ସାମ୍ନାକୁ ଆସିଲା ରାକ୍ଷୀ ସାୱନ୍ତଙ୍କ ସ୍ୱାମୀ , କହିଲେ ଇଶ୍ୱରଙ୍କ ଆଶିର୍ବାଦ ଅଟନ୍ତି ରାକ୍ଷୀ , ମୁଁ ତାଙ୍କ ପରି ମହିଳା କେଉଁଠି ଦେଖିନାହିଁ କାରଣ ସେ..

ବଲିଉଡ୍ ଇଣ୍ତଷ୍ଟ୍ରିରେ ଏମିତିରେ ବହୁତ ମଡେଲର୍ କିମ୍ବା ଷ୍ଟ୍ରଗଲର୍ ଅଛନ୍ତି , ଯିଏ ପବ୍ଲିସିଟି ପାଇଁ କିଛି ବି କରିପାରନ୍ତି , ଏମିତି ଏକ ଅଭିନେତ୍ରୀ ଅଛନ୍ତି ଡ୍ରାମା କ୍ୱିନ୍ ରାକ୍ଷୀ ସାଓନ୍ତ , ଯିଏକି ନିଜ ବାହାଘରକୁ ନେଇକରି ଏବେ ଚର୍ଚ୍ଚିତ ଅଛନ୍ତି , କିନ୍ତୁ ଏହା ପ୍ରଥମ ଥର ହୋଇନାହିଁ । ରାକ୍ଷୀ ଏହା ପୁର୍ବରୁ ବହୁତଥର ଚର୍ଚ୍ଚିତ ହୋଇଛନ୍ତି , ଓ ଏବେ ତାଙ୍କ ବିବାହ ବି ଚର୍ଚ୍ଚାରେ ରହିଛି , କହିଦେବୁ କି ରାକ୍ଷୀ ଏହା ପୂର୍ବରୁ ଜଣେ ସନ୍ୟାସୀଙ୍କୁ ବିବାହ କରିବାର ଘୋଷଣା କରିଥିଲେ,  ରାକ୍ଷୀ ସାଓନ୍ତଙ୍କ ନାଁରେ ଗୋଟିଏ ବୋଲି କଣ୍ଟ୍ରୋଭର୍ସି ନୁହେଁ ବରଂ ଆହୁରି ଅଛି , ଯେଉଁଥି ପାଇଁ ଗୋଟିଏରୁ ଗୋଟିଏ ପବ୍ଲିସିଟି ଷ୍ଟଣ୍ଟ କରିଛନ୍ତି ।

ଡ୍ରାମା କ୍ୱିନ୍ ରାକ୍ଷୀ ସାଓନ୍ତ ଏବେ କିଛି ଦିନ ହେବ ନିଜ ବାହାଘର ଓ ସ୍ୱାମୀଙ୍କ ପାଇଁ ଚର୍ଚ୍ଚାରେ ଆସିଛନ୍ତି , ବୋଧେ ଆପଣ ଜାଣିନଥିବେ ତାଙ୍କର ସ୍ୱାମୀ କିଏ ବୋଲି । ଓ ସେ କିପରି ଦେଖାଯାଉଛନ୍ତି , ପୂର୍ବରୁ ରାକ୍ଷୀଙ୍କର ସ୍ୱାମୀଙ୍କ ନାଁ ଆସିଯାଈଥିଲା । କିନ୍ତୁ ଏହା ମିଡୀଆ ସାମ୍ନାକୁ ଆସିନଥିଲା , ଏବେ ରାକ୍ଷୀ ସାଓନ୍ତଙ୍କ ସ୍ୱାମୀ ଏବେ ମିଡିଆ ଆଗକୁ ଚାଲି ଆସିଛନ୍ତି , ଓ ବହୁତ ସାରା ଖୁଲାସା ହୋଇଛି , କହିଦେବୁ କି ରାକ୍ଷୀ ସାଓନ୍ତ ସ୍ୱାମୀଙ୍କ ନାଁ ରିତେଶ ଅଟେ, ଓ ସେ ଏକ ଇଣ୍ଟରଭ୍ୟୁ ସମୟରେ କହିଲେ,  ଓ ସେ ଏବେ ଲଣ୍ତନରେ ବିଜନେସ୍ ମ୍ୟାନ୍ ଅଛନ୍ତି ।

ରାକ୍ଷୀଙ୍କ ସ୍ୱାମୀଙ୍କ ମୁତାବିକ , ତାଙ୍କର ବୈବାହିକ ଜୀବନ ବହୁତ ଭଲ ଚାଲିଛି , ତାଙ୍କର ମୁତାବିକ ରାକ୍ଷୀ କ୍ୟାମେରାର ସାମ୍ନାରେ ଏକ ଅଲଗା ମଣିଷ ଅଟନ୍ତି , କିନ୍ତୁ ତାଙ୍କର ହୃଦୟ ବହୁତ ଭଲ ଅଟେ , ରିତେଶ କହିଲେ କି ରାକ୍ଷୀ ଇଶ୍ୱରଙ୍କ ଆଶିର୍ବାଦ ଅଟେ , ଓ ସେ ଏହି ପରି ମହିଳା କେବେ ଆଗରୁ ଦେଖିନାହାନ୍ତି , ସେ ମହାନ୍ ଅଟନ୍ତି , ସେ କହିଲେ କି କ୍ୟାମେରା ଆଗରେ ବୋଲ୍ଡ ସିନ୍ କରିଲେ କୌଣସି ଆପତ୍ତି ନାହିଁ ।

ରାକ୍ଷୀଙ୍କର ବିବାଦ ବହୁତ ଆଗରୁ ଅଛି , ରାକ୍ଷୀ ଏହା ପୁର୍ବରୁ ବହୁତ ସଂମ୍ପର୍କରେ ଥିଲେ , ଏହା ପୂର୍ବରୁ ସେ କହିଲେ କି ଦୀପକ କଲାଲ୍ ଙ୍କୁ ବିବାହ କରିବାକୁ ଯାଉଛନ୍ତି । ରାକ୍ଷୀଙ୍କୁ ଚର୍ଚ୍ଚାରେ ରହିବାକୁ ଅଭ୍ୟାସ ଅଛି , ଏଥିପାଇଁ ସେ ସୋସିଆଲ୍ ମିଡିଆରେ କିଛି ନା କିଛି ଅଲଗା କରିଥାନ୍ତି , ରାକ୍ଷୀ ସାଓନ୍ତ କିଛି ମାସ ପୁର୍ବରୁ ମିଟୁ କ୍ୟାପଟେନ୍ ରେ ତନୁଶ୍ରୀଙ୍କ ବିପକ୍ଷରେ ଯାଇକରି ନାନା ପାଟେକରଙ୍କୁ ରକ୍ଷା କରୁଥିବାର ଦେଖାଯାଇଥିଲା , କିଛି ମାସ ପୂର୍ବରୁ ଜଣେ ମହିଳା ରେସଲର୍ ତାଙ୍କୁ ଉଠାଇ ତଳେ ପକାଇଦେଇଥିଲେ,  ଏହାପୁର୍ବରୁ ମଡେଲ୍ ଅଭିଷେକ ଅବସ୍ଥିଙ୍କୁ ସେ ଡେଟ୍ କରିଥିଲେ ।

କିନ୍ତୁ ତାଙ୍କର ଭୁଲ୍ ପାଇଁ ମିଡିଆ ସାମ୍ନାରେ ସେ ଚାପୁଡା ମାରିଥିଲେ , ୨୦୦୬ ରେ ମିକା ସିଂଙ୍କୁ ସେ ନିଜ ବାର୍ଥ ଡେ ରେ  ଡକାଇଥିଲେ । ଯେଉଁଠି ରାକ୍ଷୀ ନିଜ ବୟଫ୍ରେଣ୍ତ ଅଭିଷେକଙ୍କୁ ନେଇ ପହଞ୍ଚିଥିଲେ, କିନ୍ତୁ ମିକା ସିଂ ତାଙ୍କୁ ଅଚାନକ ଚୁମ୍ବନ ଦେଇଥିଲେ,  ଏହାପରେ ଏହି କଥ ସବୁ ଆଡେ ପ୍ରଚାର ହୋଇଗଲା , ଓ ରାକ୍ଷୀ ମିକା ସିଂଙ୍କୁ କୋର୍ଟ ଯାଏଁ ନେଇଗଲେ , ମିକା ସିଂଙ୍କୁ ମିଡିଆ ଆଗରେ ଭୁଲ୍ ମାଗିବାକୁ ପଡିଲା , ଏତିକି ନୁହେଁ ରାକ୍ଷୀ ସାଓନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ଥିବା ବ୍ଲାକ୍ ଡ୍ରେସ୍ ପିନ୍ଧିକରି ଫଟୋ ସୁଟ୍ କରିଥିଲେ ।

Leave a Reply

Your email address will not be published. Required fields are marked *