୩୨୦୦ ବର୍ଷର ପୁରୁଣା ମମ୍ମି , ଆଜି ପର୍ଯ୍ୟନ୍ତ ଯିଏ ବି ଛୁଇଁଲା ତାହାର ମୃତ୍ୟୁ ହୋଇଛି – ଜାଣନ୍ତୁ ଏହାରପଛରେ କାରଣ…

ଯେବେ ବି ପୁରୁଣା ମିସ୍ରର ନାଁ ଆସେ , ତେବେ ମନରେ ନାନାଦି କଥା ପ୍ରଶ୍ନ ଉଙ୍କି ମାରେ , ଯେପରି ମମ୍ମି, ମକବରା, ପିରାମିଡ୍ ଇତ୍ୟାଦି , ଏଠାରେ ବହୁତଥର ପ୍ରାଚୀନ ସମୟରେ ମମ୍ମି ମିଳୁଥିଲେ,  ଆଜି ଆମେ ଆପଣଙ୍କୁ ଏମିତି ଏକ ରହସ୍ୟମୟୀ ମମ୍ମି ବିଷୟରେ କହିବାକୁ ଯାଊଛୁ , ଯାହାଙ୍କ ବିଷୟରେ ଏହା କୁହାଯାଏ କି ତାକୁ ଯିଏ ବି ଛୁଇଁଛନ୍ତି , ତାର ମୃତ୍ୟୁ ହେବା ସୁନିଶ୍ଚିତ ।ଏହି ରହସ୍ୟମୟୀ ମମ୍ମି ମିସ୍ରର ସବୁଠାରୁ କମ୍ ବୟସର ରାଜା ତୁତନେଖାମୁନ୍ ଙ୍କ କୁହାଯାଉଛି , ଯିଏକି ୩୨୦୦ ବର୍ଷରୁ ମାଟି ତଳେ ପୋତା ହୋଇଥିଲେ,  ଓ ଏହାକୁ ୯୭ ବର୍ଷ ପରେ ମାନେ ୧୯୯୯ ରେ ଖୋଜାଯାଇଥିଲା,

ବ୍ରିଟିଶ ପୁରାତନ୍ତ୍ରବିଦ୍ ହାବାର୍ଡ କ୍ୱାର୍ଟର୍ ଙ୍କ ଦ୍ୱାରା ଏହି ରହସ୍ୟମୟୀ ମମ୍ମିଙ୍କ ଖୋଜା ମିଳିଲା , କୁହାଯାଏ କି ତୁତନେଖାମୁନ୍ କବରର ତଳ ଭାଗରେ ଦାମିକା ଖଜଣା ଥିଲା , ଓ ଯେବେ ଏହି କବର୍ ଖୋଜା ହେଲା , ତେବେ ପୁରାତତ୍ତ୍ୱ ବିଦ୍ ତାଙ୍କର ମମ୍ମି ତଳେ ସିଡି ପାଇଥିଲେ,  ଯାହା ଏକ ରୁମ୍ ରେ ପହଞ୍ଚିବାର ରାସ୍ତା ହୋଇଥିଲା, ଏହି ରୁମ୍ ର ସବୁ ଆଡେ ସୁନା ରୁପାରେ ଭରି ରହିଥିଲା , ଓ ଯାହାକି କୁହାଯାଉଛି କି ମିଶ୍ରର ପ୍ରାଚୀନ ଭାଷାରେ ଏକ ଚେତାବନୀ ଲେଖାହୋଇଥିଲା ତାହାର ଦ୍ୱାରା ଦେଶରେ । ଓ ସେଥିରେ ଏହା ଲେଖା ହୋଇଥିଲା କି ଯିଏ ରାଜା ତୁତନେଖାମୁନ୍ ଙ୍କ ଶାନ୍ତି ଭଙ୍ଗ କରିବ , ସେ ମରିଯିବ ,

ଏହାପରେ ବି ପୁରାତତ୍ତ୍ୱ ବିଭାଗର ଟିମ୍ ସେହି ଚେତାବନୀକୁ ଅଣଦେଖା କଲେ , ଯାହାର ପ୍ରଭାବରୁ ହାବର୍ଡ କ୍ୱାର୍ଟରଙ୍କ ଟିମ୍ ଙ୍କ ମୃତ୍ୟୁ ହୋଇଗଲା , ଓ ଏହି ଲୋକ ଦ୍ୱାରା ମିଶିକରି ତୁତନେଖାମେନ୍ ଙ୍କ ମମ୍ମିକୁ ହଟାଇକରି ଖଜଣା ବାହାର କରିଥିଲେ , କହିଦେବୁ କି ମୃତ୍ୟୁର ସିଲସିଲା ଏପରି କମ୍ ହୋଇନଥିଲା , ବରଂ ହାବର୍ଡ ଯେଉଁ ବ୍ୟକ୍ତିଙ୍କ ଦ୍ୱାରା ତୁତନା ଖାମେନ୍ ଙ୍କ ଖଜଣା ଖୋଲିବାର ଦାୟିତ୍ୱ ଦେଇଥିଲେ , ତାଙ୍କର କିଛି ଦିନ ମଧ୍ୟରେ ରହସ୍ୟମୟୀ ଭାବରେ ମୃତ୍ୟୁ ହୋଇଯାଇଥିଲା , ଓ ଏହି ବ୍ୟକ୍ତିଙ୍କ ମଧ୍ୟରେ ଥିଲେ ଲର୍ଡ ଜର୍ଜ କାରାନରବନ ଯିଏକି ପ୍ରଥମେ ତୁତନେଖାମୁନ୍ ଙ୍କ କଙ୍କାଳକୁ ହାତ ଲଗାଇଲେ , ଓ ଏହା ବି କୁହାଯାଉଛି କି ଯେଉଁ ଯେଉଁ ଲୋକ ସେହି ମମ୍ମିଙ୍କୁ ଦେଖିଲେ , ସେ ପାଗଳ କିମ୍ବା କେଉଁ ଅନ୍ୟ କାରଣରୁ ମୃତ୍ୟୁ ବରଣ କଲେ ।

Leave a Reply

Your email address will not be published. Required fields are marked *