ଦମ୍ପତି ଯାହାକୁ ଭାବୁଥିଲେ ଏକ ସାଧାରଣ ଗୀନା , ଯେବେ ଜଣା ପଡିଲା ତେବେ ଅସଲ ଦାମ୍ ତ ଚମକି ପଡିଲେ ସେ…

ସାଧାରଣତଃ ଦେଖିବାକୁ ଆସେ କି ଲୋକଙ୍କ ଘରେ ବହୁତ ବର୍ଷ ପୁରୁଣା ଜିନିଷ ପଡୁଥିବାର ଜଣାଯାଏ , ତାଙ୍କୁ ଏହାର ଅସଲ ଦାମ୍ ବିଷୟରେ ଜଣାନଥାଏ , କିଛି ଏପରି ସ୍ୱିଜର୍ ଲ୍ୟାଣ୍ତରେ ଏକ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ହୋଇଥିଲା , ଜାଣନ୍ତୁ ଏହାର ବିଷୟରେ । କପଲ୍ ଚିନ୍ ଯାତ୍ରାରେ ଯାଇଥିଲେ , ଯେଉଁଠି ସେ ଏକ ସୁନ୍ଦର ଦେଖାଯାଉଥିବା ଗୀନା କିଣିଥିଲେ , ଓ ତେବେ ତାଙ୍କୁ ଏହାର ଅସଲ ଦାମ୍ ଜଣାନଥିଲା , ନା ହିଁ ଯିଏ ବିକ୍ରି କରୁଥିବା ଲୋକକୁ ଜଣାଥିଲା , ମିଡିଆ ରିପୋର୍ଟରୁ ଜଣାଗଲେ ଗୀନାକୁ କିଣିଥିବା ବ୍ୟକ୍ତି କହିଲେ ବର୍ଲିନ୍ ର ଏକ ସଂଗ୍ରାହଳୟରେ ସେ ଏହି ଗୀନାକୁ ଦେଖାଇଥିଲେ , ଓ ସେ ସେଠାରେ ପ୍ରଦର୍ଶନୀ ପାଇଁ ରଖିବାର ଆଗ୍ରହ ବି କରିଥିଲେ , କିନ୍ତୁ ସଂଗ୍ରାହଳୟରେ ଗିନାକୁ ରଖିବାର ମନା କରିଥିଲେ ,

ବ୍ୟକ୍ତି ଏକ ବ୍ରିଟିଶ୍ ନିଲାମୀ ଘର ବି ଗିନା ଫଟୋ ଦେଖାଦେଇଥିଲେ,  ସେ ବି ଏହି ଗିନାକୁ ନିଲାମୀ କରିବାକୁ ମନା କରିଦେଲେ , ତାପରେ ସ୍ୱାମୀ ଓ ସ୍ତ୍ରୀ ଏହି ଗିନାକୁ ଏକ ସାଧାରଣ ଗିନା ବୋଲି ଭାବିଥିଲେ , ଯାହାପରେ ସେ ଏହାକୁ ଟେନିସ୍ ବଲ୍ ରଖିବାପାଇଁ ବ୍ୟବହାର କରିବାକୁ ଲାଗିଲେ ,

କିନ୍ତୁ ସ୍ୱିଜରଲ୍ୟାଣ୍ତ ନିଲାମୀ ବିଶେଷଜ୍ଞ କୁ ଗିନା ବିଷୟରେ ଖବର ହେଲା , ଓ ସେ କହିଲେ କି ଗିନା ଟି ୪୦୦ ବର୍ଷ ପୁରୁଣା ଅଟେ ,ମାନେ ୧୭ତମ ଶତାର୍ଦ୍ଧୀର ଅଟେ , ତେଣୁ ଏହା ଏକ ଦୁର୍ଲ୍ଲଭ ଜିନିଷ ଅଟେ,  ନିଲାମୀ ଗିନାର ଦାମ୍ ଏବେ ୩୪,୫ କୋଟି ଟଙ୍କା ଅଟେ ।

Leave a Reply

Your email address will not be published. Required fields are marked *