୧୨୩ ବର୍ଷୀୟ ବୃଦ୍ଧା ବାବା ବୋଧେ ଅଟନ୍ତି ଏହି ଦୁନିଆଁର ସବୁଠାରୁ ବୃଦ୍ଧ ବ୍ୟକ୍ତି , ଜାଣନ୍ତୁ ତାଙ୍କର ସ୍ୱାସ୍ଥ୍ୟର ରହସ୍ୟ…

ଆଜିର ମର୍ଡର୍ଣ୍ଣ ଲାଇଫ୍ ଷ୍ଟାଇଲ୍ ଓ ପ୍ରଦୁଷଣକୁ ନେଇ ଜଣେ ବ୍ୟକ୍ତିର ଆନୁମାନିକ ବୟସ ୬୫-୭୦ ହୋଇସାରିଛି , ଏମିତିରେ ସେଞ୍ଚୁରି ମାରିବା ମାନେ ୧୦୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିବା ଅସମ୍ଭବ ହୋଇପଡିଛି , ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ଦୁନିଆଁର ସବୁଠାରୁ ବୁଢା ବ୍ୟକ୍ତି ଭାରତରେ ଅଛନ୍ତି , ମେଲ ଅନଲାଇନ୍ ରିପୋର୍ଟ ଅନୁସାରେ କୋଲତା ର ବେହଲା ନିବାସୀ ସ୍ୱାମୀ ଶିବାନନ୍ଦା ଫ୍ଲାଇଟ୍ ରୁ ଲଣ୍ତନ ଯାଉଥିଲେ , ଏହି ସମୟରେ ତାଙ୍କର ଏୟାରଲାଇନ୍ସ ଦୁବାଇରେ କିଛି ସମୟ ପାଇଁ ଅଟକିଲା , ଏହି ସମୟରେ ଯେବେ ସେ ସିକ୍ୟୁରିଟି ବାଲାଙ୍କୁ ପାସପୋର୍ଟ ମାଗିଲେ ,ତେବେ ସେ ପାର୍ସପୋର୍ଟ ଦେଖିବା ମାତ୍ରେ ସେଠାରେ ତାଙ୍କ ଜନ୍ମ ତାରିଖ ଦେଖି ହୋସ୍ ଉଡିଗଲା  , ପାସପୋର୍ଟରେ ଜନ୍ମ ତିଥି ୮ ଅଗଷ୍ଟ ୧୮୯୬ ଲେଖାଥିଲା,  ମାନେ ୧୨୩ ବର୍ଷ ହୋଇସାରିଛି ।

ଯଦି ପାସପୋର୍ଟରେ ଲେଖାଯାଇଥିବା ତାରିଖ ଠିକ୍ ହୋଇଥିବ ତେବେ ସ୍ୱାମୀ ଶିବାନନ୍ଦା ବୋଧେ ଦୁନିଆଁର ସବୁଠାରୁ ବୁଢା ବ୍ୟକ୍ତି ଅଟନ୍ତି , ତାଙ୍କ ପାଖରେ ଜନ୍ମ ତାରିଖର କିଛି ସଠିକ୍ ପ୍ରମାଣପତ୍ର ନାହିଁ , ମନ୍ଦିରର ରେଜିଷ୍ଟର ରେକର୍ଡରେ ଯାହା ଅଛି , ସ୍ୱାମୀ କହନ୍ତି କି ଯେବେ ସେ ୬ ବର୍ଷର ଥିଲେ , ତେବେ ମା ବାପା ହରାଇଥିଲେ,  ଏହାପରେ ସଂମ୍ପର୍କୀୟ ମାନେ ଆଧ୍ୟାତ୍ମିକ ଗୁରୁଙ୍କ ଶରଣରେ ଛାଡୀଦେଲେ , ସ୍ୱାମୀ ଗୁରୁଙ୍କ ସହ ଦୁନିଆଁ ଭ୍ରମଣ କରୁଥିଲେ , ଓ ଏବେ ବାରାଣାସୀରେ ରହିଗଲେଣି ।

ଆପଣଙ୍କୁ ଜାଣିଲେ ଏହା ଆଶ୍ଚର୍ଯ୍ୟ ଲାଗିବ କି ୫ ଫୁଟ୍ ୨ ଇଞ୍ଚର ବୁଢା ସ୍ୱାମୀ ଏକେଲା ରୁହନ୍ତି , ଏତିକି ନୁହେଁ ଟ୍ରେସ୍ ବିନା ଏକେଲା ଯାତ୍ରା କରନ୍ତି , ବହୁତଥର ନିଜର ନାଁ ଗିନିଜ୍ ବୁକ୍ ଅଫ୍ ୱାର୍ଲଡ୍ ରେକର୍ଡରେ ଦର୍ଜ କରାଇବାକୁ ଚେଷ୍ଟିତ ଅଛନ୍ତି , କିନ୍ତୁ ପ୍ରପର ଡକ୍ୟୁମେଣ୍ଟ୍ସ ନ ହେବା ଯୋଗୁଁ ହୋଇପାରୁନାହିଁ , ସ୍ୱାମୀ ସେମିତି ଦାବି କରୁଛନ୍ତି କି ତାଙ୍କର ବୟସ ୧୨୩ ବର୍ଷ ଅଟେ , କିନ୍ତୁ ଦେଖିବାକୁ ଏତେ ୟଙ୍ଗ୍ ଲାଗୁଛନ୍ତି , ଏହାର କାରଣ ସେ ନିଜ ଶକ୍ତ ଅନୁଶାସିତ ଜୀବନଶୈଳୀ ବୋଲି କହୁଛନ୍ତି ।

ସ୍ୱାମୀ ଜୀ କହନ୍ତି କି ସେ ସବୁଦିନ ଯୋଗ କରନ୍ତି , ଅନୁଶାସନରେ ରୁହନ୍ତି , ଓ ବ୍ରହ୍ନଚର୍ଯ୍ୟ ପାଳନ କରନ୍ତି , ତାଙ୍କର ମାନିବାକଥା କି ତିନୋଟି ଜିନିଷ ଲମ୍ବା ଆୟୁ ପାଇଁ କାରଣ ଅଟେ , କହନ୍ତି କି ଲାଇଫ୍ ରେ ସାଧାରଣ ଓ ଅନୁଶାସିତ ରହିବା ବହୁତ ଆବଶ୍ୟକ ଅଟେ , ନିଜ ଡାଈଟ୍ କୁ ନେଇକରି ବଡ ଶକ୍ତ ଅଟନ୍ତି , କହିବାକୁ ଗଲେ ସେ କେବଳ୍ ସିଝା ଖାଦ୍ୟ ଖାଇଥାନ୍ତି , ଭୋଜନରେ ତେଲ ଓ ମସଲାର ପ୍ରୟୋଗ କରନ୍ତି ନାହିଁ , ଏହା ସହ ସିଝାହୋଇଥିବା ଚାଉଳ ଓ ଡାଲି ଖାଆନ୍ତି , ତାହା ସହ କଞ୍ଚା ଲଙ୍କା ଖାଇଥାନିତ୍ , ସ୍ୱାମୀ କହନ୍ତି କି କ୍ଷୀର ଓ ଫଳର ସେବନ କରୁନାହିଁ,  ଏହା ସବୁ ଫ୍ୟାନ୍ସି ଫ୍ରୁଟ୍ସ ଅଟେ ,

ଏହା ସହ ସବୁଦିନ ତଳେ ଚଟାଇ ପକାଇ ଶୁଅନ୍ତି , ତକିଆ ସ୍ଥାନରେ କାଠର ଖଣ୍ତରେ ତିଆରି ଜିନିଷ ବ୍ୟବହାର କରନ୍ତି , ଏହା ସହ ତାଙ୍କର କହିବା କଥା କି ମଣିଷ ନିଜ ଶାରରୀକ ସଂବନ୍ଧ ସହ ଯୋଡୀ ହୋଇଥିବା ବାସନାକୁ ନିୟନ୍ତ୍ରଣ କରିବା ବହୁତ ଜରୁରୀ ହୋଇଥାଏ , ସ୍ୱାମୀ କହନ୍ତି କି ପୂର୍ବରୁ ଲୋକେ ଛୋଟ ଛୋଟ କଥାରେ ଖୁସି ହୋଈଯାଉଥିଲେ,  ଏହି ଦିନରେ ଖୁସି ନହୋଇ ଅସୁସ୍ଥ୍ୟ ରୁହନ୍ତି , ସେମାନେ ବେଇମାନ ହୋଇଗଲେଣୀ , ଛୋଟ ଛୋଟ୍ କଥା ତାଙ୍କୁ ଦୂଃଖି କରିଦିଏ , ଏହ ସବୁ ଦେଖି ମୋତେ ଦୁଃଖ ଲାଗିଥାଏ , ମୁଁ ଖାଲି ଏହା ଚାହେଁ କି ଲୋକେ ଖୁସିରେ ରୁହନ୍ତୁ , ଶାନ୍ତି ବଜାୟ ରଖନ୍ତୁ ।

Leave a Reply

Your email address will not be published. Required fields are marked *