ସାଂଘାତିକ ରୋଗର ଶିକାର ହେଲେ ବଲିଉଡ୍ ର ଏଭରଗ୍ରୀନ୍ ଅଭିନେତା ଧର୍ମେନ୍ଦ୍ର, ତିନି ଦିନ ପରେ ମେଡିକାଲ୍ ରୁ ମିଳିଲା ଛୁଟି ଦେଖନ୍ତୁ ଅସଲି..

ଅଭିନେତା ଧର୍ମେନ୍ଦ୍ର ଏହି କିଛି ଦିନ୍ ହେବ ବଲିଉଡ୍ ରୁ ଦୁରେଇ ଯାଇଛନ୍ତି , କିନ୍ତୁ ତାଙ୍କର ଫ୍ୟାନ୍ସଙ୍କ ପାଇଁ ଏକ ଖରାପ ଖବର ଆସିଛି , ହଁ ଆଜ୍ଞା ଏହି ଦିନରେ ରୋଗାକ୍ରାନ୍ତ ହୋଇଛନ୍ତି , ଯାହାର କାରଣରୁ ତାଙ୍କୁ ମେଡିକାଲ୍ ରେ ଭର୍ତ୍ତି କରାଯାଈଛି , ଏହି ଖବର ଶୁଣି ଫ୍ୟାନ୍ସ ମାନେ ତାଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି , କିନ୍ତୁ ଏବେ ତାଙ୍କୁ ମେଡିକାଲ୍ ରୁ ଛଡାଯାଇଛି ,ଯାହାପରେ ଫ୍ୟାନ୍ସମାନେ ଆଶ୍ୱସ୍ତି ପାଇଛନ୍ତି , ଏତିକି ନୁହେଁ , ତାଙ୍କ ଅବସ୍ଥା ପୂରା ଖରାପ ହୋଇଯାଉଛି , ଏବେ ତାହା ସୁଧୁରି ନାହିଁ , ଘରେ ତାଙ୍କର ଭଲ ଭାବେ ଦେଖାଶୁଣା ହେଉଛି । ୮୩ ବର୍ଷୀୟ ଧର୍ମେନ୍ଦ୍ର ଏବେ ବି ଫିଟ୍ ଅଛନ୍ତି , ଯାହାର କାରଣରୁ ସେ ନିଜ ଫାର୍ମ ହାଉସ୍ ରେ କ୍ଷେତି କରିବାକୁ ପସନ୍ଦ କରୁଛନ୍ତି ,

ଆସିବା ଦିନରୁ ତାଙ୍କର କିଛି ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଇଛି , ଯେଉଁଥିରେ ସେ କ୍ଷେତି କରୁଥିବାର ନଜର ଆସିଥିଲେ,  ମତଲବ ସଫା କି ବଲିଉଡ୍ ରୁ ଦୁରେଇ ଯିବାପରେ ଧର୍ମେନ୍ଦ୍ର ନିଜକୁ ଫିଟ୍ ରଖିବାକୁ ଚାହୁଁଛନ୍ତି , ଯାହାପାଇଁ ସେ ନିଜର ପସନ୍ଦର କାମ କରୁଛନ୍ତି , କହିଦେବୁ କି ଏହି ବର୍ଷ ପ୍ରଥମଥର ଧର୍ମେନ୍ଦ୍ରଙ୍କ ପୁଅ ସନିଦେଓଲ ନିର୍ବାଚନ ଲଢିଥିଲେ,  ଓ ଏବେ ସେ ସାଂସଦ ହୋଇସାରିଛନ୍ତି , ଏବେ ତାଙ୍କ ଘରେ ଦୁଇଟି ସାଂସଦ ଅଛନ୍ତି

ମିଡିଆ ରିପୋର୍ଟ ଅନୁସାରେ ଧର୍ମେନ୍ଦ୍ରଙ୍କୁ ଡେଙ୍ଗୁ ହୋଇଥିଲା , ଯାହାର କାରଣରୁ ସେ ତିନି ଦିନ ପାଇଁ ମେଡିକାଲ୍ ରେ ଭର୍ତ୍ତି ହୋଇଥିଲେ,  ଏହି ସମୟରେ ତାଙ୍କର ଲକ୍ଷାଧିକ ଫ୍ୟାନ୍ସ ପ୍ରାର୍ଥନା କରିଛନ୍ତି , କହିଦେବୁ କି ତିନି ଦିନ ଚିକିତ୍ସାପରେ ଏବେ ତାଙ୍କୁ ମେଡିକାଲ୍ ରୁ ଛୁଟି ମିଳିଛି , କିନ୍ତୁ ତା ସହ ଆରାମ କରିବାକୁ କୁହାଯାଇଛି , ଏମିତିରେ ଧର୍ମେନ୍ଦ୍ର ନିଜ ପରିବାର ସହ ଘରେ ଆରାମ କରୁଛନ୍ତି , ମତଲବ ସଫାକି ଏବେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଭଲ ହୋଇନାହିଁ ।

ଫିଲ୍ମରୁ ଦୁରେଇ ଯିବାପରେ ଧର୍ମେନ୍ଦ୍ର ନିଜର ପୁରା ସମୟ ନିଜ ଫାର୍ମ ହାଉସ୍ ରେ କଟାଉଛନ୍ତି , ଫାର୍ମ ହାଉସ୍ ରେ ଧର୍ମେନ୍ଦ୍ର କ୍ଷେତି କରୁଛନ୍ତି , ଏହା ଛଡା ଗାଇଙ୍କୁ ଚାରା ଦେବାର ନଜର ଆସିଛନ୍ତି , ଏହା ସେ କେବଳ ନିଜ ଛୁଆଙ୍କ ପାଇଁ କ୍ଷେତି କରୁଛନ୍ତି , ଯାହା ଦ୍ୱାରା ଭଲ ପରିବା ଖାଇପାରିବେ , ଓ ଗାଇ ମାନଙ୍କର ସେବା କରିପାରିବେ , କହିଦେବୁ କି ଫାର୍ମ ହାଉସ୍ ରେ ବହୁତଥର ଧର୍ମେନ୍ଦ୍ର ନିଜ ଫଟୋ ସାମ୍ନା ଆସୁଥାଏ , ଫିଲ୍ମ ଜଗତରେ ଧର୍ମେନ୍ଦ୍ର ବହୁତ ନାଁ କମାଇଛନ୍ତି ।

ଏବେ କିଛି ଦିନ ହେବ ଧର୍ମେନ୍ଦ୍ର ନିଜ ନାତି କରନ୍ ଦେଓଲ ଫିଲ୍ମ ପଲ୍ ପଲ୍ ଦିଲ୍ କେ ପାସ୍ ଚଳଚିତ୍ରରେ ନଜର ଆସିଥିଲେ,  ଯାହାର ପ୍ରମୋଶନ୍ ପାଇଁ ସେ ଟିଭି ଶୋରେ ଯାଇଥିଲେ,  ସେହି ସମୟରେ ଲୋକେ ତାଙ୍କ ସହ ବହୁତ ମସ୍ତି କରିଥିଲେ,  ଏତିକି ନୁହେଁ କପିଲ ଶର୍ମା ଶୋରେ ବି ଦେଖାଯାଇଥିଲା , କହିଦେବୁ କି ଧର୍ମେନ୍ଦ୍ର ନିଜ କ୍ୟାରିୟରରୁ ଗୋଟେ ରୁ ବଳି ଗୋଟେ ଫିଲ୍ମ ଦେଇଛନ୍ତି , ଯେଉଁଥିରେ ସେ ପ୍ରାୟ ସବୁ ଫିଲ୍ମ ସୁପରହିଟ୍ ହୋଇଛି , ଫିଲ୍ମରେ ସେ ବହୁତ ମନ ଦେଇ କରିଥାନ୍ତି , ଯାହାରକାରଣରୁ ତାହା ହିଟ୍ ହୋଇଥାଏ , ଓ ସେ ଜଣେ ପ୍ରଖ୍ୟାତ ଅଭିନେତା ସୁଚିରେ ଆସନ୍ତି ।

Leave a Reply

Your email address will not be published. Required fields are marked *