ଏହି ୬ ଟି ରାଶିର ଲୋକେ କେବେ ଛାଡନ୍ତି ନାହିଁ ନିଜ ଜୀବନସାଥୀର ସାଥି , ଆଜି ହିଁ ଜାଣିନିଅନ୍ତୁ ଆପଣଙ୍କ ଜୀବନସାଥୀ ବିଷୟରେ…

ପ୍ରେମ ଏକ ବଢିଆ ଆଭାସ ହୋଇଥାଏ , ଯାହାର ବିନା ସୁଖମୟ ଜୀବନ କଳ୍ପନା କରିବା ଅସମ୍ଭବ ହୋଇଥାଏ , ସମସ୍ତଙ୍କୁ କାହାର ନା କାହାର ଭଲ ପାଇବା ଦରକାର , ସେମିତି ପ୍ରେମର ବହୁତ ପ୍ରକାରର ହୋଇଥାଏ , କିନ୍ତୁ ଆମେ ଯେଉଁ ପ୍ରକାରର କଥା କହୁଛୁ ତାହା ପ୍ରେମିକା ପ୍ରେମିକର ପ୍ରେମ ହୋଇଥାଏ , ଯଦି ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଭଲ ପାଇବା ହୋଇଥାଏ , ତେବେ କଠିନରୁ କଠିନ ପରିସ୍ଥିତିକୁ ସହଜରେ ସହି ପାରନ୍ତି । କିନ୍ତୁ ଯଦି ପ୍ରେମିକ-ପ୍ରେମିକା କିମ୍ବା ସ୍ୱାମୀ ସ୍ତ୍ରୀର ପ୍ରେମରେ ପ୍ରେମର କମ୍ ହୋଇଥାଏ , ତେବେ ଜୀବନ ନର୍କ ସହ ସମାନ ହୋଇଯାଏ , ଯେଉଁଥିରେ ଝଗଡା, ପରିବାର କଳହ, ସମାଜରେ ବଦନାମୀ ପରି ସାଧାରଣ କଥା ଉପୁଜି ଥାଏ ,

ଆପଣଙ୍କୁ କହିଦେବୁ କି ଆମର ମଧ୍ୟରେ ଏମିତି ବହୁତ ଲୋକ ଅଛନ୍ତି ଯାହାଙ୍କ ପ୍ରେମ ବହୁତ ଗଭୀର ହୋଇଥାଏ , ବରଂ ଏହି ଲୋକ ଏହି ପ୍ରେମର ସାହାରାରେ ନିଜ ଜୀବନ ସାରା ନିଭାଇଥାନ୍ତି । ବହୁତ କିଛି ଏମିତି ହୋଇଥାନ୍ତି ଯାହାଙ୍କ ପ୍ରେମ ଅଧିକା ଦିନ ଯାଏଁ ଚଳିପାରିନଥାଏ , ଏମିତିରେ ଆଜି ଆମେ ଆପଣଙ୍କୁ କିଛି ଏପରି ରାଶିଗୁଡିକ ବିଷୟରେ କହିବାକୁ ଯାଉଛୁ , ଯାହାଙ୍କ ପ୍ରେମ ଜୀବନ ସାରା ଚଳିଥାଏ , ସେହି ଲୋକ କେବେ ନିଜ ପ୍ରେମକୁ ଘୃଣାରେ ପରିବର୍ତ୍ତନ କରିନଥାନ୍ତି ।

୧) ସିଂହ ରାଶି : ଏହି ରାଶିର ଲୋକ ନିଜ ଜୀବନ ସାଥୀଙ୍କ ସହ ବହୁତ ଭଲ ପାଇବା ଦିଅନ୍ତି , ଓ ସେମାନେ ସବୁବେଳେ ଦୁହେଁ ଦୁହେଁଙ୍କ ସାଙ୍ଗରେ ରହିବାକୁ ପ୍ରତିଜ୍ଞା କରିଥାନ୍ତି , କିନ୍ତୁ କେବେ କେବେ ଛୋଟ ମୋଟ କଥାକୁ ନେଇ ଟିକିଏ ମତାନ୍ତର ହୋଇଥାନ୍ତି , କିନ୍ତୁ କିଛି ସମୟ ପରେ ଏମାନେ ନିଜ ମଧ୍ୟରେ ମତାନ୍ତରକୁ ଦୂରେଇ ପ୍ରେମକୁ ଫେରିଆସନ୍ତି ।

୨) କନ୍ୟା ରାଶି : ଏହି ରାଶିର ଲୋକେ ଛୋଟ ମୋଟ କଥାରେ ଲଢେଇ କରିବାକୁ ବାହାରି ଆସନ୍ତି , ଏମିତିରେ କେବେ କେବେ ସେମାନେ କଥାର ଅଲଗା ମିନିଙ୍ଗ୍ ବାହାର କରିଦିଅନ୍ତି ,  ଓ ସବୁବେଳେ ଦୁହେଁ ଏକାଠି ମିଶିକରି ରୁହନ୍ତି , କିନ୍ତୁ କିଛି ଲୋକ ଏପରି ହୋଇଥାନ୍ତି , ଯିଏକି ନିଜ ପାଟିତୁଣ୍ତ ହୋଇଥିଲେ ମନାଇବାକୁ ପଛରେ ହଟନ୍ତି ନାହିଁ , ବହୁତଥର ଦେଖାଯାଇଛି କି ଏହି ପରି ସେହି ଲୋକଙ୍କର ମଧ୍ୟରେ ଦୁରତା ବଢିଯାଈଥାଏ ।

୩) ତୁଳା ରାଶି : ଏହି ରାଶିର ଲୋକେ ସବୁ ଛୋଟ ମୋଟ କଥା ପାଇଁ ବ୍ୟସ୍ତ ହୋଇଯାଆନ୍ତି , ଏମିତିରେ କେବେ ତ ଏମାନଙ୍କ କଥାରେ ଭୁଲ୍ ଅର୍ଥ ବାହାର କରିଦିଅନ୍ତି , ଦାମ୍ପତ୍ୟ ଜୀବନରେ କିଛି ଅସୁବିଧା ହେଲେ ଏହି ଲୋକ ଏହି କାମରେ ଧ୍ୟାନ ଦିଅନ୍ତି , ଯାହାର୍ କାରଣରୁ ସେମାନେ ଖୁସିରେ ଜୀବନ ବ୍ୟତିତ କରନ୍ତି ।

୪) ବିଛା ରାଶି : ଏହି ରାଶିର ଲୋକଙ୍କର କଥା ଦେଖିଲେ ଏମାନେ ନିଜ ଲାଇଫ୍ ପାର୍ଟନର ସହ ଜୀବନ ବହୁତ ସରଳତାର ସହ କଟାଇଥାନ୍ତି , ଓ ନିଜ ପାର୍ଟନରକୁ ବହୁତ ଅଧିକା ଭଲ ପାଆନ୍ତି , ଏମାନଙ୍କ ମଧ୍ୟରେ ଯାହା ବି ସାମଞ୍ଜସ୍ୟ ହୋଇଥାଏ , ତାକୁ କେହି ପ୍ରତିରୋଧ କରିପାରିବେ ନାହିଁ , ଏହି ଲୋକ ରୋମାନ୍ସ କରିବାପାଇଁ ଆଗରେ ରୁହନ୍ତି , ଏହି ରାଶିର ଜାତକରେ ନିଜ ଜୀବନ ସାଥୀକୁ ଖୁସି କରିବାପାଇଁ ଉପହାର ବି ଦେଇଥାନ୍ତି ।

୫) ଧନୁ ରାଶି : ଏହି ରାଶିର ଜାତକରେ ନିଜ ଜୀବନସାଥୀ ସହ ବହୁତ ଭଲରେ କଟାଇଥାନ୍ତି , ଯଦି ଆପଣ ବିବାହିତ ହୋଇନଥିବେ ତେବେ ଆପଣଙ୍କ ପାଇଁ ଏକ ଭଲ ପ୍ରସ୍ତାବ ଆସିବ , ଯଦି କେଉଁ ଝିଅକୁ ଭଲ ପାଉଛନ୍ତି ତେବେ ଏବେ ସମୟ ଆସିଗଲା କି ତାକୁ ପ୍ରେମର ନିବେଦନ କରିଦିଅନ୍ତୁ ।

୬) ମକର ରାଶି : ଏହି ରାଶିର ଲୋକ ଦେଖିବାକୁ ସିଧା ସାଧା ଦେଖିବାକୁ ଲାଗନ୍ତି , ଓ ନିଜ ପାର୍ଟନରଙ୍କ ଠାରୁ ଶୁଭ ସମାଚାର ମିଳିବାର ଅପେକ୍ଷାରେ ରୁହନ୍ତି , କିଛି ଲୋକ ପାର୍ଟନର ସହ ବିବାହ ପୂର୍ବରୁ ରହିଥାନ୍ତି , ଯେବେ କିଛି ଲୋକ ବିବାହ କରିନିଅନ୍ତି , ତାଙ୍କର ଜୀବନ ବହୁତ ଭଲ ତରିକାରେ କଟିଥାଏ , ଏମିତି ମାମଲାରେ କିଛି ନକରାତ୍ମକ କଥା ବି ସାମ୍ନାକୁ ଆସେ , କିନ୍ତୁ ଏମାନେ ତାହାର ସମାଧାନର ବାଟ କାଢିଦିଅନ୍ତି ।

Leave a Reply

Your email address will not be published. Required fields are marked *