ରାତାରାତି ଯେଉଁ ଫଟୋ ଏହି ଛୁଆକୁ ସୁପରଷ୍ଟାର୍ କରିଦେଇଥିଲା , ତାହାର ସତ୍ୟତା ଜାଣିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ..

ସୋସିଆଲ୍ ମିଡିଆରେ ଆସିବା ଦିନରୁ କିଛି ନା କିଛି ଭିଡୀଓ ଭାଇରାଲ୍ ହେଉଛି , ଏହି ସମୟରେ ଭାଇରାଲ୍ ହୋଇଥିବା ସାଧାରଣ ବ୍ୟକ୍ତି ରାତାରାତି ସେଲିବ୍ରେଟି ହୋଇଯାଆନ୍ତି , ଏହା ତ ଭାଗ୍ୟର ଖେଳ ଅଟେ , କିଛି ଫଟୋ କିମ୍ବା ଭିଡିଓ ଲୋକଙ୍କୁ ଏତେ ଭଲ ଲାଗେ କି କିଛି ମୁହୁର୍ତ୍ତରେ ଭାଇରାଲ୍ ହେଉଛି , ଲକ୍ଷାଧିକ ଲୋକେ ତାହାକୁ ଦେଖି ଦେଉଛନ୍ତି , ଏମିତି ଏକ ଫଟୋ ଆଜି ଆମେ ଆପଣଙ୍କୁ ଦେଖାଇବାକୁ ଯାଊଛୁ । ଆମେ କହିବୁ କି ଏହି ଫଟୋ ଆପଣ ସମସ୍ତେ ଦେଖିଥିବେ ଏହି ଫଟୋ ଏତେ ଭାଇରାଲ୍ ହେଲା କି ଲୋକେ ଏହାକୁ ନାନା ପ୍ରକାରର ମେମେ ଜିଆଇଏଫ୍ କରିବାକୁ ଲାଗିଲେ , ଆପଣ ଏହି ଫଟୋକୁ ଦେଖି ବୁଝିପାରୁଥିବେ ।

ହଁ ଆଜ୍ଞା , ଏହି ଫଟୋ ବିଷୟରେ ଆମେ କଥାବାର୍ତ୍ତା ହେଉଛେ , ଏହି ଛୁଆର ବିଷୟରେ ସମସ୍ତେ ଜାଣିଛନ୍ତି , ଏହି ଫଟୋକୁ ବ୍ୟବହାର ବହୁତ ଲୋକ ମେମେ ହିସାବରେ କରିଛନ୍ତି , ବହୁତ ଲୋକ ଏହି ଫଟୋକୁ ପ୍ରୋଫାଇଲ୍ ଫଟୋ ହିସାବରେ ଲଗାଇବି ଛନ୍ତି , କିନ୍ତୁ ଆପଣ ଜାଣିଛନ୍ତି କି ଏହି ଛୁଆଟି କିଏ ବୋଲି , ଆମେ ଆଜି ଏହି ଛୁଆର ବିଷୟରେ କିଛି ସତ୍ୟତା ବିଷୟରେ କହିବାକୁ ଯାଉଛୁ

ଏହି ଛୁଆଟିର ନାଁ ସେମି ଗ୍ରୀନର୍ ଅଟେ । ସେମି ଫ୍ଲୋରିଡାର ଜେକ୍ସନ୍ ବିଲେ ରେ ରହୁଛନ୍ତି , ଯେବେ ତାଙ୍କର ଫଟୋ ନିଆଯାଇଥିଲା , ତେବେ ସେ ୧୧ ମାସର ଥିଲେ , ଏହି ଫଟୋରେ ୧୦ ବର୍ଷ ପୁରୁଣା ଅଟେ , ଏହି ଫଟୋ ତାଙ୍କ ମା ଲେନି ଗ୍ରୀନର୍ ଉଠାଇଥିଲେ,  ସେମିଙ୍କ ମା ଏହି ଫଟୋ ଫ୍ଲିକର୍ ରେ ପୋଷ୍ଟ କରିଥିଲେ,  ଓ ସେମିତି ଏହି ଫଟୋ ଭାଇରାଲ୍ ହେଲା , ଯାହାକି ରାତାରାତି ଷ୍ଟାର୍ ହୋଇଗଲେ ।

ଏବେ ସେମି ୧୧ ବର୍ଷର ହୋଇସାରିଛନ୍ତି , ସେମି ଏକ ନୁଆ ଫଟୋ ପୋଷ୍ଟ କରିଛନ୍ତି ଯେଉଁଥିରେ କୁହାଯାଇଛି କି ସେ ଏବେ ଏପରି ଦେଖାଯାଉଛନ୍ତି , ସେମିଙ୍କ ଏହି ଫଟୋ ତାହାର ଅନ୍ଦାଜ ଅଛି , ଏହି ଫଟୋକୁ ଲୋକେ ୨୦ ଲକ୍ଷ ଥର ଦେଖିସାରିଛନ୍ତି ।

ଖବରରୁ ଜଣାଯାଏ କି ଏହି ଫଟୋ ସେମିଙ୍କ ବାପାଙ୍କୁ ଠିକ୍ କରିବାକୁ ନିଆଯାଇଥିଲା , ସେହି ସମୟରେ ସେମିଙ୍କ ବାପାଙ୍କ କିଡନୀ ଖରାପ ଥିଲା , ଓ ପରିବାର ପାଖରେ ଡାୟଲେସିସ୍ କରିବାକୁ ପଇସା ନଥିଲା , ତାପରେ ସେମିଙ୍କ ଜରିଆରେ ପଇସା କମାଇବା ଲାଗିଲେ , ଏହି କାରଣରୁ ସେମିଙ୍କ ମା ସେହି ଏହି ଫଟୋ କ୍ଲିକ୍ କରି ସୋସିଆଲ୍ ମିଡିଆରେ ଦେଇଥିଲେ ।

ଫଟୋ ଦେବାପରେ ଏହା ବହୁତ ଅଧିକା ଭାଇରାଲ୍ ହୋଇଥିଲା , ଆଜି ବି ଲୋକେ ଏହି ଫଟୋକୁ ବ୍ୟବହାର ଅଲଗା ଅଲଗା ତରିକାରେ କରୁଛନ୍ତି , ସେମିଙ୍କ ଏହି କ୍ୟୁଟ୍ ଫଟୋ କାରଣରୁ ତାଙ୍କ ବାପାଙ୍କ ଚିକିତ୍ସା ହୋଇପାରିଲା ।

Leave a Reply

Your email address will not be published. Required fields are marked *