ବିକଳାଙ୍ଗ ବାପା ସବୁ ଦିନ ହ୍ୱିଲ୍ ଚେୟାରରେ ନିଜ ଛୁଆକୁ ସ୍କୁଲରେ ଛାଡିଥାଏ କାରଣ ଜାଣିଲେ ଆପଣ କାନ୍ଦି ପକେଇବେ ନିଶ୍ଚୟ..

ବାପା ଓ ପୁଅଙ୍କର ସଂମ୍ପର୍କ ବହୁତ ହିଁ ଅଲଗା ପ୍ରକାରର ହୋଇଥାଏ , ଗୋଟେ ପୁଅର ସବୁ ସୁଖ ସୁବିଧା ଓ ଭଲ ପାଠ ପଢାପାଇଁ ସବୁ ବାପାର ଚିନ୍ତା ଥାଏ , ତାହା ସହ ଗୋଟେ ପିତାଙ୍କ କର୍ତ୍ତବ୍ୟ ହୋଇଥାଏ କି ନିଜ ପୁଅର ସୁରକ୍ଷା ଉପରେ ଅଧିକା ଧ୍ୟାନ ଦେଉ , ଏମିତିରେ ଆଜି ଆମେ ଏମିତି ଜଣେ ବାପାଙ୍କୁ ସାକ୍ଷାତ କରାଇବାକୁ ଯାଉଛୁ , ଯିଏକି ଏବେ ସୋସିଆଲ୍ ମିଡିଆରେ ବହୁତ ଚର୍ଚ୍ଚିତ ଓ ଲୋକପ୍ରିୟତା ପାଇଛନ୍ତି , ଏବେ ସୋସିଆଲ୍ ମିଡିଆରେ କିଛି ଫଟୋ ବହୁତ ଭାଇରାଲ୍ ହୋଇଥିଲା , ଯେଉଁଠି ଜଣେ ବାପା ନିଜ ପୁଅକୁ ସ୍କୁଲ୍ ଛାଡିବାପାଇଁ ଯାଉଛି , ମିଡିଆ ସୁତ୍ରରୁ ଖବର ମିଳିଛି କି ଏହି ଫଟୋ ଗୁଡିକ ଫିଲିଫାଇନ୍ସର ଅଟେ ।ଟାଟେ ଆଲେଜାନଡ୍ରୋ ନାମକ ଏହି ବ୍ୟକ୍ତି ଛୁଆ ବେଳରୁ ପୋଲିଓର ଶିକାର ହୋଇଥିଲେ  ଏହି କାରଣରୁ ସେ ନିଜ ପାଦ ଦ୍ୱାରା ଚାଲିବା ଅସମ୍ଭବ ଥିଲା ,

ଆଲଜାନଡ୍ରୋ ଗୋଟିଏ ଜାଗାରୁ ଆଉ ଏକ ଜାଗାକୁ ଯିବାପାଇଁ ହ୍ୱିଇଲ୍ ଚେୟାରର ସାହାରା ନେଉଥିଲେ , ଜଣେ ବିକଳାଙ୍ଗ ବ୍ୟକ୍ତିପାଇଁ ହ୍ୱିଲ୍ ଚେୟାରରେ ଲମ୍ବା ରାସ୍ତା ଅତିକ୍ରମ କରିବା ମୁସକିଲ୍ ହୋଇଥାଏ । ଏମିତିରେ ଆଲଜାନଡ୍ରୋ ନିଜ ୭ ବର୍ଷର ପୁଅକୁ ସବୁ ଦିନ ହ୍ୱିଇଲ୍ ଚେୟାରରେ ସହଜରେ ବସାଇ ନେଇଯାଆନ୍ତି , ବର୍ଷା ହେଉ କିମ୍ବା ଖରା କିମ୍ବା ଶୀତ ହେଲେ ବି ସେ ନିଜର ନିତ୍ୟ କାର୍ଯ୍ୟକୁ କେବେ ଭୁଲନ୍ତି ନାହିଁ , ତାଙ୍କର ପୁଅ ପାସିଜ୍ ଏଲିମେଣ୍ଟ୍ରି ସ୍କୁଲ୍ ରେ ଗ୍ରେଡ୍ -୨ ରେ ପଢୁଛି , ପୁଅ ଆକାରରେ ଟିକିଏ ଓଜନ ଅଟେ , କିନ୍ତୁ ବାପାଙ୍କୁ ତାକୁ କୋଳରେ ବସାଇବାରେ କୌଣସି ସଂଙ୍କୋଚବୋଧ ନାହିଁ , ସେ ସବୁଦିନ ଏପରି କାର୍ଯ୍ୟ କରିଥାନ୍ତି । ସେ ନିଜ ହାତ ମାଧ୍ୟମରେ ହ୍ୱିଲ୍ ଚେୟାରକୁ ଆଗକୁ ବଢାଇ ସ୍କୁଲ୍ ଛାଡିବାକୁ ଆସନ୍ତି ।

ଆଲେଜନଡ୍ରୋ କହନ୍ତି କି ଏମିତି ମୁଖ୍ୟ ରୁପରେ ଦୁଇଟି କାରଣ ପାଇଁ ହୋଇଥାଏ , ପ୍ରଥମ ଏପରି କଲେ ଭଡା ଖର୍ଚ୍ଚ ବଞ୍ଚିଯାଏ , ଓ ଦ୍ୱିତୀୟ ସେ ଚାହଁନ୍ତି କି ସେ ଛୁଆକୁ ସୁରକ୍ଷିତ ରଖିବେ , ଏଥିପାଇଁ ସେ ନିଜେ ସ୍କୁଲ୍ ଛାଡିବାକୁ ପସନ୍ଦକ୍ ଅରନ୍ତି , ସେ ୫ ବର୍ଷର ବୟସରୁ ପୋଲିଓ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି , ଓ ସେ ନିଜକୁ ଭାଗ୍ୟବାନ ଭାବୁଛନ୍ତି କି ଏତେ ସବୁ ହେଲା ପରେ ବି ତାଙ୍କୁ କିଏ ବିବାହ କରିଛି , ଓ ତାଙ୍କର ଏକ ସୁନ୍ଦର ପୁଅ ବି ଅଛି , ଓ ସେ ଏପରି କଣ୍ତିସନରେ ବି ନିଜ ଲାଇଫ୍ ଚଳିବାକୁ ଚାହୁଁଛନ୍ତି ।

ସେପଟେ ସୋସିଆଲ୍ ମିଡିଆରେ ଏହି ବାପାଙ୍କଅ ଫଟୋ ବହୁତ ଭାଇରାଲ୍ ହେଉଛି , ବାପା ଓ ପୁଅଙ୍କର ପ୍ରତି ଭଲ ପାଇବା ଯିଏ ଦେଖିଲା ତାର ଆଖିରେ ଲୁହ ଚାଲିଆସିଲା , ସତରେ ଏହା ଏକ ଅଦଭୁତ ନଜାରା ଅଟେ , ଆମେ ଆଶା କରୁଛୁ କି ଆଲେଜାନଡ୍ରୋ ପୁଅ ଆଉଟିକିଏ ବଡ ହେଇ ଗଲେ ତେବେ ନିଜ ବାପାଙ୍କର ହେଲ୍ପ କରିବ , ଏବେ ତାର ଫୋକ୍ସ ପାଠପଢାରେ ଅଛି,  ଦେଖିବାକୁ ଗଲେ ଏହା ଆମପାଇଁ ସମସ୍ତଙ୍କର ପ୍ରେରଣାଦାୟି ବାର୍ତ୍ତା ଅଟେ , ଆମକୁ ଲାଗୁଛି କି ଆମର ଜୀବନରେ ଦୁଃଖ ଓ ଅସୁବିଧା ଅଛି , କିନ୍ତୁ ଏମିତି ନଥାଏ , ଆମେ ଅଧିକା ଅସୁବିଧାରେ ରହୁଛେ , କିନ୍ତୁ ଏହି ଦୁଃଖର ଘଡିରେ ଆମେ ହାର୍ ମାନିନାହେଁ , ନିଜ ଜୀବନକୁ ଭଲରେ ଚଳିବାକୁ ଚେଷ୍ଟା କରିଥାଉ , ଏଥିପାଇଁ ଆପଣ ଏହାଠାରୁ ପ୍ରେରଣା ନିଅନ୍ତୁ , ଓ ଷ୍ଟୋରୀକୁ ଅଧିକାରୁ ଅଧିକା ସେୟାର୍ କରନ୍ତୁ ।

Leave a Reply

Your email address will not be published. Required fields are marked *