ନିଜ ସ୍ତ୍ରୀ ଙ୍କ ଏହି ୧୦ ଟି ଭୁଲ୍ ପାଇଁ ସ୍ୱାମୀଙ୍କ ଜୀବନ ପୁରା ବର୍ବାଦ ହେଇଯାଇଥାଏ -ସ୍ୱାମୀ ହେଇଯାନ୍ତି କାଙ୍ଗାଳ , ଆଜି ହିଁ ଜାଣିନିଅନ୍ତୁ ଓ ସତର୍କ ହୋଇଯାଆନ୍ତୁ…

ବନ୍ଧୁଗଣ, ଆମର ସଂସ୍କୃତିରେ ମହିଳାଙ୍କୁ ଘରର ଲକ୍ଷ୍ମୀ କୁହାଯାଏ , ସେମାନେ ସବୁ କାମ ସୁଖ ସମୃଦ୍ଧି ଓ ବର୍ବାଦି ଦୁହେଁ ଆଡକୁ ଇନଫେକ୍ଟ କରିଥାଏ , କିନ୍ତୁ ବହୁତଥର ମନୁଷ୍ୟ କିଛି ଏପରି ଭୁଲ୍ କରିବସେ , ଯାହାର ଫଳାଫଳ ତାକୁ ଜୀବନ ସାରା ଭୋଗିବାକୁ ପଡିଥାଏ , ଏଥିପାଇଁ ମହିଳାମାନଙ୍କୁ କିଛି ଏପରି କାମ କରିବା ଉଚିତ୍ ନୁହେଁ ଯାହା ଦ୍ୱାରା ପରିବାର ଉପରେ ଏହାର ପ୍ରଭାବ ପଡୂ , ଆଜି ଆମେ ମହିଳାଙ୍କ ଦ୍ୱାରା ହେଉଥିବା କିଛି ଭୁଲ୍ ଗୁଡିକ ବିଷୟରେ କହିବାକୁ ଯାଊଛୁ ଯାହା କେବେ ବି କରିବା ଉଚିତ୍ ନୁହେଁ , ଯାହା ଦ୍ୱାରା ଘର ବର୍ବାଦ ହୋଇପାରେ । ଏହା ଏଥିପାଇଁ କୁହାଯାଏ କି ବିବାହର ପରେ ସ୍ୱାମୀ ଓ ସ୍ତ୍ରୀଙ୍କର ଭାଗ୍ୟ ସ୍ତ୍ରୀ ସହ ଯୋଡି ହୋଇଯାଏ , ଯଦି ସେମାନଙ୍କ ମଧ୍ୟରୁ କିଏ ଭଲ କିମ୍ବା ଖରାପ କର୍ମ କରିଥାଏ , ତେବେ ତାହାର ଫଳ ଦୁହେଁଙ୍କୁ ଭୋଗିବାକୁ ପଡେ , ତେବେ ଆସନ୍ତୁ ଜାଣିବା ସେଇ ଭୁଲ୍ କଣ ଅଛି ଯାହା କେବେ କରିବା ଉଚିତ୍ ନୁହେଁ ।

୧) ଯଦି ସ୍ତ୍ରୀ ମୁହଁରୁ ସବୁବେଳେ କଡା କଥା ବାହାରେ ଯାହା ସହ୍ୟ କରିବାର ସୀମା ପରେ ଅଟେ , ତେବେ ଏହା ସ୍ୱାମୀ ପାଇଁ ଦୁର୍ଭାଗ୍ୟର ବିଷୟ ଅଟେ , ଏମିତିରେ ସ୍ତ୍ରୀ କେବେ ନିଜ ସ୍ୱାମୀ ପାଇଁ ଭାଗ୍ୟଶାଳୀ ହୋଇପାରିବ ନାହିଁ । ସେ ନିଜର ସ୍ୱାମୀର ଆସୁଥିବା ଆୟକୁ ୟଶକୁ ନଷ୍ଟ କରିଦିଏ ।

୨) ଯାହାଙ୍କ ସ୍ତ୍ରୀ ବ୍ରହ୍ମ ମୁହୁର୍ତ୍ତରୁ ଉଠିକରି ସକାଳ ବ୍ରାହ୍ମ ମୁହୁର୍ତ୍ତ ଯାଏଁ ଶୋଇରୁହନ୍ତି , ତାଙ୍କ ସ୍ୱାମୀଙ୍କ ଭାଗ୍ୟ ସାଥି ମିଳେ ନାହିଁ , ସେ ଘରେ କେବେ ଲକ୍ଷ୍ମୀ ମା ପ୍ରବେଶ କରନ୍ତି ନାହିଁ ।

୩) ଯେଉଁ ଘରେ ସ୍ତ୍ରୀ ନିଜ ଭୋକ ନ ସମ୍ଭାଳି ଆଗୁଆ ଖାଇଥାଏ , ଓ ଖାଦ୍ୟକୁ ଅଇଁଠା ହାତରେ ଧରିଥାଏ , କିମ୍ବା ଖାଇବା ପୂର୍ବରୁ ପୁଜା କରେ ନାହିଁ , ଓ ନିଶା କରିଥାଏ , ତାଙ୍କର ସ୍ୱାମୀ ତାଙ୍କ ପାଇଁ ଦୁର୍ଭାଗ୍ୟପୂର୍ଣ୍ଣ ହୋଇଥାନ୍ତି ।

୪) ଯେଉଁ ଘରେ ସ୍ତ୍ରୀମାନେ ନ ଗାଧୋଇ ଅପରିସ୍କାର ରହିବାକୁ ପସନ୍ଦ କରନ୍ତି , ତାଙ୍କ ସ୍ୱାମୀଙ୍କର ଭାଗ୍ୟ ଓ ଭବିଷ୍ୟ ସାଥିରେ ରୁହେ ନାହିଁ । ଓ ସେହି ଘରେ କେବେ ଲକ୍ଷ୍ମୀ ମା ପ୍ରବେଶ କରନ୍ତି ନାହିଁ ।

୫) ଯେଉଁ ଘରେ ସ୍ତ୍ରୀ ମାନେ ଘରର ସଫାସଫି କରନ୍ତି ନାହିଁ  ଓ ସେମାନେ ଜିନିଷ ଗୁଡିକ ଏପଟସେପଟ ପକାଇରଖନ୍ତି , ତାଙ୍କ ଘରେ କେବେ ଲକ୍ଷ୍ମୀ ମା ପ୍ରବେଶ କରନ୍ତି ନାହିଁ ।

୬) ଯେଉଁ ସ୍ତ୍ରୀ ସବୁବେଳେ ଲଢେଇ କରନ୍ତି , ସେହି ଘରେ ସ୍ୱାମୀଙ୍କର ହେଉ କିମ୍ବା ପରିବାରର ହେଉ କେବେ ଶାନ୍ତି ପୂର୍ବକ ରୁହେ ନାହିଁ ।

୭) ଯେଉଁ ସ୍ତ୍ରୀ ନିଜ ସ୍ୱାମୀକୁ ଘୃଣା କରେ ସେହି ସ୍ତ୍ରୀର ସ୍ୱାମୀର ଭବିଷ୍ୟତ କେବେ ଉଜ୍ଜଳ ହୁଏ ନାହିଁ ।

୮) ଯେଉଁ ସ୍ତ୍ରୀ ନିଜ ଛୁଆଙ୍କୁ ଘୃଣା କରେ , ଓ ଚିଡାଈଥାଏ , ତାଙ୍କ ଘରେ କେବେ ଲକ୍ଷ୍ମୀ ମା ପ୍ରବେଶ କରନ୍ତି ନାହିଁ ।

୯) ଯେଉଁ ସ୍ତ୍ରୀ ଲୋକଙ୍କ କୁଣ୍ତଳୀରେ ଦୋଷ ହୋଇଥାଏ , ସେ ତାର ସ୍ୱାମୀ ଓ ଘରର ଭବିଷ୍ୟତ କେବେ ଭଲ ହୋଇପାରିବ ନାହିଁ ।

୧୦) ଯେଉଁ ସ୍ତ୍ରୀ ନିଜ ସ୍ୱାମୀ ସହ ସବୁବେଳେ ଚିଡ୍ ଚିଡି ହୁଏ ,ଓ ନିଜ ସ୍ୱାମୀକୁ ଘୃଣା କରେ , ସେହି ଘରେ କେବେ ସୁଖ ଶାନ୍ତିର ବାତାବରଣ ଦେଖାଯାଏ ନାହିଁ ।

 

Leave a Reply

Your email address will not be published. Required fields are marked *