଜାଣିବା ସେହି ଉପାୟଗୁଡିକ ବିଷୟରେ ।

ଆପଣଙ୍କୁ ଦିପାବଳୀ ପୂର୍ବରୁ ମାନେ ଧନତେରାସ ଦିନ ସ୍ନାନ କରିବାପରେ ଗୋଟିଏ ଗିନାରେ ଭଜା ହୋଇଥିବା ଚଣା ଓ ଗୁଡ ନେବାର ଅଛି , ଏକା ସମାନ ନେବାପରେ ଆପଣଙ୍କୁ ଏହି ଚଣା ଗାଇକୁ ଖୁଆଇଦେବାର ଅଛି , ଗାଇକୁ ଖୁଆଇ ଦେବାପରେ ଗାଇର ହାତ ଫେରା ଓ ମନରେ ମନରେ ଲକ୍ଷ୍ମୀଙ୍କର ଆହ୍ୱାନ କରନ୍ତୁ , ଓ ଏମିତି କଲେ ସବୁ ମନୋକାମନା ପୁରା ହୋଇପାରିବ , ମା ଲକ୍ଷ୍ମୀଙ୍କର ଆପଣଙ୍କ ଉପରେ କୃପା ରହିବ ।

Leave a Reply

Your email address will not be published. Required fields are marked *