କେବିସିରେ ଅମିତାଭ ବଚ୍ଚନ ପଚାରିଲେ ରାମାୟଣ ସହ ଯୋଡି ହୋଇଥିବା କଠିନ ପ୍ରଶ୍ନ , ୯୦ ପ୍ରତିଶତ ଲୋକ ଜାଣିନଥିବେ ଏହାର ବିଷୟରେ…

କୋନ୍ ବନେଗା କରୋଡପତି ଟିଭି ଶୋ ବହୁତ ଲୋକପ୍ରିୟ ଶୋ ଅଟେ , ଏହି ଶୋକୁ କେବିସି କହନ୍ତି , କେବିସି ଶୋର ଫାଷ୍ଟ ଏପିସୋଡ୍ ସନ୍ ୨୦୦୧ ରେ ଆସିଥିଲା , ସେହି ସମୟରୁ ନେଇକରି ଆଜି ପର୍ଯ୍ୟନ୍ତ ସେହି ସମୟରୁ ନେଇକରି ଏପର୍ଯ୍ୟନ୍ତ ଅମିତାଭ ଜୀ ଏହି ଶୋକୁ ହୋଷ୍ଟ କରୁଛନ୍ତି , କେବିସି ମଧ୍ୟରେ ଆଙ୍କର୍ ଦର୍ଶକଙ୍କୁ ଗୋଟିଏ ପ୍ରଶ୍ନ ପଚାରିଥାଏ, ଓ ଦର୍ଶକଙ୍କୁ ସାଧାରଣ ଜ୍ଞାନ ସହ ଯୋଡି ହୋଇଥିବା କିଛି ପ୍ରଶ୍ନ ହୋଇଥାଏ , ଯାହାର ଜବାବ୍ ଦେବା କେବିସି ଖେଳୁଥିବା ବ୍ୟକ୍ତି ହିଁ ଦେଇଥାଏ , ଯଦି ବ୍ୟକ୍ତିକୁ ପଚାରାଯାଇଥିବା ପ୍ରଶ୍ନ ର ସଠିକ୍ ଜବାବ ଦେଇଥାଏ ତେବେ ଅମିତାଭ ବଚ୍ଚନ ସେହି ପ୍ରଶ୍ନର ଆଉ ଏକ ପାହାଞ୍ଚ ଆଧାରିତରେ କିଛି ରାଶି ପ୍ରଦାନ କରିଥାନ୍ତି , ଏହି ଖେଳରେ ସାହାଯ୍ୟ କରିବାପାଇଁ ଲାଇଫ୍ ଲାଇନ୍ ରଖାଯାଇଛି , ଯଦି କେଉଁ ବ୍ୟକ୍ତି କେଉଁ ପ୍ରଶ୍ନର ଉତ୍ତର ଦେବାରେ ଅଟକିଯାଏ , ତେବେ ଲାଇଫ୍ ଲାଇନ୍ ନେଇକରି ସେହି ପଚାରିଥିବା ପ୍ରଶ୍ନର ସଠିକ୍ ଉତ୍ତର ଦେଇପାରିବ , ଏହି ଥର କେବିସିରେ ଲାଇଫ୍ ଲାଇନ୍ସରେ କିଛି ପରିବର୍ତ୍ତନ କରାଯାଇଛି ।

ଏଠାରେ ଆମେ କେବିସିରେ ପଚାରାଯାଇଥିବା କିଛି ପ୍ରଶ୍ନର ଉତ୍ତର କହିବୁ ଯାହାକି ଇଣ୍ଟରଭ୍ୟୁ କିମ୍ବା ପରୀକ୍ଷାରେ କାମରେ ଆସିବ , କେବିସି ସିଜିନ୍ ୧ ର ୩୨ତମ ଏପିସୋଡ୍ ଟିଭିରେ ଦେଖାଯାଇଥିଲା,  ୮ମ, ୧୦ମ, +୨ ପାସ୍ ପାଇଁ ଏହି ସବୁ ପଦବୀ ବାହାରିଛି , ଜବରଦସ୍ତ ଭର୍ତ୍ତି ପାଈଁ ମାସିକ ବେତନ ୩୦ ହଜାରରୁ ଅଧିକା , ବେରୋଜଗାରଙ୍କ ପାଇଁ ଅଲଗା ଅଲଗା ପଦଗୁଡିକ ବାହାରିଛି , ଜବରଦସ୍ତ ଭର୍ତ୍ତି ପାଇଁ ଆବେଦନ କରନ୍ତୁ ।

ଏହି ଖେଳର ଆରମ୍ଭରୁ ଋଷିକେଶ ଉତ୍ତରାଖଣ୍ତର ଶିବାନୀ ଢିଙ୍ଗରା ହଟ୍ ସିଟ୍ ରେ ବସିଥିଲେ । ଶିବାନୀ ଧିଙ୍ଗରା କେବିସି ଦ୍ୱାରା ୩,୨୦ ଲକ୍ଷ ଟଙ୍କା ଜିତିଛନ୍ତି , କୋନ୍ ବନେଗା କରୋଡପତି ରେ ୩,୨୦ ଲକ୍ଷ ସହ ଯୋଡିହୋଇଥିବା ରାମାୟଣର ପ୍ରଶ୍ନ ବହୁତ କଠିନ ଥିଲା , ଯାହାର ଉତ୍ତର ୯୦ ପ୍ରତିଶତ ଲୋକଙ୍କୁ ଜଣାନାହିଁ , କେବିସିରେ ପଚାରାଯାଇଥିଲା କି ଦୁରଦୃଷ୍ଟି ରଖୁଥିବା କେଉଁ ପକ୍ଷୀ ହନୁମାନଙ୍କ ନେତୃତ୍ୟରେ ଖୋଜ ଦଳକୁ ଏହି ସୁଚନା ଦେଇଥିଲା,  ରାବଣ ସୀତାଙ୍କୁ ବନ୍ଧୀ କରି ଲଙ୍କାରେ ରଖିଛନ୍ତି ବୋଲି  ଏହି ପ୍ରଶ୍ନର ବିକଳ୍ପରେ ଗରୁଡ, ସଂମ୍ପାତି , ଜଟାୟୁ, ଭବ୍ରୁ ଶିବାନୀ ଏହି ପ୍ରଶ୍ନର ଉତ୍ତର ଜାଣିନଥିଲେ,  ଏହି ପ୍ରଶ୍ନର ଉତ୍ତର ଦେବାପାଇଁ ହୃଶୀକେଶରୁ ଆସିଥିବା ଶିବାନୀଙ୍କୁ ଲାଇଫ୍ ଲାଇନ୍ ବ୍ୟବହାର କରିବାକୁ ପଡୀଥିଲା ।

Leave a Reply

Your email address will not be published. Required fields are marked *