୨୦୦ ବର୍ଷର ପୁରୁଣା ଲଭ୍ ଲେଟର୍ସ ବିକ୍ରି ହେଲା କୋଟିଏ ଟଙ୍କାରେ , ଜାଣନ୍ତୁ କଣ ଖାସ୍ ଲେଖା ହୋଇଥିଲା ସେହି ଲଭ୍ ଲେଟରରେ…

ପ୍ରାଚୀନ ବସ୍ତୁଗୁଡିକର ସଉକ ସମସ୍ତଙ୍କର ହୋଇଥାଏ , ଏମିତିରେ ନେପୋଲିୟନ୍ ଙ୍କ ୨୦୦ ବର୍ଷ ପ୍ରାଚୀନ କିଛି ପ୍ରେମ ପତ୍ର ଥିଲା , ଯାହା କୋଟିଏ ଟଙ୍କାରେ ବିକ୍ରି ହୋଇଥିଲା , ସୁଚନା ମୁତାବିକ ଫ୍ରାନ୍ସର ସମ୍ରାଟ ନେପୋଲିୟନ୍ ବୋନାପାର୍ଟ ଜରିଆରେ ୨୦୦ ବର୍ଷ ପୂର୍ବ ନିଜ ସ୍ତ୍ରୀ ଜୋସେଫିନ୍ ଙ୍କୁ ଲେଖାଯାଇଥିବା ୩ ଟି ପ୍ରେମ ପତ୍ର ପ୍ରାୟ ୫,୧୩ ଲକ୍ଷ ୟୁରୋ ମାନେ ୩ କୋଟୀ ୯୭ ଲକ୍ଷ ଟଙ୍କାରେ ନିଲାମୀ ହୋଇଛି ।କହିଦେବୁ କି ପ୍ରେମ ପତ୍ର ବର୍ଷ ୧୭୯୬ ରୁ ୧୮୦୪ ମଧ୍ୟରେ ଲେଖା ହୋଇଥିଲା , ଯାହାର ନିଲାମୀ ରବିବାରକୁ ଫ୍ରାନ୍ସର ଡ୍ରାଉଟ୍ ନିଲାମୀ ଘରେ ହୋଇଥିଲା ,

ବର୍ଷ ୧୭୯୬ ରେ ଇଟଲିରେ ଅଭିଯାନ ସମୟରେ ଲେଖାଯାଇଥିବା ଏହି ପତ୍ର ନେପୋଲିୟନ୍ ଲେଖିଥିଲେ କି ମୋର ପ୍ରିୟ ବନ୍ଧୁ , ଆପଣଙ୍କ ତରଫରୁ କିଛି ଚିଠି ମିଳିନାହିଁ , ଅବଶ୍ୟ କିଛି ଖାସ୍ ଚାଲୁଛି  ,ଏଥିପାଇଁ ଯଦି ସ୍ୱାମୀଙ୍କୁ ଭୁଲିଯାଇଛନ୍ତି , କାର୍ଯ୍ୟ ଏବଂ ଥକାପଣ ମଧ୍ୟରେ କେବଳ ଆପଣଙ୍କ ମନେ ପଡୁଛି ।

ବୋନାପାର୍ଟ ଫ୍ରାନ୍ସର କ୍ରାନ୍ତି ରେ ସେନାପତି ୧୧ ନଭେମ୍ବର ୧୭୯୯ ରୁ ୧୮ ମେ , ୧୮୦୪ ପର୍ଯ୍ୟନ୍ତ ପ୍ରଥମ କନସୋଲ୍ ରୁପରେ ଶାସକ ଏବଂ ୧୮ ମେ ୧୮୦୪ ରୁ ୬ ଅପ୍ରେଲ୍ ୧୮୧୪ ପର୍ଯ୍ୟନ୍ତ ନେପୋଲିୟନ୍ ନାମରେ ସମ୍ରାଟ ଥିଲେ,  ସେ ୟୁରୋପର ଅନ୍ୟ କ୍ଷେତ୍ରରେ ଶାସକ ଥିଲେ , ଏତିକି ନୁହେଁ ଇତିହାସରେ ସେ ଦୁନିଆଁର ସବୁଠାରୁ ମହାନ୍ ସେନାପତିମାନଙ୍କ ମଧ୍ୟରୁ ଜଣାଯାଆନ୍ତି , ତାହା ସହ ଫ୍ରାନ୍ସର ଏକ ନ୍ୟା ବିଧି ସଂହିତା ଲାଗୁ କରିଥିଲେ, ଯେଉଁଥିରେ ନେପୋଲିୟନ ସଂହିତା ବୋଲି କୁହାଯାଏ ।

Leave a Reply

Your email address will not be published. Required fields are marked *