ସବୁ ସେଲିବ୍ରେଟି ଫଟୋରେ ଦେଖାଯାଇଥାଏ ଏହି ବ୍ୟକ୍ତି, ଜାଣନ୍ତୁ କିଏ ସେ ବ୍ୟକ୍ତି…

କିଛି ଏପରି ବଛା ବଛା ଲୋକ ଥାନ୍ତି ଯିଏକି ନିଜର ପସନ୍ଦର କଳାକାରଙ୍କ ସହ ଦେଖା କରିବାକୁ ମଉକା ପାଆନ୍ତି , ସବୁ ଫ୍ୟାନ୍ସ ମାନେ ଚାହଁନ୍ତି ନିଜ ପସନ୍ଦର କଳାକାରଙ୍କୁ ଦେଖନ୍ତୁ , ଓ ତାଙ୍କ ସହ ଫଟୋ ଉଠାନ୍ତୁ ।ସେମିତି ସୋସିଆଲ୍ ମିଡିଆରେ ବହୁତ ଫଟୋସପ୍ ହୋଇଥିବା ଫଟୋ ଦେଖିବାକୁ ମିଳିଯାଏ , ଯାହାକୁ ଦେଖି ଆମେ ତୁରନ୍ତ ଜାଣିନେଉ କି ଏହି ଫଟୋ ଏଡିଟ୍ ହୋଇଛି, ଯଦି ଆମେ କଥା କହିବା ଇନଷ୍ଟାଗ୍ରାମରେ ପ୍ରସିଦ୍ଧ ଏକାଉଣ୍ଟ  ଅନସିନ୍ ଫ୍ରେଣ୍ତ ତେବେ ଏମାନଙ୍କ ମଧ୍ୟରୁ ପ୍ରାୟ ସବୁ ସେଲିବ୍ରେଟିଙ୍କ ସହ ନିଜର ଫଟୋ ସପ୍ କରିଛନ୍ତି ।

ଆପଣଙ୍କୁ କହିଦେବୁ କି ଏହି ବ୍ୟକ୍ତିଙ୍କ ନାଁ ଗୋବିନ୍ଦା ଶାହ ଅଟେ , ଯିଏକି ଜଣେ ଏମ୍ ବି ଏ ଛାତ୍ର ଅଟନ୍ତି , ଏହି ବ୍ୟକ୍ତି ଫଟୋସପ୍ ରେ ଉନ୍ନତ ଏଡିଟ୍ କରନ୍ତି, ଆପଣଙ୍କୁ ବିଶ୍ୱାସ ହେବ ନାହିଁ କି ଏହା ଫଟୋ ଏଡିଟ୍ ହେଇଛି , ତେବେ ଆସନ୍ତୁ ଗୋବିନ୍ଦା ଶାହା କିଛି ଫଟୋ ଯାହା ଦେଖିକରି ବୁଲିକରି ଅସଲି ଲାଗିଥାଏ ।

ଏବେ କିଛି ଦିନ ହେବ ବଲିଉଡ୍ କଳାକାର ପ୍ରଧାନମନ୍ତ୍ରି ନରେନ୍ଦ୍ର ମୋଦୀଙ୍କର ସହ ସାକ୍ଷାତ କରିବାକୁ ଆସିଥିଲେ , ତେବେ ସେ ତାଙ୍କ ସହ ଏକ ଫଟୋ ଅପଲୋଡ୍ କରିଥିଲେ,  ଯେଉଁଥିରେ ସେ ବଲିଉଡ୍ କଳାକାରଙ୍କ ସହ ନଜର ଆସିଛନ୍ତି , ଆମେ କଥା ହେବା ଗୋବିନ୍ଦା ଶାହା ତେବେ ସେ ଏପରି ଏହାକୁ ଏଡିଟ୍ କରିଛନ୍ତି ଯାହାକି ଲାଗୁନାହିଁ କି ଏଡିଟ୍ ହୋଇଛି ବୋଲି ,

ଏହା ଛଡା ଗୋବିନ୍ଦା ସଚିନ୍ ତେନ୍ଦୁଲକର , ବିରାଟ କୋହଲି ପରି ବଡ ସିତାରାଙ୍କ ସହ ଫଟୋ ସପ୍ କରିଛନ୍ତି , ଏବେ ଏକ ଫଟୋସୁଟ୍ ରେ ଜ୍ୟାକଲିନ୍ ଫର୍ଣ୍ଣାଡିସ୍ ଙ୍କ ସହ ବେଡ୍ ରେ ଶୋଇକରି ପୋଜ୍ ଦେଇଥିଲେ , ଯେଉଁଥିରେ ସେ ବହୁତ ହଟ୍ ଲାଗୁଥିଲେ,  ଆପଣଙ୍କୁ କହିଦେବୁ କି ଗୋବିନ୍ଦା ନିଜକୁ ଏପରି ଫିଟ୍ କରିଛନ୍ତି କି ଏହି ଫଟୋ ବିଲକୁଲ୍ ରିଅଲ୍ ଲାଗୁଛି ।

Leave a Reply

Your email address will not be published. Required fields are marked *