ଏହି କବ୍ରରୁ ସବୁବେଳେ ଆସୁଥିବା ବାସ୍ନା , ବର୍ଷା ଯୋଗୁଁ ଜଣା ପଡିଲା ଅସଲ ରହସ୍ୟ , ଜାଣିକରି ସମସ୍ତେ ହେଲେ ଚକିତ…

ଆତ୍ମାକୁ ନେଇକରି ଲୋକଙ୍କର ମନରେ ଅନ୍ଧବିଶ୍ୱାସ ଆଜି ପର୍ଯ୍ୟନ୍ତ ଚାଲୁଛି । ଆଜି ପର୍ଯ୍ୟନ୍ତ କେହି କଥାକୁ ପ୍ରମାଣିତ କରିପାରି ନାହାନ୍ତି କି ପ୍ରକୃତରେ ଭୁତ ଅଛନ୍ତି କି ନାହିଁ , କିନ୍ତୁ ବହୁତଥର ମଣିଷଙ୍କ ସହ ଏମିତି କିଛି ଅଜବ ଧରଣର ଘଟଣା ହୋଇଥାଏ , ଯାହା ଆମେ ନ ଚାହୁଁଥିଲେ ବି ଭୁତ ପ୍ରେତ ଉପରେ ବିଶ୍ୱାସ କରିବାକୁ ବାଧ୍ୟ କରିଥାଏ , ବହୁତ ସାରା ଲୋକ କୁ ଶକ୍ତି ଓ ଯାଦୁ ମନ୍ତ୍ର ଦ୍ୱାରା ଯୋଡି ହୋଇଯାଉଛନ୍ତି , କିଛି ଏପରି ଆଶ୍ଚର୍ଯ୍ୟଜନକ ମାମଲା ଏବେ କିଛି ଦିନ ଆମ ସାମ୍ନାରେ ଆସିଛି ।ଏହି ପୁରା ଘଟଣା ୟମନର ଧାଫର ର ଅଟେ , ଯେଉଁଠି ଏକ କବରସ୍ଥାନରୁ କବରରୁ ସବୁଦିନ ବାସ୍ନା ଆସୁଥିଲା,  ଲୋକଙ୍କର ଅନୁସାରେ ତାହା ଏକ ଝିଅର କବର୍ ଥିଲା,  ଯାହା କି ବହୁତ ବର୍ଷ ପୁର୍ବରୁ ପୋତା ହୋଇଥିଲା,

କିନ୍ତୁ ଘଟଣା ପରେ ଯେବେ କବର ବାହାର ଶବ ବାହାରିଲା ତେବେ ସେ ଏକଦମ୍ ସେପରି ଥିଲା,  ଯାହାକୁ ସେମାନେ ମରିଥିବା ବେଳେ ପୋତିଥିଲେ,  ଯେବେ କି ଶବକୁ ପୋତିବାପରେ ପୋକ ଜନ୍ଦା ସବୁ ଖାଇଯାଆନ୍ତି , କିମ୍ବା ଶବଟି ଶଢିଯାଇଥାଏ , କିନ୍ତୁ ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା ,ସୁତ୍ରର ଅନୁସାରେ ଧାଫର ଜିଲ୍ଲାରେ ରହୁଥିବା ୨୦ ବର୍ଷୀୟ ଝିଅର ମୃତ୍ୟୁ ହୋଇଯାଇଥିଲା ଯାହାପରେ ସ୍ଥିତ କବରସ୍ଥାନରୁ ତାଙ୍କୁ ପୋତିଦେଇଥିଲେ,  କିନ୍ତୁ ଏତେ ବର୍ଷ ପରେ ସେହି କବରରୁ ବାସ୍ନା ଆସୁଥିଲା , ଏବେ କିଛି ଦିନ ହେବ ବର୍ଷା ସକାଶେ କବରକୁ ବାହାରକୁ ବାହାର କରାଯାଇଥିଲା,  ସେହି ଝିଅର ଶବ ବି ସାମିଲ୍ ଥିଲା , କିନ୍ତୁ ଏହି ଦୃଶ୍ୟ ଦେଖିବାପରେ ସମସ୍ତେ ଚକିତ ହୋଇଗଲେ ।

ଯେତେବେଳେ ଆମର ଟିମ୍ ତାଙ୍କୁ ପଚରାଉଚୁରା କଲେ ତେବେ ସେମାନେ କହିଲେ କି ବହୁତ ବର୍ଷ ପୂର୍ବରୁ ସେ ଏଠାରେ ଏକ ଝିଅର ଶବକୁ ପୋତିଥିଲେ,  କିନ୍ତୁ ଯିଏ ବି ସେପଟେ ଦେଇଯାଉଥିଲା ତେବେ ଏକ ଅଜବ ପ୍ରକାରର ବାସ୍ନା ଆସୁଥିଲା , କିନ୍ତୁ ଏବେ ଯେବେ ବର୍ଷା ସମୟରେ ଯେବେ ଝିଅର ଲାଶ୍ କୁ ବାହାର କରାଗଲା , ତେବେ ସେ ଏକଦମ୍ ସତେଜ ଥିଲା ପରିଦେଖାଯାଉଥିଲା , ଗାଁ ଲୋକଙ୍କର କହିଲେ କି ଏବେ ସେହି ଝିଅର ଶବକୁ ଆଉଥରେ ପୋତି ଦେଇଛନ୍ତି , କିନ୍ତୁ ଆଜି ବି ସେହି କବରରୁ ବାସ୍ନା ଆସିଥାଏ ।

Leave a Reply

Your email address will not be published. Required fields are marked *